Browsing Category

ନିଯୁକ୍ତି

NWR ରେ ଆପ୍ରେଣ୍ଟିସ୍ ପଦବୀ ପାଇଁ କାଲି ଭିତରେ କରନ୍ତୁ ଆବେଦନ, ପୂରଣ ହେବ ୧୭୦୦ରୁ ଅଧିକ ପଦବୀ

ଭାରତୀୟ ରେଳବାଇରେ ଚାକିରି ପାଇଁ ଅନେକ ପ୍ରାର୍ଥୀ ଆଗ୍ରହୀ ଥାଆନ୍ତି। ଏନେଇ ସେମାନେ ବର୍ଷ ବର୍ଷ ଧରି ନିଜକୁ ପ୍ରସ୍ତୁତ କରନ୍ତି। ଉତ୍ତର-ପଶ୍ଚିମ ରେଳବାଇ(NWR) ଏହି ସୁଯୋଗ ନେଇଆସିଛି। ଏନେଇ NWR ଏକ ବିଜ୍ଞପ୍ତି ପ୍ରକାଶ…

SBIରେ ବମ୍ପର ନିଯୁକ୍ତି ସୁଯୋଗ: ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ ପ୍ରାର୍ଥୀ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଖୁବଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ବିଭିନ୍ନ ପଦ ପଦବୀରେ ନୂଆ ନିଯୁକ୍ତି କରିବ ଷ୍ଟେଟ ବ୍ୟାଙ୍କ । ଏ ନେଇ ନୋଟିଫିକେସନ ଜାରି ହୋଇସାରିଛି । ବ୍ୟାଙ୍କ…

ଯଦି ଆପଣ ଗୁଗୁଲରେ କାମ କରିବାକୁ ଆଗ୍ରହୀ, ତେବେ କରନ୍ତୁ ଏହି Courses, ମିଳିବ ଭଲ ଦରମା

ଇଞ୍ଜିନିୟରିଂ କିମ୍ବା ମ୍ୟାନେଜ୍‌ମେଣ୍ଟ୍ ପାଠ ଶେଷ କରିବା ପରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଯୁବକ ଗୁଗୁଲରେ ଚାକିରି ପାଇଁ ପ୍ରସ୍ତୁତ ହୁଅନ୍ତି। କିନ୍ତୁ ଯଦି ଆପଣ B.Tech କିମ୍ବା MBA କରିବାକୁ ଚାହୁଁନାହାଁନ୍ତି ତେବେ…

SBIରେ କିରାଣୀ ନିଯୁକ୍ତି: ଅନଲାଇନ୍ ଆବେଦନ ଆରମ୍ଭ, ଜାନୁଆରୀରେ ପ୍ରିଲିମ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଜୁନିୟର ଆସୋସିଏଟ (କଷ୍ଟମର ସପୋର୍ଟ ଆଣ୍ଡ ସେଲ୍ସ) କ୍ଲରିକାଲ କ୍ୟାଡରରେ ନିଯୁକ୍ତି…

OPSC: ଡିସେମ୍ବର ୮ରେ ହେବ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସିଭିଲ) ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) (ସିଭିଲ) ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଓପିଏସସି ତରଫରୁ ଏଇଇ ପଦର ପ୍ରିଲିମିନାରୀ…

ଟ୍ରାଫିକ କନଷ୍ଟେବଳ ମୁଖ୍ୟ ଲିଖିତ ପରୀକ୍ଷା: କେଉଁ ବିଷୟରୁ କେତୋଟି ପ୍ରଶ୍ନ ଆସିବ ଘୋଷଣା କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଟ୍ରାଫିକ କନଷ୍ଟେବଳ ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ଜାନୁଆରୀ ମାସ ଦ୍ୱିତୀୟ ଭାଗରେ ଏହି ପଦ…

ଆରମ୍ଭ ହୋଇଯାଇଛି CISF ଅ।ସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦ ପାଇଁ ଆବେଦନ , ଜାଣନ୍ତୁ କେମିତି କରିବେ ଆପ୍ଲାଏ ଓ କ’ଣ ରହିଛି ଯୋଗ୍ୟତା

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢ଼ିଙ୍କ ପାଇଁ କେନ୍ଦ୍ରୀୟ ପ୍ରଶାସନିକ ସେବା ଆଣିଛି ବଡ଼ ସୁଯୋଗ । ସେଣ୍ଟ୍ରାଲ ଇଣ୍ଡଷ୍ଟ୍ର୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ୍)ର ଆସିଷ୍ଟାଣ୍ଟ…

ଡିସେମ୍ବର ୨୨ରେ ହେବ ସାଇକିୟାଟ୍ରିକ ସୋସିଆଲ ୱାର୍କର ପଦ ପାଇଁ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ନିଯୁକ୍ତି ପାଇବାକୁ ଥିବା ସାଇକିୟାଟ୍ରିକ ସୋସିଆଲ ୱାର୍କର ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୨୨ ତାରିଖ (ରବିବାର) ଦିନ…

IIFCLରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ବାହାରିଲା ନିଯୁକ୍ତି, ୨୩ ଡିସେମ୍ବର ଭିତରେ ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଇଣ୍ଡିଆ ଇନଫ୍ରାଷ୍ଟ୍ରକ୍ଚର ଫାଇନାନ୍ସ କମ୍ପାନୀ ଲିମିଟେଡ୍ (ଆଇଆଇଏଫସିଏଲ) ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ୭…

OSSTET Exam: ଜାନୁଆରୀ 17ରେ ପରୀକ୍ଷା, ଆବେଦନ କରିଛନ୍ତି 50 ହଜାର ଛାତ୍ରଛାତ୍ରୀ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଓଡିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(OSSTET)2024 ପାଇଁ ତାରିଖ ଘୋଷଣା କରିଛି । ଜାନୁଆରୀ 17 ତାରିଖରେ ଅନୁଷ୍ଠିତ ହେବ ପରୀକ୍ଷା । ପେପର 1 ଏବଂ ପେପର…