Browsing Category
ନିଯୁକ୍ତି
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନିଯୁକ୍ତି ସୁଯୋଗ: ୬ ପ୍ରକାର ପଦ ଖାଲି, ମାସିକ ବେତନ ୨୫ ହଜାରରୁ ଆରମ୍ଭ
ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ରାଜଧାନୀର ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ପ୍ରୋଜେକ୍ଟ…
ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏକ ଜବ୍ ଅଫର ବିଜ୍ଞାପନ; ଅଢେଇ ଲକ୍ଷ ଦରମା ଏବଂ ଖାଇବା, ରହିବା, ଚିକିତ୍ସା ସୁବିଧା ସହ ରହିଛ ଅନେକ ଫାଇଦା
ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଏକ ଜବ୍ ଅଫର ବିଜ୍ଞାପନ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ଅଢେଇ ଲକ୍ଷରୁ ଅଧିକ ଦରମା ସହିତ ଆହୁରି ଅନେକ ସୁବିଧା ରହିଛି । ଏହି ବିଜ୍ଞାପନରେ ଯାହା ଲେଖାଯାଇଛି ତାହା ଆପଣଙ୍କୁ ଚକିତ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣ୍ଟିିଲେ ୫୧,୦୦୦ ଜଣଙ୍କୁ ନିଯୁକ୍ତି ପତ୍ର, ଏହି ଅବସରରେ ସମସ୍ତଙ୍କୁ ଦେଶର ଅମୃତରକ୍ଷକ ବୋଲି ସମ୍ବୋଧନ କଲେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଜଗାର ମେଳାରେ ଭିଡିଓ କନଫରେନ୍ସ ଜରିଆରେ ନବନିଯୁକ୍ତ କର୍ମୀଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ…
ଆଜି ୫୧,୦୦୦ ଜଣଙ୍କୁ ମିଳିବ Appointment Letter: ୪୫ଟି ଜାଗାରେ ହେବ ରୋଜଗାର ମେଳା
ନୂଆଦିଲ୍ଲୀ: ୧୦ ଲକ୍ଷ କର୍ମଚାରୀଙ୍କ ଭର୍ତ୍ତି ପାଇଁ ଜାରି ରହିଥିବା ରୋଜଗାର ମେଳା ଅଭିଯାନରେ ଆଜି ଆଉ ଏକ ଐତିହାସିକ କାହାଣୀ ଲେକିବେ ପ୍ରଧାନମନ୍ତ୍ରୀ । ନୂଆ କରି ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ…
ଅଗଷ୍ଟ ୨୮ରେ ରୋଜଗାର ମେଳା: ୫୧୦୦୦ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକ-ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ସୂଚନା ଅନୁସାରେ ଅଗଷ୍ଟ ୨୮ରେ ଏଥିପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।…
OPTCL ଜାରି କଲା ନିଯୁକ୍ତି ବିଜ୍ଞପ୍ତି: ଟ୍ରେନିଂ ସମୟରେ ପ୍ରାର୍ଥୀଙ୍କୁ ମିଳିବ ୫୦ ହଜାର ଷ୍ଟାଇପେଣ୍ଡ
ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ…
ଏହି କଲେଜରୁ କରନ୍ତୁ ସ୍ନାତକ, ୬୧ ଲକ୍ଷରୁ ଅଧିକ ପ୍ୟାକେଜରେ ମିଳିଯିବ ଚାକିରୀ
ନୂଆଦିଲ୍ଲୀ:ଦ୍ୱାଦଶ ପରୀକ୍ଷା ସରିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ଇଂଜିନିୟରିଂ କିମ୍ବା ମେଡିକାଲ କଲେଜରେ ଆଡମିଶନ ନେଇଥାନ୍ତି । ଏହାପରେ ବି ବହୁ ଛାତ୍ରଛାତ୍ରୀ ସ୍ନାତକ ଶ୍ରେଣୀରେ ଆଡମିଶନ ନେଇଥାନ୍ତି । ସ୍ନାତକ…
ଭୁବନେଶ୍ୱର ମହାନଗର ନିଗମ ପାଇଁ ୪୧୬ଟି ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶା ଭାସ୍କର: ଭୁବନେଶ୍ୱର ମହାନଗର ନିଗମ-ବିଏମ୍ସିକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି । ପୂର୍ବରୁ ବିଏମ୍ସିରେ ୨୧୦ଟି ଅନୁମୋଦିତ…
ମେଡ଼ିକାଲରେ ଚାକିରି କରିବାକୁ ଚାହୁଁଛନ୍ତି କି ? +୨ ପାସ୍ କରିଥିଲେ କରନ୍ତୁ ଆବେଦନ
ଭୁବନେଶ୍ୱର: AIIMS ମଙ୍ଗଳଗିରିରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ aiimsmangalagiri.edu.in କୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ୨୬…
ଖୁସି ଖବର; ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର: ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରକୁ ବର୍ତମାନ ଅଧିକ ଗୁରୁତ୍ୱ ଦେଉଛନ୍ତି ଓଡିଶା ସରକାର । ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ…