Browsing Category

ଶିକ୍ଷା

ଗୋଷ୍ଠୀସ୍ତରରେ ପହଞ୍ଚିବ ସରକାରଙ୍କ ସ୍ୱାସ୍ଥ୍ୟ ସେବା, ଏହାକୁ ପହଞ୍ଚାଇବାରେ ମୁଖ୍ୟ ଭୂମିକା ପାଳନ କରିବେ କର୍ପୋରେଟର

ଭୁବନେଶ୍ୱର:ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଓ ଜନହିତକାରୀ ଯୋଜନା ସଂପର୍କିତ ଦିନିକିଆ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କାର୍ଯ୍ୟାଳୟ ପରିସରସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ…

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ମହମ୍ମଦ ୟୁମ୍ମାନ ଟପ୍ପର

ବିହାର: ଆଜି ପ୍ରକାଶ ପାଇଛି ମାଟ୍ରିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ବିହାର ବୋର୍ଡ ତରଫରୁ ପିଲାମାନଙ୍କ ପରୀକ୍ଷା ଫଳ ଘୋଷଣା କରାଯାଇଛି । ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସହ ବିଏସଇବି ଚେୟାରମ୍ୟାନ ଆନନ୍ଦ କିଶୋର…

UGC ଦେଲା ଚେତାବନୀ: ନକଲି ୟୁନିଭରସିଟିରେ ଆଡମିଶନ କଲେ କ୍ୟାରିୟର ବର୍ବାଦ ହୋଇଯିବ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଦେଶର ଶିକ୍ଷା କ୍ଷେତ୍ରର ବିକାଶ ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କେନ୍ଦ୍ର ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜାତୀୟ ଶିକ୍ଷାନୀତି (ଏନଇପି)୨୦୨୦ ଅନୁସାରେ ବିଶ୍ୱବିଦ୍ୟାଳୟ ଅନୁଦାନ…

ଜୁନିୟର କ୍ଲର୍କ, ଲାବ ଆସିଷ୍ଟାଷ୍ଟ, ସୁପରିଟେଣ୍ଡେଣ୍ଟ, ଡ୍ରାଇଭର, ପିଅନ ପଦ ଖାଲି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନରେ ଥିବା କ୍ୟାଣ୍ଟନମେଣ୍ଟ ବୋର୍ଡ, ପୁଣେ ତରଫରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ…

କେନ୍ଦ୍ରରେ ଖାଲି ପଡିଛି ୯.୭୯ ଲକ୍ଷରୁ ଅଧିକ ସରକାରୀ ପଦବୀ,କେଉଁ ବିଭାଗରେ ଖାଲି ପଡିଛି ସର୍ବାଧିକ ସଂଖ୍ୟକ ଚାକିରି; ଆସନ୍ତୁ ଜାଣିବା

ନୂଆଦିଲ୍ଲୀ:ସରକାରୀ ଚାକିରି ଟିଏ ପାଇବା ପାଇଁ କିଏ ଅବା ଇଚ୍ଛା କରନ୍ତି ନାହିଁ? ଲୋକମାନେ ବର୍ଷ ବର୍ଷ ଧରି ଏହା ପାଇଁ ପ୍ରସ୍ତୁତ ହେଉଛନ୍ତି କିନ୍ତୁ ସେମାନେ କିଛି କାରଣ ପାଇଁ ମନୋନୀତ ହେଇପାରନ୍ତି ନାହିଁ। ଅନେକ ଥର…

ଇସ୍ରୋରେ ବାହାରିଲା ନିଯୁକ୍ତିର ସୁଯୋଗ, କେବଳ ଦ୍ୱାଦଶ ପାସ କରିଥିଲେ ମଧ୍ୟ କରିପାରିବେ ଆବେଦନ; ଲକ୍ଷରେ ମିଳିବ ଦରମା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ରେ ଅନେକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ବାହାରିଛି। ଏଥିରେ ଫାୟାରମ୍ୟାନ୍, କ୍ଷୁଦ୍ର ଯାନ ଡ୍ରାଇଭର, ଭାରୀ ଯାନ ଡ୍ରାଇଭର, ଡ୍ରାଫ୍ଟମ୍ୟାନ୍ ବି (ସିଭିଲ୍),…

OPSC ନିଯୁକ୍ତି ୨୦୨୩: ୩୯୧ ଟି ପଦବୀରେ ନିଯୁକ୍ତି ପାଇଁ ଆରମ୍ଭ ହେଲା ଆବେଦନ, ଜାଣନ୍ତୁ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଓଡିଶା ଲୋକସେବା ଆୟୋଗ (ଓପିଏସସି) ୩୯୧ ଟି ପଦବୀ ପାଇଁ ଖୁବ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବ। ଏହି ନିଯୁକ୍ତି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସିଭିଲ୍) ଏବଂ ସହକାରୀ କାର୍ଯ୍ୟନିର୍ବାହୀ…

OIL India Limited ଦେଉଛି ବଢ଼ିଆ ଚାକିରି: ଦରମା ୨୫ ହଜାର ଉପରେ, ୧୦ମ, ଦ୍ୱାଦଶ ପାସ୍ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଅଏଲ ଇଣ୍ଡିଆ ଲିମିଟେଡ (ଓଆଇଏଲ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ୱାର୍କସପର୍ସନ ଗ୍ରେଡ ୩, ୪ ଓ ୭ ପଦରେ ନିଯୁକ୍ତି ଦିଆଯିବ ।…

ଯୁକ୍ତ ୨ ପରୀକ୍ଷା ବଡ ବିଭ୍ରାଟ: ମିଳୁନି ୧୨ ଜଣ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା

ବାରିପଦା: ମାଟ୍ରିକ ପରେ ବର୍ତ୍ତମାନ ଯୁକ୍ତ ୨ ପରୀକ୍ଷାରେ ଦେଖାଦେଇଛି ବଡ ଧରଣର ବିଭ୍ରାଟ । ପିଲାମାନଙ୍କ ପରୀକ୍ଷା ପ୍ରତି ପ୍ରଶାସନର ଅବହେଳା ନୀତି ଲୋକଲୋଚନକୁ ଆସିଛି । ଯୁକ୍ତ ଦୁଇ ପରୀକ୍ଷାର ସାହିତ୍ୟ ବିଷୟର ୧୨ଟି…

OCAC ସହିତ ଚୁକ୍ତି ସ୍ୱାକ୍ଷର କଲା କମିଶନରେଟ ପୋଲିସ: ରାଜ୍ୟର ସ୍କୁଲ ଓ କଲେଜ ପିଲାଙ୍କୁ ପଢ଼ାଯିବ ସାଇବର ସୁରକ୍ଷା ପାଠ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଇଣ୍ଟରନେଟର ଯୁଗ ବଢ଼ିବାକୁ ଲାଗିଥିବା ବେଳେ ସାଇବର ଅପରାଧ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସମୟରେ ଦୈନନ୍ଦିନ ଜୀବନରେ ସାଇବର ସୁରକ୍ଷା ପ୍ରଶାସନ ଓ ପୋଲିସ ପାଇଁ…