Browsing Category

ବାଣିଜ୍ୟ

୧୧ ଦିନରେ ତୈଳ ଦର ବଢିଲାଣି ୨.୫୦ ଟଙ୍କା, ଜାଣନ୍ତୁ ଆଜି କେତେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ ୧୮ ।୦୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ ଓ ଡିଜେଲ୍ ଦର ବଢିବାରେ ଲାଗିଛି । ଏହା ସାଧାରଣ ଜନତାଙ୍କ ମୁସ୍କିଲକୁ ଆହୁରି ବଢାଇ ଦେଇଛି । ମଙ୍ଗଳବାର ପୁଣି ଥରେ ବୃଦ୍ଧି ଘଟିଛି ତୈଳ…

ଭାରତକୁ ମିଳିବ ଅମ୍ବାନୀଙ୍କ ସ୍ୱିସ୍ ବ୍ୟାଙ୍କ ସମ୍ପତ୍ତି ତାଲିକା

ନୂଆଦିଲ୍ଲୀ, ୧୭ା୫: କଳାଧନ ପ୍ରସଙ୍ଗରେ ଭାରତ ସରକାରଙ୍କୁ ପୁଣି ଏକ ସଫଳତା ମିଳିଛି । ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ପ୍ରଦାନ ନେଇ ଅନୁମତି…

କୋଟି କୋଟି ଗ୍ରାହକଙ୍କୁ ଆଲର୍ଟ କଲା ଆରବିଆଇ, ମେ ୨୩ରେ ଅନଲାଇନ ଟ୍ରାନଜେକ୍ସନ କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ କଥା

ନୂଆଦିଲ୍ଲୀ ୧୭ ।୦୫: ଯଦି ଆପଣ ଡିଜିଟାଲ ଟ୍ରାନଜେକ୍ସନ କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏହି ସଂଦର୍ଭରେ କୋଟି କୋଟି ଗ୍ରାହକଙ୍କ ପାଇଁ ଆଲର୍ଟ ଜାରି କରିଛି ।…

ଜିଓ ପରେ ଏୟାରଟେଲର ବଡ ଘୋଷଣା: ମାଗଣାରେ ଗ୍ରାହକଙ୍କୁ ମିଳିବ ୪୯ ଟଙ୍କାର ପ୍ୟାକ୍‌

ନୂଆଦିଲ୍ଲୀ,୧୬ ।୫: ଜିଓ ପରେ ପରେ ଭାରତୀ ଏୟାରଟେଲ ପକ୍ଷରୁ ଗ୍ରାହକଙ୍କ ପାଇଁ ବଡ ଘୋଷଣା ହୋଇଛି । କରୋନାକୁ ଦୃଷ୍ଟିରେ ରଖି ଗ୍ରାହକଙ୍କୁ ମାଗଣାରେ ୪୯ ଟଙ୍କାର ରିଚାର୍ଜ ପ୍ୟାକ୍ ଦେବ କମ୍ପାନୀ । ଅବଶ୍ୟ କମ୍ପାନୀର କମ୍…

ଖୁସି ଖବର: କାଲିଠାରୁ ସରକାର ଦେବେ ଶସ୍ତା ସୁନା! ଧାର୍ଯ୍ୟ ହେଲା ପ୍ରାଇସ୍‌, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ,୧୬ ।୫:ଯଦି ଆପଣଙ୍କ ଘରେ କାହାର ବିବାହ ହେବାକୁ ଯାଉଛି ବା ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । କାଲି ଅଥାତ୍ ମେ’ ୧୭ରୁ ଆପଣ ଶସ୍ତା ସୁନା କିଣିବାର ସୁଯୋଗ…

କାଲିଠାରୁ ବନ୍ଦ ହୋଇପାରେ ଆପଣଙ୍କ ହ୍ୱାଟ୍ସଆପ୍‌, ଆଜି ହେଉଛି ଡେଡ୍‌-ଲାଇନ୍‌

ନୂଆଦିଲ୍ଲୀ: ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ନୂଆବର୍ଷରୁ ହ୍ୱାଟ୍ସଆପର ନିଜର ପ୍ରାଇଭେସି ପଲିସିକୁ ନେଇ ଆଲୋଚନା କରୁଥିବା ବେଳେ ନୂଆ ପଲିସି ଫେବୃଆରୀ ୮ରୁ ଲାଗୁ ହେବା ନେଇ ସୂଚନା ମିଳିଥିଲା…

ଜିଓ ଦେବ ବିନା ରିଚାର୍ଜରେ ମାଗଣା ୩୦୦ ମିନିଟ, ଜାଣନ୍ତୁ ସର୍ତ୍ତାବଳୀ

ନୁଆ ଦିଳ୍ଲୀ, ୧୪/୫: ରିଲାଏନ୍ସ ଜିଓ ଏହାର ଜିଓ ଫୋନ ଗ୍ରାହକଙ୍କ ପାଇଁ ଆଣିଛି ଦୁଇଟି ନୂତନ ଅଫର । ଏହି ଅଫର ପାଇଁ ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ଫାଉଣ୍ଡେସନ ମିଳିତ ଭାବରେ ଉଦ୍ୟମ କରିଛନ୍ତି । ତେବେ ଏହି ଅଫର ଦ୍ୱାରା…

୧୦୦ ଟପିଲା ପେଟ୍ରୋଲ: ମହାରାଷ୍ଟ୍ରରେ ରେକର୍ଡ ବୃଦ୍ଧି

ମୁମ୍ବାଇ, ୧୦ା୫: ପୁଣି ତୈଳ ଦର ବୃଦ୍ଧି ହେବା ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଗୋଟିଏ ପଟେ କରୋନା ଦାଉ ସାଧୁଥିବା ବେଳେ ଅନ୍ୟପଟେ ମହଙ୍ଗା ଦାଉ ସାଧୁଛି । ମହାରାଷ୍ଟ୍ରରେ ଆଜି ପେଟ୍ରୋଲ ଲିଟର…

ସରକାରୀ ଚାକିରିଆଙ୍କ ପାଇଁ ବଡ ଖବର

ନୂଆଦିଲ୍ଲୀ, ୯/୫: ମାର୍ଚ୍ଚ ୨୦୨୧ ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଏବଂ ପେନ୍‌ସନ୍‌ଭୋଗୀଙ୍କ ପାଇଁ ମହଙ୍ଗା ରିଲିଫ୍ (DR) ଜୁଲାଇ ୧, ୨୦୨୧ ରୁ ପୁନଃ ଆରମ୍ଭ ହେବ।…