Browsing Category

ବାଣିଜ୍ୟ

ଅର୍ଥବିଭାଗର ସ୍ପଷ୍ଟୀକରଣ: HDFC, ICICI, AXIS ବ୍ୟାଙ୍କ ସହ ଜାରି ରହିବ ସରକାର ନେଣଦେଣ

ଭୁବନେଶ୍ବର: HDFC, ICICI, AXIS ବ୍ୟାଙ୍କ ନେଇ ଅର୍ଥବିଭାଗର ସ୍ପଷ୍ଟୀକରଣ । ଏହି 3 ବ୍ଯାଙ୍କ ସହ ସରକାର ନେଣଦେଣ ଜାରି ରହିବ । ସମସ୍ତ ବିଭାଗକୁ ଚିଠି ଲେଖି ସୂଚନା ଦେଲେ ଅର୍ଥ ବିଭାଗ ପ୍ରମୁଖ ସଚିବ । ଏହି 3 ବ୍ଯାଙ୍କ…

EPFO ସଦସ୍ୟଙ୍କ ପାଇଁ ଖୁସି ଖବର, ଅଟୋ-ସେଟେଲମେଣ୍ଟ ଲିମିଟ୍ 5 ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: EPFO ସଦସ୍ୟମାନଙ୍କ ପାଇଁ ଖୁସି ଖବର । EPFO ଅଗ୍ରିମ ଦାବି ପାଇଁ ଅଟୋ-ସେଟେଲମେଣ୍ଟ ସୀମା 1 ଲକ୍ଷରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା EPFO ସଦସ୍ୟମାନଙ୍କୁ ବିଶେଷକରି ଜରୁରୀ ଆବଶ୍ୟକତା ସମୟରେ…

ରେଳଯାତ୍ରୀଙ୍କୁ ଲାଗିବ ବଡ଼ ଝଟକା ! ଟିକେଟ ମୂଲ୍ୟ ବଢାଇବାକୁ ପ୍ରସ୍ତୁତି, ଜାଣନ୍ତୁ କେତେ ହୋଇପାରେ ମହଙ୍ଗା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଝଟକା ଆସୁଛି। ୧ ଜୁଲାଇ ୨୦୨୫ରୁ ଏସି ଓ ନନ-ଏସି ଏକ୍ସପ୍ରେସ, ମେଲ ଏବଂ ସେକେଣ୍ଡ କ୍ଲାସ ଟିକେଟର ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛି। ଏହି ମୂଲ୍ୟ ବୃଦ୍ଧି…

ଇଜରାଇଲ-ଇରାନ ଯୁଦ୍ଧବିରତିର ପ୍ରଭାବ: ସୁନାର ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ୨୪ କ୍ୟାରେଟ ସୁନାର ମୂଲ୍ୟ କେତେ?

ନୂଆଦିଲ୍ଲୀ: ଇଜରାଇଲ ଏବଂ ଇରାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିର ପ୍ରଭାବ ସୁନାର ମୂଲ୍ୟ ଉପରେ ଦେଖାଦେଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ମଙ୍ଗଳବାର ସକାଳ ୯:୧୩ରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧୦୦୦…

UPI ୟୁଜର୍ସଙ୍କ ପାଇଁ ଖୁସି ଖବର! ଟ୍ରାଞ୍ଜାକ୍ସନ ଫେଲ୍ ହେଲେ ସଙ୍ଗେ ସଙ୍ଗେ ମିଳିବ ରିଫଣ୍ଡ, ଏହି ତାରିଖରୁ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ:UPI ବ୍ୟବହାର କରୁଥିବା କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଏକ ଖୁସି ଖବର। ଯଦି ଟ୍ରାଞ୍ଜାକ୍ସନ ଫେଲ ହୁଏ, ତେବେ ଉପଭୋକ୍ତା ତୁରନ୍ତ ଟଙ୍କା ଫେରସ୍ତ ପାଇବେ।ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ (NPCI) 15…

ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଭାରତ ପ୍ରଭାବିତ, ଏତିକି ବିମାନ ଉଡ଼ାଣ ବାତିଲ୍‌

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ଭାରତରେ ପ୍ରଭାବ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆର ୧୭ଟି ବିମାନ ବାତିଲ ହୋଇଛି। ଇଣ୍ଡିଗୋର ୮ଟି ବିମାନ ବାତିଲ। ଦିଲ୍ଲୀ ବିମାନବନ୍ଦରକୁ ଆସିବାକୁ ଥିବା ଅନେକ ବିମାନ ବାତିଲ…

UPS ଚୟନ କରିବାର ଶେଷ ତାରିଖକୁ ତିନି ମାସ ବୃଦ୍ଧି କଲେ କେନ୍ଦ୍ର ସରକାର, ଏହି ତାରିଖ ପର୍ଯ୍ୟନ୍ତ ରହିଛି ସୁଯୋଗ

ନୂଆଦିଲ୍ଲୀ: ସୋମବାର ଦିନ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ୟୁନିଫାଏଡ୍ ପେନସନ୍ ସ୍କିମ୍ (UPS) ଅଧୀନରେ ବିକଳ୍ପ ବାଛିବା ପାଇଁ ଶେଷ ତାରିଖକୁ ଆଗାମୀ ତିନି ମାସ ପାଇଁ ବୃଦ୍ଧି କରିଛନ୍ତି। ଏବେ କର୍ମଚାରୀମାନେ…

ସ୍ମାର୍ଟ ଫୋନ୍ କ୍ଷେତ୍ରରେ ଇତିହାସ କଲା Motorola, ହାତରେ ବ୍ରେସଲେଟ ପରି ପିନ୍ଧି ହେବ ଏହି ଫୋନ୍

ନୂଆଦିଲ୍ଲୀ: Motorola ବିଶ୍ୱର ପ୍ରଥମ ବ୍ରେସଲେଟ ଫୋନ୍ ତିଆରି କରିଛି। ଏହି ଫୋନ୍‌କୁ ହାତରେ ବାନ୍ଧିହେବ। ଏହି ଫୋନ୍‌ର ଫଟୋ ଏବଂ ଭିଡିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। Motorolaର ଏହି ସ୍ମାର୍ଟଫୋନ୍‌କୁ…

ଇରାନ-ଇସ୍ରାଏଲ ଯୁଦ୍ଧରୁ ମହଙ୍ଗା ହେବ ରୋଷେଇ ଗ୍ୟାସ ସିଲିଣ୍ଡର! ଆପଣଙ୍କ ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ କେବଳ କ୍ରୁଡ଼ ତୈଳ ଉପରେ ନୁହେଁ, ବରଂ ଏଲପିଜି (Liquefied Petroleum Gas) ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଉପରେ ମଧ୍ୟ ପଡ଼ୁଛି।…

ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି, ଏସୀୟ ବଜାରରେ ହ୍ରାସ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଅଶାନ୍ତି ଓ ଇସ୍ରାଏଲ-ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ସଙ୍କଟ ଯୋଗୁଁ ଅଶୋଧିତ ତୈଳର ମୂଲ୍ୟ ଗତ କିଛି ସପ୍ତାହରେ ନାଟକୀୟ ଭାବେ ବୃଦ୍ଧି ପାଇଛି। ଏହା ସହିତ ଏସୀୟ ବଜାରଗୁଡ଼ିକରେ…