CHARIDHAM
Browsing Category

ବାଣିଜ୍ୟ

ପୁଣି ଡାଉନ୍ ହେଲା ଇନଷ୍ଟାଗ୍ରାମ, ଚିନ୍ତାରେ ଉପଭୋକ୍ତା; ପଠାଇପାରୁନାହାଁନ୍ତି ମେସେଜ୍

ନୂଆଦିଲ୍ଲୀ: ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମ ହଠାତ୍ ମଙ୍ଗଳବାର ସନ୍ଧ୍ୟାରେ ଡାଉନ୍ ହୋଇଗଲା । ସିଧାସଳଖ ବାର୍ତ୍ତା ପଠାଇବା ଏବଂ ରିସିଭ୍ କରିବାରେ ଅସୁବିଧା ସମ୍ପର୍କରେ ହଜାର ହଜାର ଉପଭୋକ୍ତା ଅଭିଯୋଗ…

ଏମଆରଏଫକୁ ଟପିଲା ଏଲସିଡ୍ ଇନଭେଷ୍ଟମେଣ୍ଟ୍; ୩ ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ୩୬ ହଜାର ଟଙ୍କା! 

ମୁମ୍ୱାଇ: ଏମଆରଏଫକୁ ଟପିଲା କ୍ଷୁଦ୍ର ଫାଇନାନ୍ସ କମ୍ପାନୀ ଏଲସିଡ୍ ଇନଭେଷ୍ଟମେଣ୍ଟ୍। ଏଲସିଡ୍ ଇନଭେଷ୍ଟମେଣ୍ଟର ଷ୍ଟକ୍ ଏବେ ଦେଶର ସବୁଠାରୁ ମହଙ୍ଗା ଷ୍ଟକ ରେ ପରିଣତ ହୋଇଛି । ଯାହାର ମୂଲ୍ୟ ୨.୩୬ ଲକ୍ଷ ଟଙ୍କାରୁ ଅଧିକ…

ଦୀପାବଳି ପୂର୍ବରୁ କର୍କଟ ରୋଗୀଙ୍କୁ ବଡ଼ ଆଶ୍ୱସ୍ତି: ୩ଟି କ୍ୟାନସର ମେଡିସିନର ରେଟ୍ କମାଇବାକୁ ଏନପିପିଏର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । କର୍କଟ ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ଆଶ୍ୱସ୍ତି ଦେଇଛନ୍ତି । କ୍ୟାନସର ଚିକିତ୍ସାରେ ବ୍ୟବହାର କରାଯାଉଥିବା ୩ଟି ପ୍ରମୁଖ…

୬ କୋଟି ବରିଷ୍ଠ ନାଗରିକଙ୍କୁ ମୋଦୀଙ୍କ ଦୀପାବଳୀ ଗିଫ୍ଟ: ପ୍ରତିବର୍ଷ ଜଣଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ

ନୂଆଦିଲ୍ଲୀ: ଦେଶର କୋଟି କୋଟି ବରିଷ୍ଠ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀପାବଳୀ ଉପହାର ଦେଇଛନ୍ତି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ଅଧିନରେ ୭୦ ବର୍ଷ ଓ…

ପାର୍ବଣ ଋତୁରେ ଜନତାଙ୍କୁ ଉପହାର ଦେଲା ରେଲୱେ: ଆଜିଠାରୁ ୨୫୦ ଟି ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ, ଦେଖନ୍ତୁ ଲିଷ୍ଟ

ଭାରତରେ ଦୀପାବଳିର ପର୍ବ ଆରମ୍ଭ ହେଉଥିବାବେଳେ ପଶ୍ଚିମ ରେଳବାଇ (ଡବ୍ଲୁଆର) ଦିୱାଲୀ ଏବଂ ଛଟ୍ ପୂଜା ଛୁଟିଦିନ ପାଇଁ ୨୦୦ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜଟ୍ର ଖୁଲାସା କରିଛି । ଏହି ବହୁ ଚର୍ଚ୍ଚିତ ଉତ୍ସବରେ…

