Browsing Category
ବାଣିଜ୍ୟ
ଚଳିତବର୍ଷ ଭାରତୀୟ ପାଇବେ ସବୁଠାରୁ ଅଧିକ ବେତନ, ବଢ଼ିପାରେ ୯.୯ % ଦରମା: ସର୍ଭେ
ନୂଆଦିଲ୍ଲୀ: ଦରମା ବୃଦ୍ଧି ଦୃଷ୍ଟିରୁ ଚାକିରିଆଙ୍କ ଗତ ୫ ବର୍ଷ ମଧ୍ୟରେ ଚଳିତ ବର୍ଷ ସବୁଠାରୁ ଭଲ ହେବାକୁ ଯାଉଛି । ଚଳିତ ବର୍ଷ ଘରୋଇ କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କ ଦରମାରେ ୯.୯% ବୃଦ୍ଧି କରିପାରନ୍ତି ବୋଲି ଆଶା…
କେବଳ ୪୫ ମିନିଟ୍ ରେ ଘରେ ପହଞ୍ଚିବ ଗ୍ରୋସରୀ, Flipcart ଲଞ୍ଚ୍ କଲା Quick Delivery ସର୍ଭିସ୍
ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ Flipcart ଏବେ ଏକ ନୂତନ ସର୍ଭିସ୍ ଆରମ୍ଭ କରିବାକୁ ଯାଉଛି । ଏଣିକି Flipkart Quick Delivery Service ଦ୍ୱାରା ୪୫ ମିନିଟ୍ ମଧ୍ୟରେ ଗ୍ରୋସରୀ ଆପଣଙ୍କ ଘରେ ପହଞ୍ଚିବ । ଏହି Quick…
Dhani Fraud Loan: ଆପଣଙ୍କ PAN ଦ୍ୱାରା ଅନ୍ୟ କେହି ନେଉଛି କି ଲୋନ୍? କ୍ଷତି ସହିବା ପୂର୍ବରୁ ଏପରି କରନ୍ତୁ ଯାଞ୍ଚ
ନୂଆଦିଲ୍ଲୀ: ଫିନଟେକ୍ କମ୍ପାନୀ ଇଣ୍ଡିଆବୁଲ୍ସ ଗତ କିଛି ଦିନ ହେବ ବିବାଦରେ ଘେରି ରହିଛି । ଏହିୁ ବିବାଦ କମ୍ପାନୀର ଫାଇନାନ୍ସିଆଲ୍ ସର୍ଭିସ୍ ଆପ୍ ଧନୀ ସହିତ ଜଡ଼ିତ । ଏହି ଆପ୍ ବିନା କୌଣସି ସିକ୍ୟୁରିଟିରେ ଲୋନ୍ ଦେଇଥାଏ…
ଆପଣଙ୍କ Gmail ଆକାଉଣ୍ଟ୍ କିଏ ବ୍ୟବହାର କରୁଛି? ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ
ଓଡ଼ିଶା ଭାସ୍କର ବ୍ୟୁରୋ: ଜି-ମେଲ୍ ହେଉଛି ଦୁନିଆରେ ବହୁଳ ଭାବରେ ବ୍ୟବହାର କରାଯାଉଥିବା ଇ-ମେଲ୍ ସର୍ଭିସ୍ । ଆପଣ ମାନଙ୍କ ପାଖରେ ନିଜର ଜିମେଲ୍ ଆକାଉଣ୍ଟ୍ ରହିଥିବ ନିଶ୍ଚୟ । ତେବେ ଭାରତରେ ସାଇବର୍ ସିକ୍ୟୁରିଟି ଓ…
କଣ ଆପଣ ୮ବର୍ଷ ତଳର ପୁରୁଣା ଗାଡ଼ି ଚଳାଉଛନ୍ତି କି? ଯଦି ହଁ, ତାହେଲେ ପ୍ରତିବର୍ଷ କରିବାକୁ ପଡ଼ିବ ଏହି କାମ
ନୂଆଦିଲ୍ଲୀ: ୮ ବର୍ଷ ତଳର ପୁରୁଣା ଗାଡ଼ି ଚଳାଉଥିଲେ ପ୍ରତିବର୍ଷ ଆପଣଙ୍କୁ ନିଜ ଗାଡ଼ିର ଫିଟନେସ୍ ଟେଷ୍ଟ୍ କରିବାକୁ ହେବ । କେନ୍ଦ୍ର ସରକାର ପରିବେଷ ଓ ସଡ଼କ ସୁରକ୍ଷା କୁ ଆଖି ଆଗରେ ରଖି ଏହି ନିୟମକୁ ବାଧ୍ୟତାମୂଳକ…
