Browsing Category

ଶିକ୍ଷା

ଇଷ୍ଟର୍ଣ୍ଣ ରେଲୱେରେ ୩୧୦୦ ପଦରେ ଦିଆଯିବ ନିଯୁକ୍ତି: ଆସନ୍ତାକାଲି ଆବେଦନର ଅନ୍ତିମ ତାରିଖ

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଇଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୩୧୧୫ଟି ଆପ୍ରେଣ୍ଟିସ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଗତ ମାସ ୨୭ ତାରିଖରୁ…

ରାମ ମନ୍ଦିରରେ ନିଯୁକ୍ତି ସୁଯୋଗ: ଅନଲାଇନରେ କରାଯିବ ଆବେଦନ, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ପୂଜାରୀ ପଦ ପାଇଁ ଏକ ନୋଟିଫିକେସନ ଜାରି କରାଯାଇଛି । ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆଶାୟୀ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ…

ଓଡ଼ିଶାର ଏହି ସ୍ଥାନରେ ଆରମ୍ଭ ହେବ ଅଗ୍ନିପଥ ସେନା ନିଯୁକ୍ତି, ଜାଣନ୍ତୁ କିପରି କରିବେ ଯୋଗାଯୋଗ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ମାସ ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ ୧୦ଟି ଉପକୂଳ ଜିଲ୍ଲାରେ ଅଗ୍ନିପଥ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ସେହି ଜିଲ୍ଲାଗୁଡ଼ିକ ହେଉଛି କଟକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର,…

ଉତ୍କଳ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ସୁଯୋଗ: ସ୍ଥାୟୀ ଚାକିରି, ଦରମା ୩୫ ହଜାର ଉପରେ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରରେ ଏକ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରାଯାଇଛି । ଏହା ଏକ ସ୍ଥାୟୀ ଚାକିରି…

UGCର ବଡ଼ ନିଷ୍ପତ୍ତି: ଚାକିରି ପାଇଁ ଅଧିକ ସକ୍ଷମ ହେବେ ଛାତ୍ରଛାତ୍ରୀ, ଗ୍ରାଜୁଏସନରେ ଇଣ୍ଟର୍ନସିପ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସ୍ନାତକୋତ୍ତରମାନଙ୍କୁ ଅଧିକ ନିଯୁକ୍ତି ଦେବା ପାଇଁ ଇଣ୍ଟର୍ନସିପ୍ ବାଧ୍ୟତାମୂଳକ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିଷ୍ପତ୍ତି ନେଇଛି । ଇଣ୍ଟର୍ନସିପ୍ ଫିଜିକାଲ, ଡିଜିଟାଲ୍ ଏବଂ…

ନୌସେନାରେ ବିନା ପରୀକ୍ଷାରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ: ଦରମା ୫୬୦୦୦ରୁ ଅଧିକ, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଅଧିକାରୀ ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ଏଥିପାଇଁ ଭାରତୀୟ ନୌସେନା ଜୁନ୍ ୨୦୨୪ କୋର୍ସ ପାଇଁ ୨୨୪ ସର୍ଟ ସର୍ଭିସ କମିଶନ ଅଫିସର (ଏସଏସସି…

ଡିସେମ୍ବର ୧୬ରେ ହେବ ହାଇସ୍କୁଲ ହିନ୍ଦୀ ଓ ସଂସ୍କୃତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତିର ପୁର୍ନପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ - ଓଏସ୍‍ଏସ୍‍ସି ପକ୍ଷରୁ ବାତିଲ ହୋଇଥିବା ହାଇସ୍କୁଲ ହିନ୍ଦୀ ଓ ସଂସ୍କୃତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତିର ପୁର୍ନପରୀକ୍ଷା ଆସନ୍ତା ଡିସେମ୍ବର ୧୬ରେ…

ପ୍ରକାଶ ପାଇଲା ହାଇସ୍କୁଲ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ TGT ପରୀକ୍ଷା ଫଳ, ୫୮୪୨ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ପ୍ରବଣନ ଆୟୋଗ– ଓ.ଏସ୍‍.ଏସି୍‍.ସି. ପକ୍ଷରୁ ଆୟୋଜିତ ହାଇସ୍କୁଲ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ ଟି.ଜି.ଟି. ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସମୁଦାୟ ୫ ହଜାର ୮୪୨ ଜଣ ପ୍ରାର୍ଥୀ…

ଜାରି ହେଲା ବିସ୍ତୃତ ନିୟମାବଳୀ: ରାଜ୍ୟର ସମସ୍ତ ହାଇସ୍କୁଲରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ଅଧିକ ମାତ୍ରାରେ ଚାପଗ୍ରସ୍ତ ହୋଇଯାଇଥାନ୍ତି । ଏହାଫଳରେ ପିଲାମାନଙ୍କର ପରୀକ୍ଷା ବହୁମାତ୍ରାରେ ପ୍ରଭାବିତ ହୋଇଥାଏ । ତେଣୁ ୨୦୨୪ରେ…

ବଢ଼ିଲା ଅବଧି: ଏହି ଦିନ ପର୍ଯ୍ୟନ୍ତ ଆବେଦନ କରିପାରିବେ ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଲାରସିପ୍, ଜାଣନ୍ତୁ ପ୍ରୋସେସ୍

ଯେଉଁ ଛାତ୍ରୀମାନେ ସିବିଏସଇର ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଳଶରସିପ୍ ପାଇଁ ଆବେଦନ କରିନାହାଁନ୍ତି, ସେମାନଙ୍କ ପାଇଁ ବଡ଼ ଖବର । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବୋର୍ଡ ୨୦୨୩-୨୪ ବର୍ଷ ପାଇଁ ସାରା ଦେଶରେ…