fbpx
Browsing Category

ବାଣିଜ୍ୟ

ଖୁବ ଶୀଘ୍ର ଏସ୍‌ବିଆଇ କଲ୍ ସେଣ୍ଟର ରୂପରେ ଆସୁଛି ପରିବର୍ତ୍ତନ ;ଜାଣନ୍ତୁ ନୂଆ ନିୟମ

ମୁମ୍ବାଇ: ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ କମ୍ପାନୀ କଲ୍‌ ସେଣ୍ଟର ସ୍ଥାପନ କରିଥାନ୍ତି । ଭାରତର ଅଗ୍ରଣୀ ଜାତୀୟକରଣ ବ୍ୟାଙ୍କଭାବେ ମାନ୍ୟତା ପାଇଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍‌ବିଆଇ) ଖୁବଶୀଘ୍ର…

ଭାରତ ପାଇଁ ସତର୍କ ଘଣ୍ଟି ବଜାଇଲା IMF: ୨୦୨୨-୨୩ ପାଇଁ ହ୍ରାସ କଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ୨୦୨୨ରେ ଭାରତର ଆନୁମାନିକ ବିକାଶ ଦରକୁ ହ୍ରାସ କରି ୬.୮ ପ୍ରତିଶତ କରି ଦେଇଛି। ସେହିପରି ଆଇଏମଏଫ ଅନୁମାନ କରୁଛି ଯେ, ୨୦୨୩ରେ ଭାରତର ବିକାଶ ଦର ୬.୧ ପ୍ରତିଶତ…

ରେଲୱେ ବଦଳାଇଲା ଟିକେଟ୍ ବୁକିଂ ନିୟମ: ଯାତ୍ରା ପୁର୍ବରୁ ଜାଣି ନିୟନ୍ତୁ ପୁରା ସିଷ୍ଟମ୍, ନଚେତ୍ ସମସ୍ୟାରେ ପଡିପାରନ୍ତି

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇ ଦେବା ପାଇଁ ସମୟ ସମୟରେ ଅନେକ ସୁବିଧା କରିଥାଏ। ଏହି କ୍ରମରେ ଏବେ ରେଲୱେ ଅନଲାଇନ୍ ଟିକେଟ୍ ବୁକିଂ କରିବା ପ୍ରଣାଳିକୁ ଅପଡେଟ୍ କରୁଛି। ଭାରତ ଭଳି…

ଜାମ୍ମୁ-କାଶ୍ମୀରରେ ଏବେ ସଉଦା ଦୋକାନରେ ମିଳିବ ବିୟର, ମଞ୍ଜୁରୀ ଦେଲେ ଉପ ରାଜ୍ୟପାଳ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଡିପାର୍ଟମେଣ୍ଟାଲ ଷ୍ଟୋର ଏବଂ ସଉଦା ଦୋକାନରେ ବିୟର ବିକ୍ରି କରାଯାଇ ପାରିବ। ଏ ନେଇ କେନ୍ଦ୍ର ଶାସିତ ଅଞ୍ଚଳରେ ଅବକାରୀ ନୀତିରେ କିଛିଟା ପରିବର୍ତ୍ତନ କରାଯାଇଛି। ସୋମବାର ଉପ…

୨୦୨୫ ସୁଦ୍ଧା ୧୩ ବିଲିୟନ ଡଲାରରେ ପହଞ୍ଚିବ ଭାରତର ମହକାଶ ଅର୍ଥନୀତି: ରିପୋର୍ଟ

ନୂଆଦିଲ୍ଲୀ: ସୋମବାର ପ୍ରକାଶିତ ଏକ ରିପୋର୍ଟ ଅନୂଯାୟୀ, ୨୦୨୫ ସୁଦ୍ଧା ଭାରତର ମହକାଶ ଅର୍ଥନୀତି ପ୍ରାୟ ୧.୩ ବିଲିୟନ ଡଲାର ହେବା ନେଇ ଆଶା କରାଯାଉଛି । ଇଣ୍ଡିଆନ୍ ସ୍ପେଶ ଆସୋସିଏସନ(ଆଇଏସପିଏ) ଏବଂ ଇଆରଏନଏସଟି ଏବଂ…

