Browsing Category

ବାଣିଜ୍ୟ

ପେଟ୍ରୋଲ-ଡିଜେଲ୍ ଦର ଭାଙ୍ଗିଲା ସବୁ ରେକର୍ଡ: ମେ ମାସରେ ମହଙ୍ଗା ହେଲା ୪.୧୭ ଟଙ୍କା, ଜାଣନ୍ତୁ ଆଜି କେତେ ବଢିଲା ତେଲ ଦାମ

ନୂଆଦିଲ୍ଲୀ : ଗୋଟିଏ ପଟେ କରୋନା ମହାମାରୀ କାରଣରୁ ଲାଗୁ ଲକଡାଉନ ଲୋକଙ୍କ ଜୀବନ ଦୁର୍ବିସହ କରିଥିବା ବେଳେ ଅନ୍ୟ ପଟେ ତୈଳ ଦର ବୃଦ୍ଧି ବେଡି ଉପରେ କରଡା ମାଡ ସଦୃଶ ହୋଇଛି । ସଙ୍କଟ ସମୟରେ ଯେଉଁଠି ଦାମ କମ କରାଯାଇ…

ରେପୋ ରେଟ୍ ୪% ଅପରିବର୍ତ୍ତିତ ରଖିଲା ଆରବିଆଇ, ଜିଡିପି ଅଭିବୃଦ୍ଧି ୯.୫ ପ୍ରତିଶତକୁ ଖସିଲା

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧହାର ସ୍ଥିର ରହିବ ବୋଲି ନେଇ ପୂର୍ବରୁ ଆଶା କରାଯାଉଥିଲା । ତେବେ ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋଭିଡ୍-୧୯କୁ…

ରେନୋ ଟ୍ରାଇବରକୁ ୪-ଷ୍ଟାର ଆଡଲ୍ଟ ଓ ୩-ଷ୍ଟାର ଚାଇଲ୍ଡ୍‌ ରେଟିଂ ଦେଲା ଗ୍ଲୋବାଲ୍‌ ଏନ୍‌କ୍ୟାପ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ରେନୋ ଇଣ୍ଡିଆର ଅଲ୍‌ଟ୍ରା ମଡୁଲାର ଓ ସୁର ସ୍ପେଶିୟସ - ରେନୋ ଟ୍ରାଇବରକୁ ଆଡଲ୍ଡ ଅକୁପାଣ୍ଟ ପ୍ରୋଟେକ୍‌ସନ କ୍ଷେତ୍ରରେ ୪-ଷ୍ଟାର ଓ ଚାଇଲ୍ଡ ଅକୁପାଣ୍ଟ ପ୍ରୋଟେକ୍‌ସନ କ୍ଷେତ୍ରରେ…

ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଖବର: ପୁଣି ବଦଳିଲା ବ୍ୟାଙ୍କ ବନ୍ଦ ହେବାର ସମୟ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ପ୍ରଭାବ ଯୋଗୁଁ ବ୍ୟାଙ୍କଗୁଡିକ ନିଜର କାମ କରିବା ସମୟ ହ୍ରାସ କରିଛନ୍ତି । କିନ୍ତୁ ୧ ଜୁନରୁ ରାଜ୍ୟଗୁଡିକରେ ଲଗାଯାଇଥିବା କଟକଣାକୁ ଟିକେ କୋହଳ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି…

କୋଭିଡର ଆର୍ଥିକ ପ୍ରଭାବ: ରୋଜଗାର ହରାଇଲେ ଏକ କୋଟି ଲୋକ, ୯୭ % ପରିବାରଙ୍କ ଆୟ ହ୍ରାସ

ନୂଆଦିଲ୍ଲୀ : କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହର ଦେଶକୁ ତଳିତଳାନ୍ତ କରିବା ସହ ଲୋକଙ୍କ ରୋଜଗାର ଉପରେ ଜୋରଦାର ପ୍ରହାର କରିଛି । ଦ୍ୱିତୀୟ ଲହର କାରଣରୁ ଦେଶରେ ଏକ କୋଟିରୁ ଅଧିକ ଲୋକଙ୍କୁ ଚାକିରି ହରାଇବାକୁ ପଡିଛି…

କରୋନା କାଳରେ ପୁଣି ବଢିଗଲା ସୁନା-ରୂପା ଦାମ୍‌: ଜାଣନ୍ତୁ ଆଜିର ରେଟ୍‌

ନୂଆଦିଲ୍ଲୀ: ମାସର ପ୍ରଥମ ଦିନରେ ସୁନା-ରୂପାର ଦାମରେ ବୃଦ୍ଧି ଦେଖିବାକୁ ମିଳିଛି । ମଙ୍ଗଳବାର ଅର୍ଥାତ୍ ଆଜି ଦିନରେ ସୁନାର ଦାମ୍ ୩୯୦ ଟଙ୍କା ବଢିଥିବା ବେଳେ ରୂପା ଦାମରେ ବି ପରିବର୍ତ୍ତନ ଆସିଛି । ରୂପାର ଦାମ ୧୦୭୮…

EPFO ନିୟମରେ ପରିବର୍ତ୍ତନ: ଏଣିକି କରୋନା ଚିକିତ୍ସା ପାଇଁ ଆପଣ PFରୁ ଉଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଯୋଗୁଁ ପୁଣି ଥରେ ଲକଡାଉନ୍ ଓ ଚାକିରି ଯିବାର ଲୋକଙ୍କ ସାମ୍ନାରେ ଆର୍ଥିକ ସଙ୍କଟ ଉପୁଜିଛି । ଏଭଳି ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତି କରୋନା ପଜିଟିଭ ହୁଅନ୍ତି, ତେବେ…

କରୋନା ପ୍ରଭାବ: ୨୦୨୦-୨୦୨୧ ଆର୍ଥିକ ବର୍ଷରେ ମାଇନସ ୭.୩%କୁ ଖସିଲା GDP

ନୂଆଦିଲ୍ଲୀ: କରୋନା ମହାମାରୀ ଭାରତୀୟ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିଛି । ଜିଡିପି ୪୦ ବର୍ଷ ଭିତରେ ସବୁଠାରୁ ତଳକୁ ଖସିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ମାଇନସ୍ ୭.୩ ପ୍ରତିଶତକୁ ଖସିଛି ।…

ଭାରତରେ ଲଞ୍ଚ ହେଲା realme X7 Max 5G

ନୂଆଦିଲ୍ଲୀ: ଲୋକପ୍ରିୟ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ରିୟଲ ମି ଏହାର ନୂତନ 5G ସ୍ମାର୍ଟଫୋନ realme X7 Max 5G କୁ ଆଜି ଭାରତରେ ଲଞ୍ଚ କରିଛି । realme X7 Max 5G ରେ ରହିଛି MediaTek Dimensity 1200…

ଜୁନ୍‌ ୧ରୁ ବଦଳିଯିବ ରୋଜଗାର ସହ ଜଡିତ ଏହି ନିୟମ: ସାଧାରଣ ଲୋକଙ୍କ ପକେଟରେ ପଡିବ ସିଧା ପ୍ରଭାବ

ନୂଆଦିଲ୍ଲୀ : ପ୍ରତ୍ୟେକ ମାସର ପ୍ରଥମ ଦିନରେ ସରକାର କିଛି ପରିବର୍ତ୍ତନ କରନ୍ତି, ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହି ନିୟମରେ ସୁକନ୍ୟା ସମୃଦ୍ଧି ଭଳି ଛୋଟ ସେଭିଙ୍ଗ ଯୋଜନା, ଇନକମ…