Browsing Category

ବାଣିଜ୍ୟ

ଭାରତରେ ଡିପଟେକ୍ ଷ୍ଟାର୍ଟଅପ୍ ସଂଖ୍ୟା ବୃଦ୍ଧି, ବିଶ୍ୱରେ ଏହା ହୋଇଗଲା ତୃତୀୟ ବୃହତ୍ତମ ପୁଲ୍: ରିପୋର୍ଟ

ନୂଆଦିଲ୍ଲୀ: ୨୦୨୩ ରେ ଭାରତରେ ଡିପଟେକ୍ ଷ୍ଟାର୍ଟଅପରେ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏକ ରିପୋର୍ଟ ଅନୁଯାୟୀ, ଏଥିରୁ ୪୮୦ ଟି ନୂତନ ଉଦ୍ୟୋଗ ଉତ୍ପନ୍ନ ହୋଇଛି, ଯାହାଫଳରେ ଏହା ବିଶ୍ୱବ୍ୟାପୀ ତୃତୀୟ ବୃହତ୍ତମ ପୁଲରେ…

Alexa ଆଉ ମାଗଣାରେ ଶୁଣିବନି ଆପଣଙ୍କ କଥା, AI ଭର୍ଜନ ଆସିବା ପରେ ଦେବାକୁ ପଡିବ ଏତିକି ଟଙ୍କା

ନୂଆଦିଲ୍ଲୀ: ଆମାଜନ ଖୁବଶିଘ୍ର ନିଜର ଫେମସ ଭଏସ ଆସିଷ୍ଟାଣ୍ଟ ଆଲେକ୍ସାରେ ଏକ ବଡ ପରିବର୍ତ୍ତନ ଆଣିବାକୁ ନେଇ ଯୋଜନା ଚଳାଇଛି । ଏହି ପରିବର୍ତ୍ତନ ଅନୁଯାୟୀ, ଆଲେକ୍ସାକୁ ଏକ ନୂଆ ଟେକନିକ, ଜେନେରେଟିବ ଏଆଇରୁ ଲେସ କରାଯିବ…

ଲୋକଙ୍କୁ ବଡ଼ ଆଶ୍ବସ୍ତି! ହ୍ରାସ ପାଇବ ପିଆଜ ଦର, ୭୧ ହଜାର ଟନର ଷ୍ଟକ କିଣିଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି । ସରକାର ବଫର ଷ୍ଟକ ପାଇଁ ହାରାହାରି ୭୧ ହଜାର ଟନ ପିଆଜ କିଣିଛନ୍ତି । ପିଆଜ ଦର ୪୦ ଟଙ୍କା ଅତିକ୍ରମ କରିସାରିଛି ।…

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କାବୁଲି ଚଣା ସମେତ ହରଡ଼ ଓ ଚଣା ଉପରେ ଷ୍ଟକ୍ ସୀମା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ମହଜୁଦକୁ ରୋକିବା ଏବଂ ଅସାଧୁ କାରବାରକୁ ରୋକିବା ପାଇଁ ଏବଂ ଉପଭୋକ୍ତାଙ୍କ ପାଇଁ ହରଡ଼ ଓ ଚଣା ଡାଲି ଉପଲବ୍ଧତାରେ ଉନ୍ନତି ଆଣିବା ନିମନ୍ତେ ଭାରତ ସରକାର ଏକ ଆଦେଶ ଜାରି କରିଛନ୍ତି ଯେଉଁଥିରେ ହୋଲସେଲର,…

GST ପରିଷଦ ବୈଠକରେ ନିଆଗଲା ୭ଟି ବଡ଼ ନିଷ୍ପତ୍ତି: ସମସ୍ତ ସୋଲାର କୁକର ଉପରେ ଲାଗିବ ୧୨ ପ୍ରତିଶତ ଜିଏସଟି!

