fbpx
Browsing Category

ବାଣିଜ୍ୟ

ସେୟାର ବଜାରରେ କରୋନା ପ୍ରଭାବ, ଆଜି ବି ହ୍ରାସ ପାଇଛି ସେନସେକ୍ସ

ନୂଆଦିଲ୍ଲୀ, ୧୩ା୩: ପୁଣିଥରେ ଦ୍ୱିତୀୟ ଦିନ ପାଇଁ ହୋହଲିଛି ସେୟାର ବଜାର । କରୋନା ପ୍ରଭାବରେ ସେୟାର ବଜାରରେ ଆଜି ବି ସେନସେକ୍ସ କମିଛି । ୩୦୦୦ ପଏଣ୍ଟ ତଳକୁ ସେନସେକ୍ସ ଖସିଛି । ଏହାସହ ନିଫ୍ଟିରେ ୯୦୦ ପଏଣ୍ଟ ହ୍ରାସ…

୪୦ କୋଟି ଗ୍ରାହକଙ୍କୁ ବଡ ଫାଇଦା ! ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସର ନିୟମକୁ ବନ୍ଦ କଲା ଏସବିଆଇ

ନୂଆଦିଲ୍ଲୀ,୧୧ ।୩: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଗ୍ରାହକମାନଙ୍କ ପାଇଁ ଆଣି ଦେଇଛି ଖୁସି ଖବର । ଏଣିକି ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିଲେ ବି କଟିବ ନାହିଁ ଟଙ୍କା । ସଞ୍ଚୟ ଆକାଉଣ୍ଟଧାରୀମାନଙ୍କ…

ଚାଳକଙ୍କ ପାଇଁ ଖୁସି ଖବର! ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦାମ୍, ଜାଣନ୍ତୁ କେଉଁଠି କେତେ ?

ନୂଆଦିଲ୍ଲୀ,୧୧ ।୩: ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାପକ ହ୍ରାସର ଫାଇଦା ବର୍ତ୍ତମାନ ଭାରତୀୟ ଚାଳକମାନଙ୍କୁ ମିଳିବ । ଭାରତରେ ପେଟ୍ରୋଲ ଓ ଡିଜେଲର ଦାମରେ ଆଜି ଏକ ବଡ ହ୍ରାସ ରେକର୍ଡ କରାଯାଇଛି ।…

୮ ଦିନରେ କରନ୍ତୁୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ଡେବିଟ୍ ଓ କ୍ରେଡିଟ କାର୍ଡର ଏହି ସୁବିଧା

ନୂଆଦିଲ୍ଲୀ,୮ ।୩: ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଦ୍ୱାରା ଅନଲାଇନ୍ କାରବାର କିମ୍ବା ଯୋଗାଯୋଗହୀନ କାରବାର…

ସବସିଡି ବାବଦକୁ କେନ୍ଦ୍ର ଦେଲା ୧୪୧୨ କୋଟି

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ସବସିଡି ଅର୍ଥ ବାବଦକୁ ରାଜ୍ୟକୁ ୧୪୧୨ କୋଟି ଟଙ୍କା ଦେଇଛି କେନ୍ଦ୍ର । ବାରମ୍ବାର ଏଥିପାଇଁ ଦାବି ଉଠାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ…

କମିଲା ଇପିଏଫ୍ ସୁଧହାର

ନୂଆଦିଲ୍ଲୀ,୫ ।୩:ହୋଲି ପୂର୍ବରୁ କର୍ମଚାରୀମାନଙ୍କୁ ଝଟକା ଦେଇଛନ୍ତି ମୋଦି ସରକାର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା ଇପିଏଫ୍ ସୁଧହାର କମିଛି । ସୁଧହାର ୮.୬୫%ରୁ ୮.୫%କୁ କମାଇବା…

ବ୍ୟାଙ୍କ ମିଶ୍ରଣକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ,୪ ।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ବୈଠକରେ ଘରୋଇ ବ୍ୟାଙ୍କ୍ ମିଶ୍ରଣକୁ ଅନୁମୋଦନ ମିଳିଛି । ଏଣିକି ୧୦ଟି ଘରୋଇ ବ୍ୟାଙ୍କ୍ ମିଶ୍ରଣକରି ୪ଟି…