fbpx
Browsing Category

ନିଯୁକ୍ତି

ୟୁନିୟନ ବ୍ୟାଙ୍କରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ, ଦରମା ୮୯୦୦୦ ରୁ ଅଧିକ

ନୂଆଦିଲ୍ଲୀ: ବ୍ୟାଙ୍କରେ ଚାକିରି ପାଇବାକୁ ଇଚ୍ଛା କରୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ । ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ସ୍ପେଶାଲିଷ୍ଟ ଅଫିସର ପଦ ପାଇଁ ନିଯୁକ୍ତି ଆରମ୍ଭ କରିଛି । ଯଦି ଆପଣ ମଧ୍ୟ ଏହି…

ଜେଲରେ ମେଡିକାଲ ଅଫିସର ନିଯୁକ୍ତି, ୭୦ ବର୍ଷ ହୋଇଥିଲେ ବି କରିପାରିବେ ଆବେଦନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲରେ ମେଡିକାଲ ଅଫିସର ନିଯୁକ୍ତି ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଜେଲ୍‍ ବିଭାଗ ପକ୍ଷରୁ ଆବେଦନପତ୍ର ଆହ୍ୱାନ କରାଯାଇଛି । ୪୨ଟି ଜେଲ୍‍ ପାଇଁ ମେଡିକାଲ ଅଫିସର…

ଗ୍ରୁପ୍ ଡି ଏବଂ ଏନଟିପିସି ସମେତ ସମସ୍ତ ନିଯୁକ୍ତି ପରୀକ୍ଷାର କ୍ୟାଲେଣ୍ଡର ଜାରି କଲା ରେଲୱେ: ଦେଖନ୍ତୁ କେବେ କେଉଁ ପଦବୀ ଖାଲି

ନୂଆଦିଲ୍ଲୀ: ରେଳବାଇ ନିଯୁକ୍ତି ବୋର୍ଡ ଚଳିତ ବର୍ଷର ଆରଆରବି ନିଯୁକ୍ତି ପରୀକ୍ଷାର କ୍ୟାଲେଣ୍ଡର ଜାରି କରିଛି । ଦୀର୍ଘ ଦିନ ଧରି ପ୍ରାର୍ଥୀମାନଙ୍କ ଠାରୁ ଏକ ଦାବି ଥିଲା ଯେ ରେଳବାଇ ଏସଏସସି ଏବଂ ୟୁପିଏସସି ପରି…

OPSC ପକ୍ଷରୁ ପୁଣି ନିଯୁକ୍ତି ସୁଯୋଗ: ଆସିଷ୍ଟାଣ୍ଟ କେମିଷ୍ଟ ପଦ ପୂରଣ ପାଇଁ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଥରେ ଆସିଛି ଏକ ବଡ଼ ସୁଯୋଗ । ଆସିଷ୍ଟାଣ୍ଟ କେମିଷ୍ଟ ପଦ ପୂରଣ ପାଇଁ ଜାରି…

OSSC ଜାରି କଲା ପରୀକ୍ଷା ଲିଷ୍ଟ: ଫେବୃଆରୀ ମାସରେ ହେବ ଅନେକ ପଦ ପାଇଁ ପରୀକ୍ଷା, ଚେକ୍ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି), ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ…

ଇଡିରେ ସରକାରୀ କର୍ମଚାରୀ ହେବାର ବଡ଼ ସୁଯୋଗ, ଦରମା ୨ ଲକ୍ଷ

ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରେ ଚାକିରି ପାଇବାର ସ୍ୱପ୍ନ ପ୍ରାୟ ପ୍ରତ୍ୟେକ ଯୁବକଙ୍କ ହୃଦୟରେ ରହିଛି । ଯଦି ଆପଣଙ୍କର ଏହି ପୋଷ୍ଟଗୁଡିକ ସହିତ ଜଡିତ ଯୋଗ୍ୟତା ଅଛି, ତେବେ ଇଡିରେ ଆପଣ କନଷ୍ଟେବଳ, ଡ୍ରାଇଭର,…

ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା ପକ୍ଷରୁ ବିଜ୍ଞପ୍ତି: କାଉନସେଲର ଓ ନର୍ସ ପଦ ପୂରଣ ହେବ, ୧୩ ତାରିଖ ପୂର୍ବରୁ ଆବେଦନ କରନ୍ତୁ

ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ନ୍ୟାସନାଲ ଲ’ ୟୁନିଭରଟିସି ଓଡ଼ିଶା, କଟକ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ କାଉନସେଲର ଓ ନର୍ସ ପଦରେ ନିଯୁକ୍ତି ଦିଆଯିବ । ଆସନ୍ତା…

ୟୁଜିସି ଜାରି କଲା ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି, ଏହି ଦୁଇଟି ପୋଗ୍ରାମର MPhil ଡିଗ୍ରୀ ବୈଧ

ନୂଆଦି: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏମଫିଲ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତି ଅନୁଯାୟୀ, କ୍ଲିନିକାଲ୍ ସାଇକୋଲୋଜିରେ ଏମଫିଲ ଏବଂ ସାଇକିଆଟ୍ରିକ୍ ସୋସିଆଲ ୱାର୍କରେ…

ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ବିଜ୍ଞପ୍ତି: କମ୍ପ୍ୟୁଟର ଆସିଷ୍ଟାଣ୍ଟ, ଡାଟା ଆସିଷ୍ଟାଣ୍ଟ ଓ ଫିଜିଓଥେରାପିଷ୍ଟ ପଦରେ ଦିଆଯିବ ନିଯୁକ୍ତି

ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଭଲ ନିଯୁକ୍ତି ସୁଯୋଗ । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମେଡିକାଲ ଅଫିସର ଆୟୁଷ-…

ଇସ୍ରାଏଲ ପାଇଁ ଭାରତରେ ବମ୍ପର ନିଯୁକ୍ତି, ଆହୁରି ୫ ରାଜ୍ୟ ସାମିଲ

ନୂଆଦିଲ୍ଲୀ: ଭାରତରେ ଯୁଦ୍ଧଗ୍ରସ୍ତ ଇସ୍ରାଏଲ ପାଇଁ କୁଶଳୀ ଶ୍ରମିକମାନଙ୍କର ଜବରଦସ୍ତ ନିଯୁକ୍ତି ରହିଛି । ଉତ୍ତରପ୍ରଦେଶ ଏବଂ ହରିୟାଣା ପରେ ବର୍ତ୍ତମାନ ଆଉ ପାଞ୍ଚଟି ରାଜ୍ୟ ଆଗକୁ ଆସିଛନ୍ତି ଯେଉଁମାନେ ଏହି ନିଯୁକ୍ତି…