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୩ତମ ବୈଠକ ସମାପ୍ତ ହୋଇଛି । ବୈଠକ ପରେ ଅର୍ଥମନ୍ତ୍ରୀ ଏ ବାବଦରେ ସୂଚନା ଦେବା ସହ…

କନ୍ଦାଇଲା ଟମାଟୋ ଦର, ବର୍ଷାରେ ଆହୁରି ବଢିବ ମୂଲ୍ୟ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଚଣ୍ଡ ଉତ୍ତାପ ପନିପରିବା ଏବଂ ଫଳ ଉତ୍ପାଦନ ଉପରେ ଖରାପ ପ୍ରଭାବ ପକାଇଛି। ଏହି କାରଣରୁ ଦେଶରେ ପିଆଜ, ଆଳୁ ଏବଂ ଟମାଟୋ ଭଳି ଅତ୍ୟାବଶ୍ୟକ ପନିପରିବାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି।…

ପ୍ଲାଟଫର୍ମ ଟିକେଟରେ ଲାଗିବନି GST, ଜିଏସଟି କାଉନସିଲ ମିଟିଙ୍ଗରେ ହେଲା ଅନେକ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ ହୋଇଥିବା ୫୩ତମ ଜିଏସଟି କାଉନସିଲ ମିଟିଙ୍ଗ ପରେ କୁହାଯାଇଛି ଯେ, ଇଣ୍ଡିଆନ ରେଲୱେର ଅନେକ ସେବାଗୁଡିକୁ ଜିଏସଟିରୁ ମୁକ୍ତି କରାଯାଇଛି । ଏବେ ପ୍ଲାଟଫର୍ମ…

IGI Airport ରେ ଫାଷ୍ଟ ଟ୍ରାକ ଇମିଗ୍ରେସନ ସେବା ଆରମ୍ଭ କଲେ ଅମିତ ଶାହା , ଜାଣନ୍ତୁ କଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନେସନାଲ ଏୟାରପୋର୍ଟରେ ଇମିଗ୍ରେସନକୁ ସକ୍ରିୟ କରିବା ପାଇଁ ଫାଷ୍ଟ ଟ୍ରାକ ଇମିଗ୍ରେସନ ଟଷ୍ଟେଡ ଟ୍ରାଭେଲର ପ୍ରୋଗ୍ରାମ ଆରମ୍ଭ କରିଛନ୍ତି ।…

ନିବେଶ ପାଇଁ ଖୋଲିଲା ଷ୍ଟେନଲେ ଲାଇଫଷ୍ଟାଇଲ୍ସର IPO, ୫ ଦିନ ମଧ୍ୟରେ କରିପାରିବେ ନିବେଶ

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଫର୍ଣ୍ଣିଚର ବ୍ରାଣ୍ଡ୍ କମ୍ପାନୀ ଷ୍ଟେନଲେ ଲାଇଫଷ୍ଟାଇଲର IPO ନିବେଶ ପାଇଁ ଖୋଲିଯାଇଛି । ଏହି IPO ମାଧ୍ୟମରେ କମ୍ପାନୀ ମାର୍କେଟରୁ ମୋଟ୍ ୫୩୭.୨୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଚେଷ୍ଟା…

୨ଟି ବଡ଼ ଉପହାର ପାଇବେ କେନ୍ଦ୍ର କର୍ମଚାରୀ! ବଢ଼ିବ ମହଙ୍ଗା ଭତ୍ତା, ଅଷ୍ଟମ ବେତନ କମିଶନ ଗଠନ ନେଇ ଦିଆଗଲା ପ୍ରସ୍ତାବ

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ନେତୃତ୍ୱରେ ନୂଆ ସରକର ଗଠନ ହେବା ପରେ କର୍ମଚାରୀଙ୍କୁ ମିଳିବାକୁ ଯାଉଛି ଏକ ବଡ଼ ଉପହାର । ବର୍ଷକୁ ଦୁଇଥର କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରୁଥିବା ବେଳେ ଦ୍ୱିତୀୟ ଛଅ…