ମାଗଣା ମିଳୁଛି OTT ସବସ୍କ୍ରିପସନ୍: ଜାଣନ୍ତୁ କେମିତି ଉଠାଇ ପାରିବେ ଫାଇଦା
ନୂଆଦିଲ୍ଳୀ: କରୋନା ସମୟରେ ଥିଏଟର ଗୁଡିକରେ ଭିଡ କମଥିବା ବେଳେ ଓଟିଟି ପ୍ଲାଟଫର୍ମର ଚାହିଦା ବଢିବାରେ ଲାଗିଛି । ଏମିତିରେ ଯଦି ଆପଣଙ୍କୁ କୁହାଯିବ କି ଆପଣଙ୍କୁ ୧୦୦୦ ଟଙ୍କାର ଓଟିଟି ସବସ୍କ୍ରିପସନ ସମ୍ପୂର୍ଣ୍ଣ…
କରୋନା କାଳରେ ଭାରତରେ ବଢିଛି କୋଟିପତିଙ୍କ ସଂଖ୍ୟା, ସବୁଠୁ ଆଗରେ ମୁମ୍ବାଇ
ନୂଆଦିଲ୍ଲୀ: କରୋନା କାଳରେ ଭାରତରେ ବଢିଛି କୋଟିପତିଙ୍କ ସଂଖ୍ୟା। ଏକ ସର୍ଭେକ୍ଷେଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ମୁମ୍ବାଇରେ ସବୁଠୁ ଅଧିକ ୨୦,୩୦୦ ଜଣଙ୍କ ପାଖରେ ୭ କୋଟିରୁ ଅଧିକ ସଂପତ୍ତି ରହିଛି। ଏହା ପରେ…
ଆଜି ପୁଣି ମହଙ୍ଗା ହେଲା ସୁନା-ରୁପା; ୫୦ ହଜାର ପାର୍ କଲା ସୁନା ଦର, ଜାଣନ୍ତୁ ରୁପା କେତେ
ନୂଆଦିଲ୍ଲୀ: ଆଜି ସୁନା-ରୁପାର ନୂତନ ଦର ପ୍ରକାଶ ପାଇଛି । ଭାରତୀୟ ବଜାରରେ ସୁନା-ରୁପାର ଦାମ୍ ବଢ଼ିଚାଲିଛି । ଏହି କ୍ରମରେ ପୁଣି ସୁନା ଦର ବୃଦ୍ଧି ପାଇଛି । ୧୦ ଗ୍ରାମ ସୁନାର ମୁଲ୍ୟ ୫୦ ହଜାର ପାର୍ କରିଛି । ସେହିପରି…
ପୁଣି ମହଙ୍ଗା ମାଡ଼: ଦ୍ୱିତୀୟ ଥର ପାଇଁ ବଢ଼ିଲା ସାବୁନ୍-ସର୍ଫ-ପାଉଡର୍ ର ଦାମ୍, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ଲଗାତର ଭାବରେ ଦେଶରେ ଦରଦାମ୍ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ପେଟ୍ରୋଲ୍, ଡିଜେଲ୍, ଖାଇବା ତେଲର ଦାମ୍ ବଢ଼ିବା ପରେ ଏବେ ସାବୁନ୍, ସର୍ଫ, ଡିସୱାଶ୍ ଭଳି ଉତ୍ପାଦର ଦାମ୍ ବଢ଼ିଛି । ଅସଲରେ ଦେଶର…
ଦେଶର ୨୦ଟି ସହରରେ ମିଳିବ Bajaj Chetak ଇଲେକ୍ଟ୍ରିକ୍ ସ୍କୁଟର: ଦେଖନ୍ତୁ ଲିଷ୍ଟରେ ଓଡ଼ିଶାର ସହରର ନାମ ଅଛି କି ନା
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଇଲେକ୍ଟ୍ରିକ୍ ସ୍କୁଟରର ଚାହିଦା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବଜାର ଅଟୋ ନିଜର ଇଲେକ୍ଟ୍ରିକ୍ ସ୍କୁଟର ବଜାଜ୍ ଚେତକର ନେଟୱାର୍କକୁ ବଢ଼ାଇଛି । ଏବେ କମ୍ପାନୀ ସ୍କୁଟରକୁ ଦେଶର…