Browsing Category
ବାଣିଜ୍ୟ
ଗୋଟିଏ ଝଟକାରେ ୧୪୦୦ ଟଙ୍କା ବଢିଗଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ କେତେ
ନୂଆଦିଲ୍ଲୀ: ସୁନା ମୂଲ୍ୟରେ ପୁଣିଥରେ ବୃଦ୍ଧି ଦେଖିବାକୁ ମିଳିଛି। ଜାତୀୟ ରାଜଧାନୀର ସର୍ରଫା ବଜାରରେ ସୁନା ଦର ୧,୪୦୦ ଟଙ୍କା ବଢି ୧୦ ଗ୍ରାମକୁ ୯୬ ହଜାର ୪୫୦ ଟଙ୍କା ହୋଇଯାଇଛି।
ଭାରତୀୟ ସର୍ରଫା ସଂଘର ଖବର…
ଏଣିକି ଆମେରିକାରୁ ଟଙ୍କା ପଠାଇବା ଭାରତୀୟଙ୍କ ପାଇଁ ହୋଇଯିବ ମହଙ୍ଗା, ଟ୍ରମ୍ପ ଆଣିଲେ ଏହି ନିୟମ
ୱାଶିଂଟନ: ଆଜିକାଲି ଚର୍ଚ୍ଚାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କେତେବେଳେ ଆପଲର ମାନୁଫାକ୍ଚରିଂ ସମ୍ପର୍କରେ ତ, କେତେବେଳେ ବାଣିଜ୍ୟ ଯୁଦ୍ଧ ସମ୍ପର୍କରେ ଏବଂ ଏବେ ଏକ ନୂଆ ଆଇନ ପାଇଁ। ଟ୍ରମ୍ପ ପ୍ରବାସୀ…
ଟ୍ରମ୍ପଙ୍କ ଶତଚେଷ୍ଟା ପରେ ବି ଆପଲ୍ର ଭାରତରୁ ବାହାରିବା ଅସମ୍ଭବ; ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ୍ର ସିଇଓ ଟିମ୍ କୁକ୍ଙ୍କୁ ଭାରତରେ ଉତ୍ପାଦନ ବନ୍ଦ କରି ଆମେରିକାରେ ଉତ୍ପାଦନ ବଢ଼ାଇବାକୁ କହିଛନ୍ତି। କିନ୍ତୁ ଆପଲ୍ ଭାରତରୁ ବାହାରିବା ଏକ ପ୍ରକାର ଅସମ୍ଭବ…
ପାକିସ୍ତାନକୁ ସମର୍ଥନ କରି ଫଳ ଭୋଗିବେ ତୁର୍କୀ-ଆଜେରବୈଜାନ: ବ୍ୟବସାୟିକ ଓ ବାଣିଜ୍ୟ ବନ୍ଦ କଲା CAIT
ନୂଆଦିଲ୍ଲୀ: ଶୁକ୍ରବାର (ମେ ୧୫) ରାଜଧାନୀରେ ଅନୁଷ୍ଠିତ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଦ୍ୱାରା ଆୟୋଜିତ ଏକ ଜାତୀୟ ବାଣିଜ୍ୟ ସମ୍ମିଳନୀରେ, ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୨୫ରୁ ଅଧିକ ଶୀର୍ଷ…
ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା: ସରକାରୀ କର୍ମଚାରୀଙ୍କୁ ୨୫ ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ସରକାରଙ୍କୁ ତାଙ୍କ କର୍ମଚାରୀଙ୍କୁ ୨୫ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୟ କରୋଲ ଓ ଜଷ୍ଟିସ ସନ୍ଦୀପ…
