Browsing Category

ବାଣିଜ୍ୟ

ବଦଳିଲା ପେଟ୍ରୋଲ ଓ ଡିଜେଲ ଦର; ତେଲ ପକାଇବା ପୂର୍ବରୁ ଦେଖନ୍ତୁ ଅତ୍ୟାଧୁନିକ ଦର…

ନୂଆଦିଲ୍ଲୀ: ଆଜି ମେ ୧୦ ତାରିଖରେ ତେଲ କଂପାନିଗୁଡ଼ିକ ଦେଶର ସମସ୍ତ ରାଜ୍ୟ ପାଇଁ ପେଟ୍ରୋଲ ଓ ଡିଜେଲ ଦର ଅପଡେଟ୍ କରିଛନ୍ତି । ଯାହା ଅନୁସାରେ ଆଜି ବିହାର ସମେତ ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଶସ୍ତା ହୋଇଛି ।…

୧୨ ହଜାର କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ କାର୍ଯ୍ୟ କରୁଛି SBI, IT ଏବଂ ସହଯୋଗୀ ଭୂମିକା ପାଇଁ ଦିଆଯିବ ବ୍ୟାଙ୍କିଙ୍ଗ ଏକ୍ସପୋଜର: ଦିନେଶ…

ନୂଆଦିଲ୍ଲୀ: ଦେଶର ବୃହତ୍ତମ ଋଣ ପ୍ରଦାନକାରୀ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ଗ୍ରାହକଙ୍କୁ ଅନେକ ସୁବିଧା ଯୋଗାଇ ଆସୁଛି । ବର୍ତ୍ତମାନ ସୂଚନା ଓ ପ୍ରଯୁକ୍ତିବିଦ୍ୟା(IT ) ସହ ଅନ୍ୟାନ୍ୟ ଭୂମିକା ପାଇଁ SBI ପ୍ରାୟ…

ଭାରତରେ ୫ ଲକ୍ଷ ଚାକିରି ଯୋଗାଇବ ଦୁନିଆର ସବୁଠୁ ବଡ କମ୍ପାନୀ, ପ୍ରସ୍ତୁତ କରିନିଅନ୍ତୁ ନିଜ ରିଜ୍ୟୁମ୍

ନୂଆଦିଲ୍ଲୀ: ଚାକିରି ଦୃଷ୍ଟିରୁ ଆଗାମୀ ସମୟ ବହୁତ ଭଲ ହେବାକୁ ଯାଉଛି । ବିଶ୍ୱର ଅଗ୍ରଣୀ ଟେକ୍ କମ୍ପାନୀ ଆପଲ୍ ଭାରତରେ ଲକ୍ଷ ଲକ୍ଷ ଚାକିରି ଯୋଗାଇବାକୁ ଘୋଷଣା କରିଛି । ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ…

ଅକ୍ଷୟ ତୃତୀୟା ପୂର୍ବରୁ ଶସ୍ତା ହୋଇଗଲା ସୁନା, ରୂପାରେ ମୂଲ୍ୟରେ ସାମାନ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଏହି ସପ୍ତାହରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଆଜି ଗୁରୁବାରରେ ଅକ୍ଷୟ ତୃତୀୟାର ଗୋଟିଏ ଦିନ ପୂର୍ବରୁ ସୁନା ଦର ପୁଣି ହ୍ରାସ ପାଇଛି । ରୂପା ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି ।…

ଗୁଗଲ କ୍ରୋମ୍ ୟୁଜର୍ସଙ୍କ ଲାଗି ଆଣୁଛି ଏହି ନୂଆ ଫିଚର, ଜାଣନ୍ତୁ କ’ଣ ମିଳିବ ଫାଇଦା

ଓଡ଼ିଶା ଭାସ୍କର: ଗୁଗଲ ଖୁବ୍ ଶୀଘ୍ର ଡେସ୍କଟପ୍‌ରେ କ୍ରୋମ ୟୁଜର୍ସଙ୍କ ଲାଗି ଏକ ନୂଆ ଫିଚର ଆଣିବାକୁ ଯାଉଛି ଯାହାର ନାମ ‘ସର୍କଲ ଟୁ ସର୍ଚ୍ଚ’ । ଏହି ଫିଚର ସର୍ବପ୍ରଥମେ ସାମସଙ୍ଗ ଏସ୍‌୨୪ ସିରିଜ୍ ଫୋନ୍‌ରେ ଆସିଥିଲା ଓ…

