CHARIDHAM
Browsing Category

ବାଣିଜ୍ୟ

Ghibli Style ଫଟୋ ପାଇଁ ଡାଉନ୍ ହେଲା ChatGPT, ସାମ୍ ଅଲ୍ଟମ୍ୟାନଙ୍କର ବଢିଲା ସମସ୍ୟା

ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇଯାଇଛି Ghibli Style। ଆପଣଙ୍କୁ ଚାରିଆଡେ ଦେଖିବାକୁ ମିଳିବ Ghibli Style। ସମସ୍ତେ ନିଜ ଫଟୋକୁ Ghibli Style ରେ ପ୍ରସ୍ତୁତ କରି ଅପଲୋଡ କରିବାରେ ଲାଗିଛନ୍ତି।…

ମୁକେଶ ଅମ୍ବାନୀଙ୍କ ବଡ଼ ଉପହାର, ଜିଓର ଏହି ପ୍ଲାନରେ ମିଳିବ ମାଗଣା 912.5 GB ଡାଟା

ନୂଆଦିଲ୍ଲୀ: ଆପଣଙ୍କ ପାଇଁ ଜିଓ ଏକ ଖାସ ଏବଂ ଦମଦାର ପ୍ଲାନ ଆଣିଛି। ଏହି ପ୍ଲାନରେ ଆପଣ ୩୬୫ ଦିନର ଭ୍ୟାଲିଡିଟି ଏବଂ ୯୧୨.୫ ଜିବି ଡାଟା ପାଇବେ। ଏହା ବ୍ୟତୀତ ଆପଣ ଅନଲିମିଟେଡ କଲିଂ ଏବଂ ଏସଏମଏସ ମଧ୍ୟ ମାଗଣା ପାଇବେ।…

ଏଟିଏମରୁ ଅତିରିକ୍ତ ଉଠାଣ ଉପରେ କେବେ ଓ କେତେ ଲାଗିବ ଶୁଳ୍କ ? ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ: ମାଗଣା ଉଠାଣ ସୀମା ସମାପ୍ତ ହେବା ପରେ ୧ ମେ ଠାରୁ ଗ୍ରାହକମାନଙ୍କୁ ଏଟିଏମରୁ ଟଙ୍କା ଉଠାଇବା ପାଇଁ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୨୩ ଟଙ୍କା ଦେବାକୁ ପଡିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)…

ମାର୍ଚ୍ଚ ୨୦୨୪ ସୁଦ୍ଧା ଭାରତୀୟ ରେଳବାଇ ପାଖରେ କେତେ ଜମି ଅଛି ? ଜାଣନ୍ତୁ

୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଭାରତୀୟ ରେଳବାଇର ମୋଟ ଜମି ପାଖାପାଖି ୪.୯୦ ଲକ୍ଷ ହେକ୍ଟର, ଯେଉଁଥିରୁ ୮୮୧୨ ହେକ୍ଟର ଜମି ବିଭିନ୍ନ ଉଦ୍ଦେଶ୍ୟରେ ଲିଜରେ ଦିଆଯାଇଛି। ଏଥିରେ ଯାତ୍ରୀ ସୁବିଧା, କାର୍ଗୋ ସମ୍ବନ୍ଧୀୟ ସୁବିଧା, …

୩୧ ମାର୍ଚ୍ଚରେ ବ୍ୟାଙ୍କ ଖୋଲିବାର ବଡ଼ କାରଣ! ଇଦ୍‌ରେ ମଧ୍ୟ ଛୁଟି ରହିବ ନାହିଁ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : ଇଦ୍-ଉଲ୍-ଫିତରରେ ସରକାରୀ ଛୁଟି ସତ୍ତ୍ୱେ ମାର୍ଚ୍ଚ ୩୧ରେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାରବାର ପାଇଁ ବ୍ୟାଙ୍କ ଖୋଲା ରହିବ। ଆର୍ଥିକ କାର୍ଯ୍ୟରେ ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରିଜର୍ଭ…

