Browsing Category
ବାଣିଜ୍ୟ
WhatsApp ରେ ଶେଷ ହେବ କି ଫ୍ରୀ କଲ୍ ? ଜାଣନ୍ତୁ କେଉଁ ପରିବର୍ତ୍ତନର ଚାଲିଛି ପ୍ରସ୍ତୁତି
ନୂଆଦିଲ୍ଲୀ: ଆଜିକାଲିର ଏହି ଆଧୁନିକ ସମୟରେ ବିଭିନ୍ନ ପ୍ରକାର ସୋସିଆଲ ଆପର ବ୍ୟବହାର ବଢିଛି । ତେବେ ଏହି ସବୁ ସୋସିଆଲ ଆପମାନଙ୍କ ମଧ୍ୟରେ ହ୍ୱାଟ୍ସଆପର ଚାହିଦା ଅଧିକ ଥିବାବେଳେ ତାର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଛି…
ଉତ୍ତରପ୍ରଦେଶରେ ୪ଟି ପ୍ଲାଣ୍ଟ ସ୍ଥାପନ କରିବ Pepsico: ମିଳିବ ଏତିକି ଲୋକଙ୍କୁ ଚାକିରି ସୁଯୋଗ!
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପୁରଭାନଚାଲ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳରେ ଶିଳ୍ପ ବିକାଶରେ ଯୋଗ ଦେଇ ଯୋଗୀ ସରକାର ଏହାର ନିବେଶ ପ୍ରୋତ୍ସାହନ ଏଜେନ୍ସି 'ଇନଭେଷ୍ଟ ୟୁପି' (Invest UP) ମାଧ୍ୟମରେ ଆମେଠୀ, ପ୍ରୟାଗରାଜ,…
ଏଣିକି ସ୍ୱାମୀ-ସ୍ତ୍ରୀ ଉଭୟଙ୍କୁ ମିଳିବ ପିଏମ କିଷାନର ୬୦୦୦ ଟଙ୍କା! ଜାଣନ୍ତୁ କ’ଣ ରହିଛି ନୂଆ ନିୟମ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତିି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ…
ସାଧାରଣ ଲୋକଙ୍କୁ ଶକ୍ତ ଝଟକା: ପୁଣି ବଢ଼ିବ ଚାଉଳ ରେଟ୍, ସରକାର କହିଲେ ଏହାର କାରଣ
ନୂଆଦିଲ୍ଲୀ: ଆଗାମୀ ସମୟରେ ଚାଉଳର ଦାମ୍ ଆହୁରି ବଢ଼ିବାର ସମ୍ଭାବନା ରହିଛି । ଖରିଫ ୠତୁରେ କମ୍ ଅମଳର ପୂର୍ବାନୁମାନ ଓ ଅଣ-ବାସୁମତି ଚାଉଳ ରପ୍ତାନିରେ ୧୧ ପ୍ରତିଶତ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଦାମ୍ ଆହୁରି ବଢ଼ିପାରେ ।…
Mahindra Finance ଉପରେ ଆକ୍ସନ ନେଲା RBI: ରିକଭରୀ ଏଜେଣ୍ଟ ରଖିବା ଉପରେ ପ୍ରତିବନ୍ଧକ
ନୂଆଦିଲ୍ଲୀ: ଆକ୍ସନ ମୋଡରେ ଭାରତୀୟ ରିଜର୍ଭ ବ୍ୟାଙ୍କ । ଆଜି ଗୋଟିଏ ଦିନରେ ଦୁଇଟି ବ୍ୟାଙ୍କ ବନ୍ଦ କରିବା ପରେ ମହିନ୍ଦ୍ରା ଫାଇନାନ୍ସକୁ ଟାର୍ଗେଟ କରିଛି RBI । ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ ଉପରେ…
