Browsing Category

ଶିକ୍ଷା

IIT କଲେଜରେ ସିଭିଲ ଇଞ୍ଜିନିୟରିଂ : ମାତ୍ର ୫୭% ପିଲାଙ୍କୁ ମିଳିଛି ଚାକିରି

ନୂଆଦିଲ୍ଲୀ: କୋର୍ସ ଓ କଲେଜ ମଧ୍ୟରେ ଚୟନ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିକଳ୍ପ ମଧ୍ୟରୁ ଅନ୍ୟତମ । ଅଧିକାଂଶ ମାମଲାରେ ପ୍ରିମିୟର୍ ଇଞ୍ଜିନିୟରିଂ କଲେଜରେ ଆଡମିଶନ କଥା ଆସିଲେ- ଇଣ୍ଡିଆନ୍…

ଆଜିଠୁ +୨ ପରୀକ୍ଷା, କପି ରୋକିବାକୁ ଏପରି ରହିଛି ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର +୨ ପରୀକ୍ଷା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଏହା ମେ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ବିଜ୍ଞାନ, କଳା ଓ…

ଆଜିଠୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପରୀକ୍ଷା ଚାଲୁ ରହିବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାରୁ ଗୁରୁବାରଠାରୁ ମେ' ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ…

ତାତିରୁ ନାହିଁ ତ୍ରାହି: କାଲିଠାରୁ ୟୁଜି/ପିଜି କ୍ଲାସ ରୁମ୍ ପାଠପଢ଼ା ବନ୍ଦ, ଜାଣନ୍ତୁ କେତେ ଦିନ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତି ଯୋଗୁଁ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ ହୋଇଥିବା ଆସନ୍ତାକାଲିଠାରୁ ୟୁଜି/ପିଜି କ୍ଲାସ ରୁମ ପାଠପଢ଼ା ବନ୍ଦ…

NEET BDS ଆଡମିଟ୍ କାର୍ଡ ଜାରି ହେଲା, ଏହି ଲିଙ୍କକୁ ଯାଇ କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ) ମାଷ୍ଟର୍ସ ଅଫ୍ ଡେଣ୍ଟାଲ ସର୍ଜରୀ (ଏମଡିଏସ) ୨୦୨୨ ପରୀକ୍ଷା ପାଇଁ ଆଡମିଡ୍ କାର୍ଡ ଆସି ଯାଇଛି । ନ୍ୟାସନାଲ ବୋର୍ଡ ଅଫ୍ ଏକଗାମିନେସନ୍ସ ଇନ୍…

କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିବେ କୋଭିଡ୍ ଅନାଥ: ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସବୁ ଛାଡ଼, ଲାଗୁହେଲା ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ-୧୯ ମହାମାରୀ ଦୁଇ ବର୍ଷରୁ ଅଧିକ ସମୟ ଧରି ସମଗ୍ର ବିଶ୍ୱକୁ କବଜା କରି ରଖିଥିଲା । ତେବେ କୋଭିଡରେ ପିତାମାତାଙ୍କୁ ହରାଇଥିବା ଅନାଥ ପିଲାଙ୍କ ପାଇଁ ଏକ ଭଲ ଖବର ଆସିଛି । ଏଣିକି…

ଆଜିଠାରୁ CBSE ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କର Term-2 ପରୀକ୍ଷା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ)ର ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଅନୁଷ୍ଠିତ ହେବ । ସିବିଏସଇ ଅଧୀନରେ ଥିବା ସମସ୍ତ ସ୍କୁଲମାନଙ୍କରେ ପାଖପାଖି ୫୦ ଦିନ ଧରି…

ଇଣ୍ଡିଆନ କୋଷ୍ଟଗାର୍ଡରେ ବମ୍ପର ନିଯୁକ୍ତି: ଭଲ ବେତନ ସାଙ୍ଗକୁ ମିଳିବ ଅନ୍ୟାନ୍ୟ ସୁବିଧା, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ କୋଷ୍ଟଗାର୍ଡରେ ସୃଷ୍ଟି ହୋଇଛି ଖାଲି ପଦ । ସ୍ନାତକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଥିବା ବେଳେ ସର୍ବାଧିକ ବୟସ ସୀମା ୩୦ ବର୍ଷ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଏହି ପଦରେ ଆବେଦନ କରିବା…

CBSE ପରୀକ୍ଷା ଗାଇଡଲାଇନ୍: ଜାଣନ୍ତୁ କରୋନା କାଳରେ କ’ଣ ରହିଛି ପ୍ରୋଟୋକଲ ?

ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହୋଇଯିବ । ଏଥର ପରୀକ୍ଷା ଦୁଇଟି ଟର୍ମରେ ଆୟୋଜିତ କରାଯାଉଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇ ପରୀକ୍ଷା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଏଥର ବି…

ବିହାର ଲୋକସେବା ଆୟୋଗ ଆଜି ଜାରି କରିବ ପ୍ରିଲିମିନାରୀ ପରୀକ୍ଷା ଆଡମିଟ୍ କାର୍ଡ, ଏମିତି କରିପାରିବେ ଡାଉନଲୋଡ

ବିହାର ଲୋକ ସେବା ଆୟୋଗ (ବିପିଏସସି) ସୋମବାର ବିପିଏସସିର ୬୭ ତମ କମ୍ବାଇନ୍ଡ ପରୀକ୍ଷାର ଆଡମିଟ୍ କାର୍ଡ ଜାରି କରିବ । ଯେଉଁ ପରୀକ୍ଷାର୍ଥୀ ବିପିଏସସି ପ୍ରିଲିମିନାରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି ସେମାନେ ଆଡମିଟ୍…