₹୨୮,୨୩,୪୩,୭୧,୦୦,୦୦୦ ରେ ବିକ୍ରି ହେଲା ଏଲୋନ ମସ୍କଙ୍କ ‘ଏକ୍ସ’, ନୂଆ ମାଲିକ କିଏ? ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକୀୟ ବ୍ୟବସାୟୀ ଏଲୋନ ମସ୍କ କିଛି ବର୍ଷ ପୂର୍ବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିଥିଲେ ଏବଂ ତା’ପରେ ଏହାର ନାମ ପରିବର୍ତ୍ତନ କରି ‘ଏକ୍ସ’ ରଖିଥିଲେ । ମସ୍କ ପରିଚାଳନା ଦାୟିତ୍ୱ ନେବା…

ଘର ରେଜିଷ୍ଟ୍ରେସନ ପାଇଁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ? ସମୟ ପୂର୍ବରୁ ରୁହନ୍ତୁ ପ୍ରସ୍ତୁତ

ଯେତେବେଳେ ଆପଣ ଘର କିମ୍ବା ଫ୍ଲାଟ କିଣିବାକୁ ପ୍ଲାନ୍ କରୁଛନ୍ତି, ତା’ପୂର୍ବରୁ ଆପଣଙ୍କୁ ଆପଣଙ୍କର ଡକ୍ୟୁମେଣ୍ଟଗୁଡ଼ିକ ସମ୍ବନ୍ଧରେ ବିଶେଷ ପ୍ରସ୍ତୁତି କରିବା ଉଚିତ । ଯଦି ଆପଣ ଏକ ସମ୍ପତ୍ତିକୁ ଫାଇନାଲ କରନ୍ତି, ତେବେ…

ଏପ୍ରିଲ ମାସରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ ? ଦେଖନ୍ତୁ ଛୁଟି ଲିଷ୍ଟ୍

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ବ୍ୟାଙ୍କିଙ୍ଗ କାମ ଘରେ ବସି ମୋବାଇଲ୍ ମାଧ୍ୟମରେ କରାଯାଉଛି । କିନ୍ତୁ ଏପରି ଅନେକ କାମ ଅଛି ଯାହା ପାଇଁ ବ୍ୟାଙ୍କକୁ ଯିବାକୁ ପଡିଥାଏ । ଏଥିରେ ଋଣ ନେବା, ନଗଦ ଜମା କରିବା, ବଡ଼ ପରିମାଣର…

ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ୧୭ଟି ଆପ୍ ବ୍ୟାନ୍, ଆପଣ କରୁନାହାଁନ୍ତି ତ ବ୍ୟବହାର ?

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଷ୍ଟୋର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୭ଟି ବିଦେଶୀ କ୍ରିପ୍ଟୋ ଏକ୍ସଚେଞ୍ଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି। ଗୁଗୁଲ୍ ପରେ ଆପଲ୍ ମଧ୍ୟ ନିଜ ଷ୍ଟୋରରୁ ଏହି ଆପ୍ସ ବିରୋଧରେ ବଡ଼…

୧୦ ମହିଳା ଧନୀ ତାଲିକାରେ ରହିଛି ପ୍ରଥମ ଭାରତୀୟ ମହିଳାଙ୍କ ନାମ, ଯିଏ କି ଏତିକି କୋଟି ସମ୍ପତ୍ତିର ମାଲିକାଣୀ

ନୂଆଦିଲ୍ଲୀ,୨୭ା୩: ହାରୁନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏହାର ଗ୍ଲୋବାଲ୍ ରିଚ୍ ବା ଧନୀ ତାଲିକା ୨୦୨୫ ପ୍ରକାଶ କରିଛି। ଏହା ଅନୁଯାୟୀ, HCL ଚେୟାରମ୍ୟାନ୍ ରୋଶନି ନାଡାର ବିଶ୍ୱର ୧୦ ଧନୀ ମହିଳା ତାଲିକାରେ ସ୍ଥାନ ପାଇ…