ଅକ୍ଟୋବର ମାସରେ ଖାଲି ମଜା: ୨୧ ଦିନ ବ୍ୟାଙ୍କ ଛୁଟି, ପୂର୍ବରୁ କାମ ସାରିଦେବା ଭଲ
ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ସିଜିନ୍ ଚାଲିଥିବା ବେଳେ ଆସନ୍ତା ମାସରେ ଦଶହରା ପଡ଼ିବ । ତେବେ ଏଭଳି ସ୍ଥିତିରେ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଚାକିରିଆମାନେ ସାଧାରଣ ଭାବେ ଅଧିକ ସମୟ ପରିବାର ସହ ରହି…
ପୁଣି ବନ୍ଦ ହେଲା ଆଉ ଏକ ବ୍ୟାଙ୍କ: ଲାଇସେନ୍ସ ରଦ୍ଦ କଲା RBI, ଖାତାଧାରୀ ହତାଶ
ନୂଆଦିଲ୍ଲୀ: ପୁଣି ଏକ ବ୍ୟାଙ୍କ ଉପରେ ଝୁଲିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଖଣ୍ଡା । ଏହା ପୂର୍ବରୁ ପୁଣେର ରୂପୀ ସହକାରୀ ବ୍ୟାଙ୍କ ଲିମିଟେଡର ଲାଇସେନ୍ସ ରଦ୍ଦ କରାଯାଇଥିଲା । ରୂପୀ ସହକାରୀ ବ୍ୟାଙ୍କର ଆର୍ଥିକ…
RBIର ନୂଆ ନିୟମ: Bank Lockerକୁ ନେଇ ହୋଇପାରେ ଏହି ସବୁ ବଡ ପରିବର୍ତ୍ତନ
ନୂଆଦିଲ୍ଲୀ: ଗ୍ରାହକମାନଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ବିଭିନ୍ନ ନିୟମରେ ପରିବର୍ତ୍ତନ କରିଥାଏ RBI । ତେବେ ଏଥର ବ୍ୟାଙ୍କ ଲକରକୁ ନେଇ କିଛି ପରିବର୍ତ୍ତନ କରାଯାଇଛି । ବ୍ୟାଙ୍କ ଲକରରୁ ଚୋରି ହେଉଥିବା ନେଇ ବାରମ୍ବାର…
ଆଜିଠୁ ବନ୍ଦ ହୋଇଯିବ ଏହି ବ୍ୟାଙ୍କ: ଲାଇସେନ୍ସ ରଦ୍ଦ କଲା RBI, ଗ୍ରାହକଙ୍କ ଉପରେ ପଡିବ ପ୍ରଭାବ
ନୂଆଦିଲ୍ଲୀ: ଏକ ବଡ ବ୍ୟାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଥିବା ନେଇ ସୂଚନା ମିଳିଛି । ଆଜି(ସେପ୍ଟେମ୍ବର ୨୨ତାରିଖ)ରୁ ଏହି ବ୍ୟାଙ୍କ ବନ୍ଦ…
କର୍ମଚାରୀଙ୍କ ପାଇଁ ୧୧ ଦିନର ଛୁଟି ଘୋଷଣା କଲା ଏହି କମ୍ପାନୀ: ନା’ କଟିବ ଦରମା, ନା’ କଲ୍ କରିବେ ମାଲିକ
ନୂଆଦିଲ୍ଲୀ: ଯେତେବେଳେ କୌଣସି କମ୍ପାନୀ ମନଖୁସିରେ ନିଜ କର୍ମଚାରୀଙ୍କୁ ଛୁଟି ଦେଇଥାଏ, ସେବେ ଯେଉଁ ଖୁସି ମିଳିଥାଏ, ତାହା ଶବ୍ଦରେ କହିହେବନି । ଏପରି କିଛି ଘୋଷଣା ଇ-କମର୍ସ ପ୍ଲାଟଫର୍ମ ମିଶୋ ନିଜ କର୍ମଚାରୀଙ୍କ ପାଇଁ…