fbpx
Browsing Category

ଶିକ୍ଷା

ବଡ଼ ଖବର: ଏହି ତାରିଖରୁ ଓଡ଼ିଶାରେ ଖୋଲିବ ପ୍ରାଥମିକ ସ୍କୁଲ, ଜାଣନ୍ତୁ କେବେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ପାଠପଢ଼ା ଅଧିକ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ରାଜ୍ୟରେ ଜାନୁଆରୀ ୩ରୁ ଖୋଲିବାକୁ ଯାଉଛି ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ…

୨୦୨୨-୨୩ରେ କମିବ ପିଲାଙ୍କ ସିଲାବସ୍, କରୋନା ଯୋଗୁଁ NCERT ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ ଅଫ୍ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଅର୍ଥାତ୍ NCERT ଏକାଡେମି ଅଧିବେଶନ ୨୦୨୨-୨୩ ପାଇଁ ସମସ୍ତ ଶ୍ରେଣୀର ସ୍କୁଲ ସିଲାବସକୁ କମାଇବାକୁ ନିଷ୍ପତ୍ତି ନେଇଛି । ଦେଶରେ କୋଭିଡ କାରଣରୁ…

OSSCରେ ବାହାରିଲା ଜୁନିୟର କ୍ଲର୍କ ଚାକିରି, ସମସ୍ତ ଗ୍ରାଜୁଏଟଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC) ପକ୍ଷରୁ ଚାକିରି ଆଶାୟୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଜୁନିୟର କ୍ଲର୍କ ପଦବୀ ପାଇଁ ଏନେଇ ବିଜ୍ଞପ୍ତି ବାହାରିଛି । ଇଚ୍ଛୁକ…

କମିଶନରେଟ ପୋଲିସରେ ୬୦୦ ଟ୍ରାଫିକ ସ୍ୱେଚ୍ଛାସେବୀ ପଦବୀ ଖାଲି, ଛାତ୍ରଛାତ୍ରୀଙ୍କୁ ଦିଆଯିବ ନିଯୁକ୍ତି

ପୋଲିସ କମିଶନରେଟରେ ଭୁବନେଶ୍ୱର ଓ କଟକ ସହରାଞ୍ଚଳ ଆରକ୍ଷୀ ଜିଲ୍ଲାରେ ୬୦୦ ପଦବୀ ଖାଲି ରହିଛି । ଏହି ପଦବୀରେ ଛାତ୍ରଛାତ୍ରୀ ଟ୍ରାଫିକ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତି ଦିଆଯିବ । ଭୁବନେଶ୍ୱର ସହରାଞ୍ଚଳରେ ୪୦୦ ଓ କଟକ…

ମାଟ୍ରିକ୍ ସମେଟିଭ ଆସେସମେଣ୍ଟ ହେବ କି ନାହିଁ ? ଜାଣନ୍ତୁ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜାନୁଆରୀ ୫ରେ ହେବାକୁ ଥିବା ମାଟ୍ରିକ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ହେବ କି ନାହିଁ ବୋଲି ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ…

Bank of India ପକ୍ଷରୁ ଗ୍ରାଜୁଏସନଧାରୀଙ୍କ ପାଇଁ ଆସିଲା ନିଯୁକ୍ତି ସୁଯୋଗ

ବ୍ୟାଙ୍କ ଅଫ୍ ଇଣ୍ଡିଆ (BOI) ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ସ୍ପେଶାଲିଷ୍ଟ ସିକ୍ୟୁରିଟି ଅଫିସର୍ସ ପାଇଁ ୨୫ଟି ପଦବୀ ପୂରଣ ପାଇଁ ବ୍ୟାଙ୍କ ପକ୍ଷରୁ ବିଜ୍ଞାପନ ବାହାରିଛି । ଗତ ୨୪ ତାରିଖଠାରୁ ଏନେଇ ଆବେଦନ…

ଓଡ଼ିଶାର ସରକାରୀ ସ୍କୁଲରେ ଶିକ୍ଷକଙ୍କ ପାଇଁ ବାହାରିଲା ୧୧,୪୦୩ ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରକାରୀ ଶିକ୍ଷକ ପଦବୀ ପାଇବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସି ଖବର । ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ…

CBSE ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ନେଇ ବୋର୍ଡ ପକ୍ଷରୁ ଆସିଲା ଗୁରୁତ୍ୱପୂର୍ଣ୍ଣ ଅପଡେଟ୍, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ସମଗ୍ର ଦେଶରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ମୋଟ ୩୩ ଲକ୍ଷ ଛାତ୍ରଛାତ୍ରୀ…

ନୂଆବର୍ଷରେ ମିଳିବ ବମ୍ପର ଚାକିରିର ସୁଯୋଗ: ୨୦୨୨ପାଇଁ ଦେଖନ୍ତୁ ସରକାରୀ ଚାକିରିର ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଦେଶରେ ୨୦୨୨ରେ ମିଳିବ ନିଯୁକ୍ତିର ଏକ ବୃହତ୍ତମ ସୁଯୋଗ । ୟୁପିଏସସି, ଏସଏସସି ଏବଂ ଆରଆରବିରେ ପ୍ରତି ବର୍ଷ ଭଳି ନିଯୁକ୍ତି ସୁଯୋଗ ଦେଉଥିବା ବେଳେ କିଛି ବୋର୍ଡ ଦ୍ୱାରା ଅନେକ ବୃହତର ନିଯୁକ୍ତି ହେବାକୁ…