Browsing Category
ବାଣିଜ୍ୟ
POK-ପାକିସ୍ତାନରେ ଏୟାରଷ୍ଟ୍ରାଇକ ପରେ ଭାରତରେ ବିମାନବନ୍ଦର ବନ୍ଦ, ଏୟାରଲାଇନ୍ସ ବାତିଲ କଲା ଫ୍ଲାଇଟ୍ସ
ନୂଆଦିଲ୍ଲୀ: ଭାରତ ୭ ମେ’ରେ ୨ରୁ ୩ଟା ରାତି ମଧ୍ୟରେ ଏୟାର ଷ୍ଟାଇକ କରିଛି. ଭାରତୀୟ ବାୟୁସେନା ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀରରେ ପଶି ‘ଅପରେସନ ସିନ୍ଦୂର’ ଚଳାଇଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ…
୧ ବଦଳରେ ମିଳିବ ଦୁଇଗୁଣ ରିଟର୍ଣ୍ଣର ଗ୍ୟାରେଣ୍ଟି: ପୋଷ୍ଟ ଅଫିସର ଏହି ସ୍କିମରେ ଜୋରଦାର ଲାଭ
ନୂଆଦିଲ୍ଲୀ: ଯଦି ଆପଣ ଏକ ସୁରକ୍ଷିତ ଏବଂ ନିଶ୍ଚିତ ରିଟର୍ଣ୍ଣ ଦେଉଥିବା ନିବେଶ ଯୋଜନା ଖୋଜୁଛନ୍ତି, ତେବେ ପୋଷ୍ଟ ଅଫିସର କିସାନ ବିକାଶ ପତ୍ର (Kisan Vikas Patra - KVP) ଯୋଜନା ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ…
SBI ରିସର୍ଚ୍ଚର ବଡ଼ ଦାବି: କମିଯିବ ହୋମ ଏବଂ କାର ଲୋନର EMI,ଏତିକି ଶସ୍ତା ହୋଇଯିବ ଋଣ
ନୂଆଦିଲ୍ଲୀ: ହୋମ୍-କାର ଲୋନ ନେଇଥିବା ଲୋକଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ହୋମ ବା କାର ଲୋନର ଇଏମଆଇ କମିଯିବ। ଏସବିଆଇ ରିସର୍ଚ୍ଚରେ ଏହି ଦାବି କରାଯାଇଛି।
ରିସର୍ଚ୍ଚ ଅନୁସାରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ…
PNBରେ ୧ଲକ୍ଷ ଜମା କଲେ ମିଳିବ ୧୬,୨୫୦ର ଫିକ୍ସ ସୁଧ, ଚେକ୍ କରନ୍ତୁ ସ୍କିମର ଡିଟେଲ୍ସ
ନୂଆଦିଲ୍ଲୀ: ଆରବିଆଇ ଅପ୍ରେଲ, ୨୦୨୫ରେ ରେପୋ ରେଟକୁ ୬.୨୭ ହ୍ରାସ କରି ୬ ପ୍ରତିଶତ କରିଦେଇଥିଲା। କିନ୍ତୁ ଅନେକ ବ୍ୟାଙ୍କ ଏହି ରେପୋ ରେଟରେ ହ୍ରାସ ପରେ ବି ନିଜ ଗ୍ରାହକମାନଙ୍କୁ ଆକର୍ଷଣୀୟ ସୁଧ ପ୍ରଦାନ କରୁଛି।
ଆଜି…
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦା କମାଇଦେଲେ ଏଫଡି ସୁଧ ଦର, ଚେକ୍ କରନ୍ତୁ କେତେ ମିଳିବ ରିଟର୍ଣ୍ଣ
ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦାଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କ ମେ’ ୨୦୨୫ ପାଇଁ ନିଜ ଏଫଡି ସୁଧ ଦରରେ ପରିବର୍ତ୍ତନ କରିଛନ୍ତି। ବ୍ୟାଙ୍କ ଅଫ୍ ବରୋଦା ୩ କୋଟି ଟଙ୍କାରୁ କମ ଆମାଉଣ୍ଟର ଏଫଡି ସୁଧ ଦର ହ୍ରାସ କରିଛି,…