ରବିନ୍ଦ୍ରନଙ୍କ BYJU’Sକୁ ବଞ୍ଚାଇବା ପାଇଁ କରାଗଲା ୩.୦ ପ୍ଲାନ, ଜାଣନ୍ତୁ କ’ଣ ରହିଛି ନୂଆ

ନୂଆଦିଲ୍ଲୀ: ଆଡଟେକ ଫାର୍ମ BYJU'S ଲଗାତାର ଅସୁବିଧା ପରିସ୍ଥିତି ଦେଇ ଗତି କରୁଛି । ତେବେ ବର୍ତ୍ତମାନ କମ୍ପାନୀ ନିଜ ଅଫର୍ସରେ ମୂଲ୍ୟ ହ୍ରାସ କରିଛି । ମିଡିଆ ରିପୋର୍ଟସ ମୁତାବକ BYJU'S ଲର୍ଣ୍ଣିଂ ଆପ ପାଇଁ…

ଆଜି ପୁଣି ୭୫ଟି ଫ୍ଲାଇଟ ବାତିଲ କଲା ଏୟାର ଇଣ୍ଡିଆ, ସରକାର ମାଗିଲେ ଜବାବ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର କର୍ମଚାରୀମାନେ ସାମୁହିକ ଭାବେ ଧର୍ମଘଟ କରିବା ଏବଂ କର୍ମଚାରୀମାନଙ୍କ ଛଟେଇ କାରଣରୁ ଗୁରୁବାରଦିନ କମ୍ପାନୀକୁ ନିଜ ଡୋମେଷ୍ଟିକ ଏବଂ ଆନ୍ତର୍ଜାତୀୟର ସମୁଦାୟ ୭୪ ଫ୍ଲାଇଟ ବାତିଲ…

ବ୍ୟାଙ୍କ କର୍ମଚାରୀଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ: ଜିରୋ ବା କମ୍ ସୁଧ ବିଶିଷ୍ଟ ଲୋନ୍ ଉପରେ ଦେବାକୁ ପଡ଼ିବ ଟ୍ୟାକ୍ସ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କୁ ଲାଗିଛି ଏକ ବଡ଼ ଝଟକା । ଶୂନ ବା କମ୍ ସୁଧ ବିଶିଷ୍ଟ ଲୋନ୍ ଉପରେ କର୍ମଚାରୀଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ । ସୁପ୍ରିମକୋର୍ଟଙ୍କ ତରଫରୁ ବ୍ୟାଙ୍କ କର୍ମଚାରୀଙ୍କୁ ଏହି ଝଟକା ଲାଗିଛି ।…

Air India Express: ଏକ ସାଙ୍ଗରେ ଅସୁସ୍ଥ ଥିଲେ ୧୦୦ କର୍ମଚାରୀ, ଚାକିରିରୁ ବିଦା କଲା ଏୟାରଲାଇନ

ନୂଆଦିଲ୍ଲୀ: ବିନା କୌଣସି କାରଣରେ ସାମୁହିକ ଭାବେ ଅସୁସ୍ଥ ଥିବା କହି ଛୁଟି ନେଇଥିବା କର୍ମଚାରୀଙ୍କ ମଧ୍ୟରୁ ୨୫ ଜଣଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ଚାକିରିରୁ ବାହାର କରିଦେଇଛି । ଟାଟା ଗ୍ରୁପର ଏୟାର ଇଣ୍ଟିଆ…

୨୦ ହଜାରରୁ ଉର୍ଦ୍ଧ୍ୱ ନଗଦ ଋଣ ପ୍ରଦାନ କରିପାରିବ ନାହିଁ NBFC, ନିର୍ଦ୍ଦେଶ ଦେଲା RBI

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଋଣ ପ୍ରଦାନ କରିବା ଉପରେ ଲାଗିଲା ରୋକ୍ । ବର୍ତ୍ତମାନ ନନ୍ ବ୍ୟାଙ୍କି ଫାଇନାନ୍ସ କମ୍ପାନୀ(NBFC) ଏହାର ଗ୍ରାହକଙ୍କୁ ୨୦ ହଜାରରୁ ଉର୍ଦ୍ଧ୍ୱ ନଗଦ ଋଣ ପ୍ରଦାନ କରିପାରିବ ନାହିଁ । ଏନେଇ RBI…