fbpx
Browsing Category

ନିଯୁକ୍ତି

ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର: ପୂରଣ ହେବ ୨୮୯୫ଟି ପଦ, ନିଯୁକ୍ତି ପାଇବେ ଅମିନ, RI, ARI, ସୁପରଭାଇଜର ଓ ସର୍ଭେୟର

ନୂଆ ବର୍ଷ ପୂର୍ବରୁ ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ନିକଟରେ କିଛି ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ପୁଣି ୨୮୯୫ଟି ପଦରେ ଭର୍ତ୍ତି ପାଇଁ ଘୋଷଣା କରାଯାଇଛି…

OCS ନିଯୁକ୍ତି ପାଇଁ OPSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟର ସମସ୍ତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓସିଏସ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୩୯୯ଟି ପଦରେ…

IAF ଅଫିସର ହେବାର ସ୍ୱପ୍ନ ହେବ ସତ… ଆବେଦନ କରିବାର ଶେଷ ତାରିଖ ଆଜି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଭର୍ତ୍ତି ହେବା ପାଇଁ ଅନେକ ଯୁବପିଢୀଙ୍କ ଆଶା ରହିଛି । ତେବେ ଏହି ସ୍ୱପ୍ନ ପୂରଣ କରିବା ପାଇଁ ଆପଣଙ୍କ ପାଖରେ ଆଜି ଶେଷ ତାରିଖ ରହିଛି । କାରଣ ଆଜି ଭାରତୀୟ ବାୟୁସେନା IAF AFCAT…

ଗଣଶିକ୍ଷା ବିଭାଗର ୪୮୨ ଜଣ ସ୍ନାତ୍ତକୋତ୍ତର ଶିକ୍ଷକଙ୍କୁ ଆଜି ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୪୮୨ ଜଣ ସ୍ନାତକୋତ୍ତର ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ…

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ପୂରଣ ହେବ ୫୮୦ଟି ପଦ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ୫୮୦ଟି ପଦ ପୂରଣ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ୟୁଆର ପ୍ରାର୍ଥୀଙ୍କ ପାଇଁ ୩୨୬ଟି, ଶିକ୍ଷା ଓ…

ନିଯୁକ୍ତି ପର୍ବ : ଆଜି ୨ହଜାର ୪୭୩ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସ୍ୱାସ୍ଥ୍ୟସେବା କ୍ୟାଡରରେ ୨ହଜାର ୪୭୩ ଜଣଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ୨୩୯୨ ଚିକିତ୍ସା…

OSSC ପକ୍ଷରୁ ପୁଣି ବିଜ୍ଞପ୍ତି: କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟରେ ନିଯୁକ୍ତି ପାଇବେ ପରିସଂଖ୍ୟାନ ସହାୟକ

ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟରେ ପରିସଂଖ୍ୟାନ ସହାୟକଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟର ସମସ୍ତ ସରକାରୀ ଚାକିରି…

୧.୧୨ ଲକ୍ଷ ଟଙ୍କା ଦରମା ସହିତ କରିବାକୁ ଚାହୁଁଛନ୍ତି କି ସରକାରୀ ଚାକିରି ? ତେବେ ତୁରନ୍ତ ଏନଆଇଏରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ରେ ଚାକିରି କରିବାକୁ ଯୋଜନା କରୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛଇ ଏକ ଉତ୍ତମ ସୁଯୋଗ । ଏନଆଇଏରେ ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଏବଂ…

BIG BREAKING: ପ୍ରକାଶ ପାଇଲା ଓଜେଏସ ରେଜଲ୍ଟ: ପ୍ରଥମ ଆଠଟି ସ୍ଥାନରେ କେବଳ ଝିଅ, ପଛରେ ପଡିଲେ ପୁଅ

ଓଡିଶା ଭାସ୍କର: ପ୍ରକାଶ ପାଇଲା ଓଡିଶା ଜୁଡ଼ିସିଆଲ ସର୍ଭିସ(ଓଜେଏସ)ରେଜଲ୍ଟ। ଏଥିରେ ସୁଶ୍ରିତା ମିଶ୍ର ଟପ୍ପର ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଦ୍ୱିତୀୟ ସ୍ଥାନରେ ନୀଲିଶା ପଟ୍ଟନାୟକ ରହିଛନ୍ତି। ଅନ୍ୟପଟେ ତୃତୀୟ…

OSSC ପକ୍ଷରୁ ସୂଚନା: ମିଳିତ ବୈଷୟିକ ସେବା ନିଯୁକ୍ତିର ପଦ ସଂଖ୍ୟା ବୃଦ୍ଧି ଘୋଷଣା

ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩କୁ ନେଇ ପୁଣି ଆସିଛି ଏକ ବଡ଼ ଅପଡେଟ୍ । ଗତ ୮ ତାରିଖରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇଥିଲା ।…