Browsing Category
ବାଣିଜ୍ୟ
GST Rate Cut: ଆୟକର ହ୍ରାସ ପରେ ଏବେ GST ପାଳି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଲେ ସଙ୍କେତ
ନୂଆଦିଲ୍ଲୀ: ଆୟକର ହାର ହ୍ରାସ ପରେ, ଏବେ GST ହାର ମଧ୍ୟ ହ୍ରାସ ପାଇବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜେ ଏ ବିଷୟରେ ସଙ୍କେତ ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ ସାମଗ୍ରୀ ଏବଂ ସେବା କର ହାର ଏବଂ…
ଡୋନାଲ୍ଡ ଟ୍ରମ୍ପଙ୍କର ଭାରତ ଉପରେ ବଡ଼ ଆକ୍ରମଣ, କହିଲେ- Massive Tariffs ଲଗାଇ କିଛି ବିକ୍ରି କରିବାକୁ ଦେଉନି ଭାରତ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ପୁଣିଥରେ ଭାରତ ଉପରେ ଅଧିକ ଟାରିଫ ଲଗାଇବାର ବଡ଼ ଅଭିଯୋଗ ଆଣିଛନ୍ତି।
ଟ୍ରମ୍ପ କହିଛନ୍ତି ଯେ, ଭାରତ ଆମ ଜିନିଷଗୁଡ଼ିକ ଉପରେ Massive Tariffs…
Women’s Dayରେ ରିଚାର୍ଜ କଲେ ଚାଲିବ ୮୪ ଦିନ, ଆମାଜନ ପ୍ରାଇମ୍ ମଧ୍ୟ ମାଗଣା
ନୂଆଦିଲ୍ଲୀ: ଜିଓ ନିଜ ୟୁଜର୍ସଙ୍କ ସୁବିଧା ପାଇଁ ଅନେକ ରିଚାର୍ଜ ପ୍ଲାନ ଅଫର କରୁଛି। ଏଥିରେ ଅନଲିମିଟେଡ ଡାଟା, କଲିଂ ଏବଂ ଓଟିଟିର ମଜା ମଧ୍ୟ ମିଳିଥାଏ।
ଏଥିରେ ଜିଓର ଅନେକ ପ୍ଲାନ ରହିଛି, ଯେଉଁଥିରେ ଆପଣଙ୍କୁ ସବୁ…
ପୁଣି ବଢ଼ିଲା ସୁନା ଦର: ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ରେଟ୍
ଭୁବନେଶ୍ୱର : ସୁନା ଏବଂ ରୂପା କିଣିବା ପୂର୍ବରୁ, ଆପଣଙ୍କୁ ଆଜିର ମୂଲ୍ୟ ବିଷୟରେ ଜାଣିବା ଉଚିତ। ଯଦି ଆପଣ ସୁନା-ରୂପା କିଣିବାକୁ ଚାହୁଁଛନ୍ତି କିମ୍ବା ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ…
ବିଶ୍ୱ ମହିଳା ଦିବସରେ ଓଡ଼ିଶାର ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଭେଟି, ଖାତାକୁ ଯିବ ୨ୟ କିସ୍ତି
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୮ ତାରିଖରେ ପାଳନ କରାଯିବ। ଏହି ଅବସରରେ ଓଡ଼ିଶାର ମହିଳାଙ୍କୁ ପ୍ରଦାନ କରାଯିବ ମହିଳା ଦିବସ ଭେଟି। ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା।
ଓଡ଼ିଶାରେ…
ଆସନ୍ତା ସପ୍ତାହରୁ ବଢ଼ିଯିବ ମହଙ୍ଗା ଭତ୍ତା, ମାର୍ଚ୍ଚରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କୁ ମିଳିବାକୁ ଯାଉଛି ବଡ଼ ଖୁସିଖବର । କେନ୍ଦ୍ର ସରକାର ହୋଲି ପୂର୍ବରୁ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍ ବୃଦ୍ଧି ଘୋଷଣା କରିପାରନ୍ତି ।…
ରାତିଆ ରାତି ଏତିକି କୋଟି ବଢିଗଲା ଗୌତମ ଅଦାନୀଙ୍କ ନେଟୱର୍ଥ, ମୁକେଶ ଅମ୍ବାନୀଙ୍କର ମଧ୍ୟ ଜବରଦସ୍ତ ବୃଦ୍ଧି ପାଇଲା ସଂପତ୍ତି
ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ୧୯ ଦିନ ପରେ ବୁଧବାର ଦିନ ବୃଦ୍ଧି ପାଇଛି। ବିଏସଇ ସେନସେକ୍ସ ୭୪୦ ବଢି ୭୩ ହଜାର ୭୩୦ରେ କ୍ଲୋଜ ହୋଇଛି। ସେହିପରି ଏନଏସଇ ନିଫ୍ଟି ୨୫୪ ବଢି ୨୨ ହଜାର ୩୩୭ରେ ବନ୍ଦ ହୋଇଛି।…
SBI ନାମରେ ସେୟାର ହେଉଛି ଡିପଫେକ୍ ଭିଡିଓ, ଆଲର୍ଟ କଲା ବ୍ୟାଙ୍କ
ନୂଆଦିଲ୍ଲୀ: ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କୁ ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ପବ୍ଲିକ୍ ନୋଟିସ ଜାରି କରିଛି। ଏଥିରେ ସେ କହିଛି ଯେ, ସୋସିଆଲ ମିଡିଆରେ ବ୍ୟାଙ୍କ ନାମରେ ଅନେକ ଡିପଫେକ୍ ଭିଡିଓ ସେୟାର…
ଟ୍ରମ୍ପ ୨ ଏପ୍ରିଲରେ ଲାଗୁ କରିବେ ରେସିପ୍ରୋକାଲ ଟାରିଫ, ୧ ଏପ୍ରିଲରେ କାହିଁକି ନୁହେଁ ନିଜେ କହିଲେ, ଜାଣନ୍ତୁ
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ ହାଉସରେ ପ୍ରଥମ ଥର କଂଗ୍ରେସକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ନିଜର ଦ୍ୱିତୀୟ କାର୍ଯ୍ୟକାଳର ସଂପୂର୍ଣ୍ଣ ପ୍ଲାନକୁ ଜାରି କରିଛନ୍ତି।
୨…
GD Foodsକୁ କିଣିବାକୁ ଯାଉଛି ଅଦାନୀ ୱିଲମାର, ଜାଣନ୍ତୁ କ’ଣ ରହିଛି ଏହାର ବ୍ୟବସାୟ ଉଦ୍ଦେଶ୍ୟ
ନୂଆଦିଲ୍ଲୀ: ଦୈନନ୍ଦିନ ରୋଷେଇରେ ବ୍ୟବହୃତ ହେଉଥିବା ଜିନିଷକୁ ପ୍ରସ୍ତୁତ କରୁଥିବା ଅନ୍ୟତମ କମ୍ପାନୀ 'Tops' । ବର୍ତ୍ତମାନ ଅଦାନୀ ୱିଲମାର ଲିମିଟେଡ କହିଛି ଯେ, ସେ 'Tops' ବ୍ରାଣ୍ଡର ସଞ୍ଚାଳନ କରୁଥିବା କମ୍ପାନୀ…