CHARIDHAM
Browsing Category

ବାଣିଜ୍ୟ

ଶସ୍ତା ହୋଇଗଲା ଚାଉଳ ଓ ଅଟା ଦାମ୍: ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଆପଣମାନେ ଯଦି ମହଙ୍ଗା ଦରରେ ରାସନ କିଣି ଘୋର ଅସୁବିଧାର ସାମ୍ନା କରୁଛନ୍ତି, ତେବେ ଏନେଇ ଆସିଛି ଏକ ଆଶ୍ୱସ୍ତିକର ଖବର । ପୁଣି…

ହୋଣ୍ଡାର ଏହି ମଡେଲରେ ରହିଛି ଅନେକ ଆକର୍ଷଣୀୟ ଫିଚର ସହ ମୋଟା ରିହାତି

ନୂଆଦିଲ୍ଲୀ: ଯଦି ଅନେକ ଦିନରୁ ନୂଆ ସେଡାନ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । କାର ନିର୍ମାଣକାରୀ କମ୍ପାନୀ ହୋଣ୍ଡା ତାର ପପୁଲାର ସେଡାନ ଅମେଜ ଉପରେ ଚଳିତ ମାସରେ ବମ୍ପର ଡିସ୍କାଉଣ୍ଟ ଦେଉଛି ।…

ଲାଭ ମନୋବୃତ୍ତି ନେଇ ଇ- ମାର୍କେଟିଂରେ ଲରେନ୍ସ ଫଟୋ ଥିବା ଟି ସର୍ଟ ବିକ୍ରି, ଭୟଙ୍କର ହେଲା ପ୍ରତିକ୍ରିୟା…

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଚର୍ଚ୍ଚାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । ଏହାକୁ ଦେଖି ଏହି ଗ୍ୟାଙ୍ଗଷ୍ଟରର ଫଟୋ ଥିବା ଟି ସର୍ଟ ବିକ୍ରି ଆରମ୍ଭ କରିଥିଲେ ଇ କମର୍ସ କମ୍ପାନୀ ଫ୍ଲିପ…

ମୁକେଶ ଅମ୍ବାନୀ ଏବଂ ଗୌତମ ଅଦାନୀଙ୍କର କମିଗଲା ସଂପତ୍ତି, ଧନୀ ତାଲିକାରେ ତଳକୁ ଖସିଗଲା ନାମ

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଏହି ହ୍ରାସ ଦେଶର ସବୁଠୁ ଧନୀ ଲୋକଙ୍କ ସଂପତ୍ତି ଉପରେ ପ୍ରଭାବ ପକାଇଛି । ରିଲାଏନ୍ସର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ନେଟୱର୍ଥରେ ସୋମବାର ଦିନ…

ନଭେମ୍ବର ୫ ତାରିଖରେ UPI ସେବା ବନ୍ଦ ରହିବ! କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ଘୋଷଣା କଲା ବ୍ୟାଙ୍କ

ନୂଆଦିଲ୍ଲୀ: ଏଚଡିଏଫସିର ବ୍ୟାଙ୍କର ସମସ୍ତ ଗ୍ରାହକଙ୍କ ପାଇଁ ଆସିଛି ଏକ ଜରୁରୀ ସୂଚନା । ଦୁଇଦିନ ପର୍ଯ୍ୟନ୍ତ ବ୍ୟାଙ୍କର ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ସେବା ଉପଲବ୍ଧ ହେବ ନାହିଁ । ଏହି ଅବଧିରେ ଏଚଡିଏଫସି…

କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ କଲେ ଦୁଇ ବ୍ୟାଙ୍କ: ରିୱାର୍ଡ ପଏଣ୍ଟ ଓ ଚାର୍ଜ ନିୟମ ବଦଳିଲା, କମ୍ ସୁବିଧା ପାଇବେ ଗ୍ରାହକ!

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ କରିଛନ୍ତି ଦୁଇଟି ବ୍ୟାଙ୍କ । ଯଦି ଷ୍ଟେଟମେଣ୍ଟ ସାଇକିଲରେ ରାଶି ୫୦ ହଜାର ଟଙ୍କାରୁ ଅଧିକ ହେଉଥିବ, ତେବେ ୟୁଟିଲିଟୀ ବିଲ ଭରଣା ଉପରେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ…

ଷ୍ଟକ ବଜାରରେ ଭୟଙ୍କର ହ୍ରାସ ପଛରେ ଏହି ୫ଟି କାରଣ; ଜାଣନ୍ତୁ କେଉଁଠି ନିବେଶ କରିବେ-କରିବେନି

ମୁମ୍ୱାଇ: ଆଜି ସେନ୍ସେକ୍ସରେ ଘରୋଇ ଷ୍ଟକ ବଜାରରେ ପ୍ରାୟ ୧୫୦୦ ପଏଣ୍ଟ ହ୍ରାସ ଘଟିଛି। ଗତ ବନ୍ଦ ସ୍ତର ଅର୍ଥାତ୍ ନଭେମ୍ବର ୧ ତାରିଖ ଦୀପାବଳି ମୁହୁର୍ତ୍ତ କାରବାର ଦିବସ ପରଠାରୁ ସେନ୍ସେକ୍ସ ଆଜିର ସ୍ତରରେ ୧୪୯୧.୫୨…

ଚଳିତ ମାସ ଶେଷ ସୁଦ୍ଧା ନୂଆ lookରେ ଲଞ୍ଚ ହେବ Reno 13 series

ନୂଆଦିଲ୍ଲୀ: ଓପୋ ଚୀନରେ Find X8 Find,  X8 Pro ଲଞ୍ଚ କରିବା ପରିବା ପରେ ନଭେମ୍ବରରେ ହିଁ Reno୧୩ ସିରିଜ ଲଞ୍ଚ କରିବାକୁ ଯାଉଛି । ଓପୋର ନୂଆ ଅବତାରକୁ ନେଇ ପ୍ରସିଦ୍ଧ ଡିଜିଟାଲ ଚାଟଷ୍ଟେସନ (ଡିସିଏସ) ଏହାର ଫିଚର…

ବିଜେଡି ନେତାଙ୍କ ଅଭିଯୋଗ ଥିଲା ମିଛ, କେନ୍ଦ୍ରାପଡାରୁ ଯିବନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ କମ୍ପାନୀ

କେନ୍ଦ୍ରାପଡା: ବିଜେଡି ନେତା ମିଛ କହୁଥିଲେ । କେନ୍ଦ୍ରାପଡା ଛାଡିବନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ କମ୍ପାନୀ । ଏନେଇ ଆଜି ସୂଚନା ଦିଇଛନ୍ତି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ । କେନ୍ଦ୍ରାପଡାରେ କମ୍ପାନୀ ୨୪ ନିୟୁତ…

ଦିୱାଲୀ ପରେ ଶସ୍ତା ହେବାରେ ଲାଗିଛି ସୁନା, ଜାଣନ୍ତୁ ୧୦ ଗ୍ରାମ କେତେ ଅଛି ରେଟ୍

ନୂଆଦିଲ୍ଲୀ: ଦିୱାଲୀ ପର୍ବ ଶେଷ ହେବା ପରେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଆଜି ନଭେମ୍ବର ୪ ସୋମବାର ଦିନ ସୁନା ମୂଲ୍ୟ ୪୦୦ ଟଙ୍କା ହ୍ରାସ ପାଇଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟ ପ୍ରାୟ ୮୦,୩୦୦ ଟଙ୍କା ହୋଇଛି ।…