Browsing Category
ଶିକ୍ଷା
ଛଟେଇ ସୁଅରେ ଏବେ ମାଇକ୍ରୋସଫ୍ଟ ମଧ୍ୟ ସାମିଲ, ଏହି ବିଭାଗର ୧୯୦୦ କର୍ମଚାରୀ ହରାଇବେ ଚାକିରି: ରିପୋର୍ଟ
୨୦୨୪ରେ ଛଟେଇ କରୁଥିବା କମ୍ପାନୀ ମଧ୍ୟରେ ଏବେ ବଡ଼ ଟେକ କମ୍ପାନୀ ମାଇକ୍ରୋସଫ୍ଟ ମଧ୍ୟ ସାମିଲ ହୋଇଛି । କମ୍ପାନୀ ନିଜ ଭିଡିଓ-ଗେମ୍ ବିଭାଗରେ ୧,୯୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ଖବର ଅନୁଯାୟୀ, ଏହା ଅଧୀନରେ…
OSSC ଜାରି କଲା କରିଜେଣ୍ଡମ୍: ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ବିଜ୍ଞପ୍ତିର ତ୍ରୁଟି ସଂଶୋଧନ ହେଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଡିସେମ୍ବର ମାସରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିରେ…
ବଢ଼ିଲା CUET PG 2024ର ଆବେଦନ ଅବଧି, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ ?
ନୂଆଦିଲ୍ଲୀ: CUET PG 2024 ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସ୍ନାତକୋତ୍ତର କିମ୍ବା ସିୟୁଇଟି ପିଜି ୨୦୨୪ ପାଇଁ ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ସମୟସୀମା ବୃଦ୍ଧି କରିଛି ।…
OJEE ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ: ଆଜିଠାରୁ ପଞ୍ଜିକରଣ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ମାସ ୬ ତାରିଖରେ ଓଜେଇଇ ଅନୁଷ୍ଠିତ ହେବ ।…
ପ୍ରକାଶ ପାଇଲା ବିଜ୍ଞପ୍ତି: ୧୦୨୮୫ଟି ହୋମ ଗାର୍ଡ ପଦରେ ଦିଆଯିବ ନିଯୁକ୍ତି, ଆରମ୍ଭ ହେଲା ଅନଲାଇନ୍ ଆବେଦନ
ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ୧୦,୨୮୫ଟି ହୋମ ଗାର୍ଡ ପଦରେ ନିଯୁକ୍ତି ଦିଆଯିବ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଦ୍ୱାଦଶ ପାସ୍…
OPSC ପକ୍ଷରୁ ସୂଚନା: OCS-୨୦୨୨ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ସେବା ପରୀକ୍ଷା- ୨୦୨୨କୁ ଆସିଛି ଏକ ବଡ଼ ଅପଡେଟ୍ । ଓସିଏସ-୨୦୨୨ର ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ଫେବୃଆରୀ ମାସ ୨୫ରୁ ମାର୍ଚ୍ଚ ମାସ…
NCERT ପକ୍ଷରୁ ନିଯୁକ୍ତି: ଟାଇପିଷ୍ଟ ଚାକିରିରେ ୫୦ ହଜାର ବେତନ, ଏପରି ସୁଯୋଗ କିଏ ଛାଡ଼ିବ
ସମସ୍ତ ସରକାରୀ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଯଦି ଆପଣମାନେ ଟାଇପିଙ୍ଗ ଜାଣିଥିବେ ତେବେ ଆପଣଙ୍କ ପାଇଁ ସରକାରୀ ଚାକିରି କରିବା ପାଇଁ ଏକ ବଡ଼ ସୁଯୋଗ ଆସିଛି । ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ…
ଆଜି କାହିଁକି ପାଳନ କରାଯାଏ ଆନ୍ତର୍ଜାତୀୟ ଶିକ୍ଷା ଦିବସ? ଜାଣନ୍ତୁ ଚଳିତ ବର୍ଷର ଥିମ ଏବଂ ଇତିହାସ
ନୂଆଦିଲ୍ଲୀ: ଆଜି ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଉଛି। ଶିକ୍ଷାର ମହତ୍ତ୍ୱ ବୁଝିବା ପାଇଁ ପ୍ରତିବର୍ଷ ୨୪ ଜାନୁଆରୀ ଅନ୍ତର୍ଜାତୀୟ ଶିକ୍ଷା ଦିବସ ଭାବରେ ପାଳନ କରାଯାଏ। ଆମ ଜୀବନରେ…
OSSC ପକ୍ଷରୁ ଅନଲାଇନ୍ ଆବେଦନ ଆରମ୍ଭ: ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦରେ ଦିଆଯିବ ନିଯୁକ୍ତି
ନିକଟରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିରେ ଜାନୁଆରୀ ୧୬ରୁ ଅନଲାଇନ ରେଜିଷ୍ଟ୍ରେସନ ଓ ଅନଲାଇନ୍…
OSSC ନିଯୁକ୍ତି: ଆସିଷ୍ଟାଣ୍ଟ କଞ୍ଜରଭେଟର ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ
ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗତ ଡିସେମ୍ବର ମାସ ୩୦ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସିଷ୍ଟାଣ୍ଟ କଞ୍ଜରଭେଟର ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।…