ଖୁସି ଖବର! ଆଜି ଧନତେରସରେ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ରେଟ୍‌

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ଧନ୍ୱନ୍ତରୀ ପର୍ବ। ଆଜି ୨୯ ଅକ୍ଟୋବରରେ ଧନତେରସ ପର୍ବରେ ସୁନା ମୂଲ୍ୟ ୫୦୦ ଟଙ୍କା ଶସ୍ତା ହୋଇଛି। ଏହି ଦିନ ସୁନା-ରୂପା ଜିନିଷ କିଣିବାକୁ ଶୁଭ ବୋଲି ବିବେଚନା କରାଯାଏ। ତେବେ…

ଜିଓ ଫାଇନାନ୍ସରେ ଧନତେରସ ଅଫର, ସୁନା ଚୋରିର ରହିବନି ଆଶଙ୍କା

ନୂଆଦିଲ୍ଲୀ: ଧନତେରସ ଅବସରରେ ଜିଓ ଫାଇନାନ୍ସ ଆଣିଛି ବଡ ଅଫର । ଏବେ ସୁନା ଦର ଆକାଶ ଛୁଆଁ ହୋଇଥିବା ବେଳେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ମାତ୍ର ୧୦ ଟଙ୍କାରେ ସୁନା କିଣିବାର ମୌକା ଦେଉଛି । ଘରେ ବସି ଏତେ କମ ଟଙ୍କାରେ…

ଆସନ୍ତା ମାସରେ ହେବ ଅଷ୍ଟମ ବେତନ ଆୟୋଗ ଉପରେ ବୈଠକ, ଦରମା ବୃଦ୍ଧି ଉପରେ ଲାଗିବ କି ମୋହର ?

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ସେବା ସର୍ତ୍ତ ଉପରେ ଆଲୋଚନା ପାଇଁ ଗଠିତ ଜେସିଏମର ବୈଠକ ଆସନ୍ତା ମାସରେ ଅନୁଷ୍ଠିତ ହେବ, ଯେଉଁଥିରେ ଅଷ୍ଟମ ବେତନ ଆୟୋଗ ଗଠନ ଉପରେ ଆଲୋଚନା କରାଯିବ । ଅଲ ଇଣ୍ଡିଆ ରେଳବାଇ…

Dhanteras 2024: ଦମଦାର ଅଫର ସହିତ 10 ମିନିଟରେ ଘରେ ପହଞ୍ଚିବ ସୁନା-ରୂପା Coin, ଲିଷ୍ଟରେ ରହିଛି ଏହି ସାଇଟ୍

ନୂଆଦିଲ୍ଲୀ: ଆଜି ଧନତେରାସ । ଆଜିର ଏହି ପବିତ୍ର ଦିନରେ ସୁନା କିଣିରେ ସୁଖ, ସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି କୁହାଯାଏ । ଧନତେରାସକୁ ଦୃଷ୍ଟିରେ ରଖି ସୁନା ରୂପା ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ଆଜିର…

ଗତ ଦିପାବଳୀରୁ ଏପର୍ଯ୍ୟନ୍ତ ରୂପା ମହଙ୍ଗା ହେଲା ୪୨%ରୁ ଅଧିକ, ଜାଣନ୍ତୁ ଆଉ କେତେ ବଢିବ

ନୂଆଦିଲ୍ଲୀ: ରୂପା ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ୧ ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତ ଏକ ବର୍ଷ ମଧ୍ୟରେ ରୂପା ରିଟର୍ଣ୍ଣ ମାମଲାରେ ସୁନାକୁ ପଛରେ ପକାଇଛି। ଯଦି ଗତ ଦୀପାବଳି ବିଷୟରେ ଆଲୋଚନା କରିବା ତେବେ ହାରାହାରି…