ଆସନ୍ତା ଛଅ ମାସ ମଧ୍ୟରେ ସରକାରୀ ବ୍ୟାଙ୍କର ଘରୋଇକରଣ ହେବ! ଅର୍ଥ ମନ୍ତ୍ରଣାଳୟର ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣି ଏକ ସରକାରୀ ବ୍ୟାଙ୍କର ଘରୋଇକରଣ କରିବାକୁ ଯାଉଛନ୍ତି । ବ୍ୟାଙ୍କ ଘରୋଇକରଣ ନେଇ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧ ବିଡ୍ ଆମନ୍ତ୍ରଣ କରିବାର ସମ୍ଭାବନା ରହିଛି । ଆସନ୍ତା ଆର୍ଥିକ…

ହୋମ୍ ଲୋନ୍ ନେବାକୁ ଚାହୁଥିଲେ ଭଲଖବର! SBI ଦେଉଛି ଶସ୍ତା ଋଣ, ଏମିତି ରହିଛି ସର୍ତ୍ତ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ୍ (ଏସବିଆଇ) ୪ ଅକ୍ଟୋବର ୨୦୨୨ ରୁ ୩୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ହୋମ ଲୋନ୍ ଉପରେ ୧୫-୩୦ ବେସିସ ପଏଣ୍ଟର ଛାଡ଼ ଦେଉଛି । ବ୍ୟାଙ୍କ ପାର୍ବଣ ଋତୁ ପାଇଁ ସୁଧ ଦରରେ ଛାଡ଼ କରିଛି ।…

କେନ୍ଦ୍ରୀୟ କର୍ମଚାରୀଙ୍କୁ ସରକାରଙ୍କ ଦୀପାବଳି ଭେଟି: ୪% ବୃଦ୍ଧି ପାଇଲା DR

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଦୀପାବଳି ପୁର୍ବରୁ ଆସିଛି ଖୁସି ଖବର। କେନ୍ଦ୍ରୀୟ କର୍ମଚାରିଙ୍କ ୪% ମହଙ୍ଗା ଭର୍ତ୍ତା(ଡିଆର) ବୃଦ୍ଧି କରିଛନ୍ତି ସରକାର। ସରକାର ୧ଜୁଲାଇ ୨୦୨୨ରୁ ଏହାକୁ ପ୍ରଭାବି କରିବାକୁ…

ଚେକ୍ ବାଉନ୍ସକୁ ନେଇ ନୂଆ ନିୟମ ଆଣିବାକୁ ଯାଉଛନ୍ତି ସରକାର: ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଲାଗୁ ହେବ…

ନୂଆଦିଲ୍ଲୀ: ଚେକ୍ ବାଉନ୍ସ ମାମଲାରେ ପ୍ରଭାବଶାଳୀ ଟେକନିକରେ ମୁକାବିଲା କରିବାକୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ନୂଆ ନିୟମ ଆଣିପାରନ୍ତି, ଯେଉଁଥିପାଇଁ ଅନେକ ପରାମର୍ଶ ମିଳିଛି । ଶିଳ୍ପ ସଂସ୍ଥା PHD ଚାମ୍ବର ଅଫ୍…

ଜୋମାଟୋର ସିଇଓ ବି ବାଇକ ଧରି ଡେଲିଭରୀ କରନ୍ତି ଖାଦ୍ୟ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ଫୁଡ୍ ଡେଲିଭରୀ ମାମଲାରେ ସଂପ୍ରତି ଭାରତରେ ଏକ ନମ୍ବର ନେଟଓ୍ଵର୍କ ହେଉଛି ଜୋମାଟୋ। ଆପଣ କେବେ ଚିନ୍ତା କରିନଥିବେ ଯେ ଏତେ ବଡ କମ୍ପାନିର ମାଲିକ ବି ମୋଟର ସାଇକେଲରେ ଫୁଡ ଡେଲିଭରୀ କରିବାକୁ ଯାଇ…