ପିଏମ ଆବାସ ଯୋଜନାରୁ ହାଟିଗଲା ଏହି ୩ଟି ସର୍ତ୍ତ, ତାଲିକାରେ ନାମ ଆସିବା ହୋଇଗଲା ସହଜ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଭାରତ ସରକାର ଲୋକଙ୍କୁ ଘର ଯୋଗାଇଦେଉଛନ୍ତି। ଏହି ଯୋଜନାରେ ବର୍ତ୍ତମାନ ୩ଟି ସର୍ତ୍ତକୁ ହ୍ରାସ କରାଯାଇଛି। ଏହା ଦ୍ୱାରା ଲୋକଙ୍କୁ ଏହି ଯୋଜନା ମାଧ୍ୟମରେ ଆହୁରି ଲାଭ…
ମୁହଁ ନ ଦେଖାଇ YouTubeରେ ରୋଜଗାର କରିବାର Ultimate Trick, କେମିତି ଜାଣନ୍ତୁ
ନୂଆଦିଲ୍ଲୀ: ସାଧାରଣତଃ ଅନେକ ଲୋକଙ୍କ ମନରେ ଅଛି ଯେ, ୟୁଟ୍ୟୁବରେ ରୋଜଗାର କରିବାକୁ ହେଲେ ଆମକୁ କ୍ୟାମେରାରେ ମୁହଁ ଦେଖାଇବାକୁ ପଡ଼ିବ।
ହେଲେ ବର୍ତ୍ତମାନ ବିନା ମୁହଁ ଦେଖାଇ ଆପଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର…
ଆଜିଠୁ Skypeରେ ହେବନି ଭିଡିଓ କଲ୍, ଘୋଷଣା କଲା Microsoft
ନୂଆଦିଲ୍ଲୀ: ଟେକ୍ନୋଲୋଜି ଜାଏଣ୍ଟ ମାଇକ୍ରୋସଫ୍ଟ ଆଜିଠାରୁ ଅର୍ଥାତ୍ ମେ ୫ ତାରିଖରୁ ଏହାର ଲୋକପ୍ରିୟ ଭିଡିଓ କଲିଂ ପ୍ଲାଟଫର୍ମ Skypeକୁ ଆନୁଷ୍ଠାନିକ ଭାବରେ ବନ୍ଦ କରିଦେଇଛି।
କମ୍ପାନୀ ଫେବୃଆରୀ ୨୦୨୫ରେ ହିଁ ଏହି…
ଜିଓ ଆଣିଲା ସବୁଠୁ ଶସ୍ତା ପ୍ଲାନ୍, ଜଲ୍ଦି କରନ୍ତୁ ରିଚାର୍ଜ !
ନୂଆଦିଲ୍ଲୀ: ଆଜି ରିଲାଏନ୍ସ ଜିଓ ସିମ୍ ଭାରତରେ ସର୍ବାଧିକ ବ୍ୟବହୃତ ମୋବାଇଲ୍ ସିମ୍ ପାଲଟିଛି। ଏହାର ସବୁଠାରୁ ବଡ଼ କାରଣ ହେଉଛି କମ୍ପାନୀର ବଜେଟ୍ ରିଚାର୍ଜ ଯୋଜନା ଏବଂ ପ୍ରଚୁର ସୁବିଧା।
ଆଜି ସାରା ଦେଶରେ ୪୬୦…
କମ୍ କ୍ରେଡିଟ୍ ସ୍କୋର୍ ପିଲାଙ୍କ ଭବିଷ୍ୟ ପାଇଁ ସାଜିବନି ବାଧକ, ଜାଣନ୍ତୁ ମିନିଟ୍ରେ କିପରି ମିଳିବ ଏଜୁକେସନ୍ ଲୋନ୍
ଆପଣଙ୍କ ପିଲାର ଉଚ୍ଚ ଶିକ୍ଷା ପାଇଁ କ୍ରେଡିଟ୍ ସ୍କୋର୍ ଏବେ ଆଉ ବାଧକ ହେବ ନାହିଁ। ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନମାନେ ଏବେ ଏଜୁକେସନ୍ ଲୋନ୍ ପ୍ରଦାନ କରିବାରେ ଅଧିକ ସହଜ ନୀତି ଗ୍ରହଣ କରୁଛନ୍ତି, ଯାହା ଦ୍ୱାରା କମ୍…