Browsing Category
ବାଣିଜ୍ୟ
ସାବିତ୍ରୀରେ ଶସ୍ତା ହେଲା ସୁନା-ରୂପା ଦର, ଜାଣନ୍ତୁ କେତେ ଅଛି ଆଜିର ରେଟ୍
ନୂଆଦିଲ୍ଲୀ: ଆଜି ସାବିତ୍ରୀ ବ୍ରତରେ ଶସ୍ତା ହୋଇଛି ସୁନା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୪୮,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ କିନ୍ତୁ ସ୍ଥିର ରହିଛି…
ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭରୁଛନ୍ତି କମ ଟ୍ୟାକ୍ସ, ଜାଣନ୍ତୁ କେତେ ଆୟକର ଦେଉଛନ୍ତି ଜେଫ ବେଜୋସ ଓ ଏଲନ ମସ୍କ
ନୂଆଦିଲ୍ଲୀ : ଦୁନିଆର ସବୁଠୁ ବିତଶାଳୀ ବ୍ୟକ୍ତି ତାଲିକାରେ ସାମିଲ ଆମେରିକାର ଅରବପତି ଜେଫ ବେଜୋସ, ଏଲନ ମସ୍କ ଓ ୱାରେନ ବଫେଟ୍ଙ୍କ ଆୟକର ସମ୍ବନ୍ଧିତ ସୂଚନା ଲିକ୍ ହୋଇଛି । ଏଥିରେ ଦାବି କରାଯାଇଛି ଯେ, ଇ-କମର୍ସ…
ସୋରିଷ ତେଲର ଦରବୃଦ୍ଧି ନେଇ କ’ଣ କହିଲେ କେନ୍ଦ୍ର କୃଷିମନ୍ତ୍ରୀ?
ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ଼ । କରୋନା କାଳରେ ବି ଖାଇବା ତେଲର ଦର ଆକାଶଛୁଆଁ ହୋଇଛି । ଏହାରି ମଧ୍ୟରେ ସୋରିଷ ତେଲର ଦରବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର…
ନୂଆ ୱେବ୍ସାଇଟ୍ ଲଞ୍ଚ ଆୟକର ବିଭାଗ, ଏଣିକି ସହଜ ହେବ ଇ-ଫାଇଲିଂ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀୟ ଆୟକର ବିଭାଗ ସୋମବାରଠାରୁ ନିଜର ନୂଆ ୱେବ୍ସାଇଟ ଆରମ୍ଭ କରିଛି । କରଦାତାଏହି ୱେବସାଇଟ ମାଧ୍ୟରେ ଟିକସ ଫେରସ୍ତ ପାଇଁ ଆବେଦନ କଲେଯଥାଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ ହୋଇ…
SBI ଗ୍ରାହକଙ୍କ ପାଇଁ ବଡଖବର: ୩୦ ଜୁନ୍ ପୂର୍ବରୁ କରିଦିଅନ୍ତୁ ଏହି କାମ, ନଚେତ୍…
ନୂଆଦିଲ୍ଲୀ: ଯଦି ଆପଣଙ୍କ ଆକାଉଣ୍ଟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା SBIରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ନିଜର ସମସ୍ତ ଗ୍ରାହକମାନଙ୍କୁ ଶୁବଶୀଘ୍ର ପାନ୍ ଓ ଆଧାର ଲିଙ୍କ କରିବାକୁ…
ସାଧାରଣ ଜନତାଙ୍କୁ ଝଟକା : ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ, ଜାଣନ୍ତୁ କେତେ ମହଙ୍ଗା ହେଲା ତେଲ ଦର
ନୂଆଦିଲ୍ଲୀ : କରୋନା ସଂକ୍ରମଣ ପରି ଦେଶରେ ତେଲ ଦର ଥମିବାର ନାଁ ଧରୁନାହିଁ । ଦିନକୁ ଦିନ ପେଟ୍ରୋଲ-ଡିଜେଲ ଦାମ ବଢିବାରେ ଲାଗିଛି । ଏପରିକି ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ପେଟ୍ରୋଲ ୧୦୦ ଅତିକ୍ରମ କରି…
ଗୋଟିଏ ପଟେ ଜୀବନ, ଅନ୍ୟପଟେ ଜୀବିକା: କରୋନା ଆଉ କଟକଣା ମଧ୍ୟରେ ବଢ଼ିଚାଲିଛି ବେକାରି, ଏଥିରୁ କିପରି ମିଳିବ ମୁକ୍ତି
ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରାୟ ରାଜ୍ୟରେ କଟକଣା ଜାରି ହୋଇଛି । ତେବେ ଗୋଟିଏ ପଟେ ଜନସାଧାରଣ ଜୀବନ ରକ୍ଷା ପାଇଁ କରୋନା ସହ ଲଢ଼େଇ କରୁଛନ୍ତି । ସେହିପରି ଅନ୍ୟପଟେ ଜୀବିକା ବିପନ୍ନ…
ଏବେ ହାତକୁ ଆସିବ କମ ଦରମା, ସରକାର ଆଣୁଛନ୍ତି ନୂତନ ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କଣ ପଡିବ ପ୍ରଭାବ
ନୂଆଦିଲ୍ଲୀ : ଆଗାମୀ କିଛି ମାସରେ ଦେଶରେ ନୂତନ ଶ୍ରମ ଆଇନ ଲାଗୁ ହେବାକୁ ଯାଉଛି । ଏହାକୁ ଅନ୍ତିମ ରୂପ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଏହି ଆଇନ ଲାଗୁ ହେବା ପରେ କର୍ମଚାରୀଙ୍କ ହାତକୁ…
ରିଅଲ୍ମି ଏକ୍ସ୭ ମ୍ୟାକ୍ସ ୫ଜି ଏବଂ ରିଅଲ୍ମି ସ୍ମାର୍ଟଟିଭି ୪କେ’ ଉନ୍ମୋଚିତ : ୨ଟି ଷ୍ଟୋରେଜ୍ ଭାରିଆଣ୍ଟ୍ରେ ଉପଲବ୍ଧ ସ୍ମାର୍ଟଫୋନ୍
ମୁମ୍ବାଇ (ଓଡ଼ିଶା ଭାସ୍କର): ୫ଜି ସକ୍ଷମ ସ୍ମାର୍ଟଫୋନ୍ ଶୁଭାରମ୍ଭ କରିଥିବା ଭାରତର ପ୍ରଥମ ବ୍ରାଣ୍ଡ ରିଅଲ୍ମି ପକ୍ଷରୁ ଭାରତର ପ୍ରଥମ ମିଡିଆଟେକ୍ ଡାଇମେନ୍ସିଟି ୧୨୦୦ ୫ଜି ପ୍ରୋସେସର୍ ଥିବା ଏହାର ନୂତନ ଓ…
କରଦାତାଙ୍କୁ ବଡ ଆଶ୍ୱସ୍ତି, ଏବେ ମୋବାଇଲରେ ଭରି ପାରିବେ ଆୟକର ରିଟର୍ଣ୍ଣ
ନୂଆଦିଲ୍ଲୀ : ଆୟକର ବିଭାଗ ଟିକସଦାତାଙ୍କୁ ଏକ ବଡ ଆଶ୍ୱସ୍ତି ଦେବାକୁ ଯାଉଛି। ଏହି ସୁବିଧା ଆଧାରରେ ଜୁନ ୭ରୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ମୋବାଇଲରେ ଭରା ଯାଇ ପାରିବ । ସୂଚନାଯୋଗ୍ୟ, ଆଇଟିଆର ଫାଇଲିଂର ପ୍ରକ୍ରିୟା…