Browsing Category

ବାଣିଜ୍ୟ

ବଦଳିଲା PM Kisan ଯୋଜନାର ନିୟମ, ବାଧ୍ୟତାମୂଳକ ହେଲା Ration Card

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍ କିଷାନ) ନିୟମରେ ପରିବର୍ତ୍ତନ ହୋଇଛି । ଏଣିକି ଉପଭୋକ୍ତାଙ୍କ ପାଇଁ ରାଶନ କାର୍ଡ ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଲାଗୁ ହେବା ପରେ ରାଶନ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଦୀପାବଳୀ ଗିଫ୍ଟ, ପୁଣି ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ଦୀପାପଳୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଛି ଖୁସିଖବର । କେନ୍ଦ୍ର ସରକାର ଦୀପାବଳୀ ଗିଫ୍ଟ ଭାବେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର…

ନଭେମ୍ବର ୧ରୁ ଆପଣଙ୍କ ସ୍ମାର୍ଟଫୋନରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍!

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ ହ୍ୱାଟ୍ସଆପ୍ କିଛି ସ୍ମାର୍ଟଫୋନରୁ ନିଜର ସପୋର୍ଟ ବନ୍ଦ କରିବାକୁ ଯାଉଛି । କମ୍ପାନୀ ଘୋଷଣା କରିଛି ଯେ, ନଭେମ୍ବର ୧ରୁ କିଛି ସିଲେକ୍ଟ ସ୍ମାର୍ଟଫୋନରେ ହ୍ୱାଟ୍ସଆପ କାମ କରିବା ବନ୍ଦ…

ଦେଶରେ ପୁଣି ବଢ଼ିଲା ତେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ?

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ଦାମ୍ ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ଆଜି ପୁଣି ପେଟ୍ରୋଲ-ଡିଜେଲର ଦାମ୍ ୩୫-୩୫ ପଇସା ବୃଦ୍ଧି ହୋଇଛି । ଅକ୍ଟୋବର ମାସରେ ବର୍ତ୍ତମାନ ସୁଦ୍ଧା ତେଲ ଦର ୫ ଟଙ୍କା ବୃଦ୍ଧି ପାଇଛି…

ବଡ଼ ଖବର: ଖୁବଶୀଘ୍ର ବଦଳିଯିବ ଫେସବୁକର ନାଁ! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: Facebook Inc କମ୍ପାନୀକୁ ଏକ ନୂତନ ନାମ ସହିତ ରିବ୍ରାଣ୍ଡ୍ କରିବାକୁ ଯୋଜନା କରୁଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଫେସବୁକ ଆସନ୍ତା ସପ୍ତାହରେ ଏହାର କମ୍ପାନୀର ନାମ ପରିବର୍ତ୍ତନ କରିବାକୁ ଯୋଜନା…

ଏସବିଆଇକୁ ବଡ଼ ଝଟକା: ଗାଇଡ୍‌ଲାଇନ୍‌ ନମାନିବାରୁ ୧କୋଟି ଟଙ୍କାର ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଗାଇଡ୍‌ଲାଇନ୍‌ ନମାନିବାରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) । ନିୟମ ଉଲଂଘନ କରିଥିବାରୁ ଆରବିଆଇ ଦେଶର ସର୍ବବୃହତ…

ଦେଶରେ ପୁଣି ବଢ଼ିଲା ତେଲ ଦର: ଭୁବନେଶ୍ୱରର ଅବସ୍ଥା ଅସମ୍ଭାଳ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି ତେଲ ଦର । ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ୧୦୬.୧୯ ଓ ଡିଜେଲ ୯୪.୯୨ ଟଙ୍କା ରହିଥିବା ବେଳେ ମୁମ୍ବାଇରେ…

ପାର୍ବଣ ଋତୁରେ ଶସ୍ତା ହେବ ଖାଇବା ତେଲ, ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଏକ ଖୁସି ଖବର । ତେଲର ବର୍ଦ୍ଧିତ ଦର ଯୋଗୁଁ ଛଟପଟ ହେଉଥିବା ଜନସାଧାରଣ ଖୁବଶୀଘ୍ର ପାଇବେ ଶସ୍ତାରେ ଖାଇବା ତେଲ । ପାର୍ବଣ ଋତୁରେ ଲୋକମାନଙ୍କୁ ଶସ୍ତାରେ ତୈଳ ଯୋଗାଇବା ଉଦ୍ଦେଶ୍ୟରେ…

TVରେ ଚ୍ୟାନେଲ ଦେଖିବା ହୋଇଯିବ ୫୦ ପ୍ରତିଶତ ମହଙ୍ଗା: ନୂଆ ଟାରିଫ୍ ଅର୍ଡର ଲାଗୁ କଲା TRAI, ଜାଣନ୍ତୁ କେବେ ହେବ ଲାଗୁ

ନୂଆଦିଲ୍ଲୀ: ଯଦି ଆପଣଙ୍କର ଟିଭି ଦେଖିବାର ଅଭ୍ୟାସ ରହିଛି, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ଆସିଛି । ଆସନ୍ତା ଡିସେମ୍ବର ମାସ ୧ ତାରିଖଠାରୁ ଟିଭି ଚ୍ୟାନେଲର ବିଲ ବୃଦ୍ଧି ପାଇବ । ଜୀ, ଷ୍ଟାର ଓ ସୋନୀ ପରି ଦେଶର…

ଅବସର ପରେ ଭଲ ଜୀବନ ଚାହୁଁଛନ୍ତି କି? ତେବେ କରନ୍ତୁ ନାହିଁ ଏହି ୫ଟି ଭୁଲ୍

ଅବସର ଯୋଜନାର ଅର୍ଥ ହେଉଛି ଯେ, ଆପଣ କିପରି ନିଜ ଟଙ୍କାକୁ ପରିଚାଳନା କରିବେ ଯାହାଫଳରେ ଆଗାମୀ ଦିନରେ ଆପଣଙ୍କୁ କୌଣସି ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡିବ ନାହିଁ । ସମସ୍ତଙ୍କ ଜୀବନରେ ଏହା ଅତ୍ୟନ୍ତ…