ଟ୍ରମ୍ପଙ୍କ ପରାମର୍ଶକୁ ଆପଲର ‘ନା’! ଭାରତ ହେବ ଉତ୍ପାଦନ କେନ୍ଦ୍ର, iPhone ତିଆରି ଜାରି ରହିବ
ୱାଶିଂଟନ,୧୫ା୫: ଆଇଫୋନ ନିର୍ମାତା ଆପଲର ଭାରତରେ ନିବେଶ କରିବାର ଯୋଜନା ପୂର୍ବପରି ରହିଛି ଏବଂ କମ୍ପାନୀ ଦେଶରେ ଏହାର ଉତ୍ପାଦ ପାଇଁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛି। ଗୁରୁବାର…
Gold Price: ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ଆଜି ଏତିକି ଟଙ୍କା ଖସିଗଲା ଦାମ୍
ନୂଆଦିଲ୍ଲୀ: ୧ ଲକ୍ଷ ଟଙ୍କା ଛୁଇଁଥିବା ସୁନାର ଚମକ ଏବେ ମଳିନ ପଡ଼ିଯାଉଛି । ସୁନା କ୍ରମାଗତ ଭାବରେ ହ୍ରାସ ପାଉଛି । ସୁନା ଏହାର ସର୍ବକାଳୀନ ସର୍ବୋଚ୍ଚ ହାର ଅତିକ୍ରମ କରିବ ଏବଂ ୧.୨୫ ଲକ୍ଷ ଟଙ୍କା ମଧ୍ୟ ଅତିକ୍ରମ କରିବ…
ଟାରିଫ ଯୁଦ୍ଧର ହେବ କି ଅନ୍ତ ? ଟ୍ରମ୍ପଙ୍କ ଦାବି- ‘ଭାରତ ଦେଇଛି ‘ଜିରୋ ଟାରିଫ’ ଅଫର’
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କତାରରେ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ଭାରତ ଆମେରିକାରୁ ବିଭିନ୍ନ ସାମଗ୍ରୀ ଆମଦାନି ପାଇଁ ‘ଜିରୋ ଟାରିଫ’ ଅର୍ଥାତ୍ କୌଣସି ଆମଦାନି ଶୁଳ୍କ ନ ଲଗାଇବାର ପ୍ରସ୍ତାବ ଦେଇଛି।…
ବିୟର ପିଉଥିବା ଲୋକଙ୍କ ପାଇଁ ଖୁସି ଖବର, ଏବେ ୨୦୦ ଟଙ୍କିଆ ବୋତଲ ମିଳିବ ମାତ୍ର ୫୦ ଟଙ୍କାରେ!
ନୂଆଦିଲ୍ଲୀ: ଖରାଦିନେ ସାଧାରଣତଃ ବିୟର ଦର ବଢିଯାଇଥାଏ। କିନ୍ତୁ ଏଇ ଗ୍ରୀଷ୍ମ ଋତୁରେ ବିୟର ଦର ଶସ୍ତାରେ ମିଳିଯିବ। ବର୍ତ୍ତମାନ ବ୍ରିଟିଶ ବିୟର ବ୍ରାଣ୍ଡସ ଭାରତରେ ଶସ୍ତାରେ ମିଳିବ।
ଭାରତ ଏବଂ ବ୍ରିଟେନ ମଧ୍ୟରେ…
Amazon Prime Videoରେ ୱେବସିରିଜ-ଫିଲ୍ମ ଦେଖିବା ହୋଇଯିବ ମହଙ୍ଗା, ବଢିଯିବ ଏହି ପ୍ଲାନ୍ସର ମୂଲ୍ୟ
ନୂଆଦିଲ୍ଲୀ: ଆଗକୁ ଆମାଜନ ପ୍ରାଇମ ଭିଡିଓରେ ୱେବ ସିରିଜ୍, ସିନେମା ଏବଂ ଶୋ’ ଦେଖିବା ମହଙ୍ଗା ହୋଇପାରେ। କମ୍ପାନୀ ଏହାର ମାସିକ ଏବଂ ବାର୍ଷିକ ସବସ୍କ୍ରିପସନ୍ ଯୋଜନାକୁ ମହଙ୍ଗା କରିପାରେ।
କମ୍ପାନୀ ଆସନ୍ତା ମାସ…