Browsing Category
ଶିକ୍ଷା
ଭାରତୀୟ ସେନାରେ ଏଣିକି ହେବ ଧଡ଼ାଧଡ଼ ନିଯୁକ୍ତି: ୨୫୦ ବର୍ଷ ପୁରୁଣା ନିୟମ ବଦଳାଇବାକୁ ଯାଉଛନ୍ତି ସରକାର
ନୂଆଦିଲ୍ଲୀ: ସେନାରେ ନିଯୁକ୍ତିକୁ ନେଇ ୨୫୦ ବର୍ଷ ଧରି ଚାଲିଆସୁଥିବା ନିୟମକୁ ବଦଳାଇବାକୁ ଯାଉଛନ୍ତି ସରକାର, ଯାହାଫଳରେ ସୈନିକମାନେ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି ପାଇବେ । ଏହା ସହ ସେନାରେ ଜାତି, ଧର୍ମ କିମ୍ବା…
କୋଷ୍ଟଗାର୍ଡରେ ୧୦ମ ପାସଙ୍କୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ
୧୦ମ ପାସଙ୍କ ପାଇଁ ଇଣ୍ଡିଆନ କୋଷ୍ଟ ଗାର୍ଡରେ ସରକାରୀ ଚାକିରି ପାଇଁ ଭଲ ସୁଯୋଗ ରହିଛି । ହେଡକ୍ୱାର୍ଟର କୋଷ୍ଟ ଗାର୍ଡ ପଶ୍ଚିମ ରିଜନ ତରଫରୁ ଜେନେରାଲ ସେଣ୍ଟ୍ରାଲ ସର୍ଭିସ ଗ୍ରୁପ୍ ସି ନନ ଗେଜେଟେଡ କାଟାଗୋରୀ ପଦରେ…
UPSC CSE Prelims 2022: ୫ ରେ ହେବ ସିଭିଲ ସର୍ଭିସ୍ ପ୍ରି ପରୀକ୍ଷା, ପରୀକ୍ଷାର୍ଥୀ ନେଇପାରିବେ ଏହି ଜିନିଷ
ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ର ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ରବିବାର ୫ ଜୁନ୍ ରେ ଆୟୋଜିତ ହେବ । ପ୍ରିଲିମ୍ସ ପରୀକ୍ଷା ଅଫଲାଇନ ଆୟୋଜିତ କରିବା ପାଇଁ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରର…
ଆଜିଠୁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ
ଭୁବନେଶ୍ବର(ଓଡ଼ିଶା ଭାସ୍କର): ଆଜିଠୁ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହୋଇଛି । ୨ଟି ପର୍ଯ୍ୟାୟରେ +୨ ଖାତାଦେଖା ହେବ । ଜୁନ୍ ୨ରୁ ଜୁନ୍ ୧୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଓ ଜୁନ୍ ୧୩ରୁ ୨୨ ଯାଏଁ ୨ୟ…
NEET-PG ରେଜଲ୍ଟ ଘୋଷଣା ହେଲା: ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଏହି ଲିଙ୍କକୁ ଯାଇ କରନ୍ତୁ ଚେକ୍
ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ବୋର୍ଡ (ଏନବିଇ) ପକ୍ଷରୁ ଆଜି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପୋଷ୍ଟ ଗ୍ରାଜୁଏଟ ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି । ପ୍ରାର୍ଥୀମାନେ ntaboard.edu.in କୁ ଯାଇ…
ଜୁଲାଇ ୪ରୁ OJEE ପରୀକ୍ଷା: ପ୍ରକାଶ ପାଇଲା ପରୀକ୍ଷା ସୂଚୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): OJEE-୨୦୨୨ ପାଇଁ ଆଜି ପ୍ରକାଶ ପାଇଛି ପରୀକ୍ଷା ସୂଚୀ । ଆସନ୍ତା ଜୁଲାଇ ୪ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ, ଯାହାକି ୮ ତାରିଖରେ ସରିବ । ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ OJEE…
ସିଭିଲ ସର୍ଭିସ୍ ପରୀକ୍ଷା ରେଜଲ୍ଟ ପ୍ରକାଶ: ୬୩ ରାଙ୍କରେ ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ
ନୂଆଦିଲ୍ଲୀ: ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷାରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୧୮୦ ଜଣ ଆଇଏଏସ, ୨୦୦ ଜଣ ଆଇପିଏସ ଓ ୩୭ ଜଣ ଆଇଏଫଏସ ଲାଗି ଯୋଗ୍ୟ ହୋଇଛନ୍ତି । ଏଥିରେ…
ବିନା ପରୀକ୍ଷାରେ CRPF ରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ, ଦରମା ୭୨,୦୦୦ ରୁ ଅଧିକ
ନୂଆଦିଲ୍ଲୀ: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ରେ ଚାକିରି ପାଇବାକୁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏଥିପାଇଁ ଡେପୁଟି କମାଣ୍ଡାଣ୍ଟ (ଡିସି) ପଦବୀ ପୂରଣ ପାଇଁ CRPF ଆବେଦନ…
ବଡ଼ ଖବର: ଜୁନ୍ ୨ରୁ ଆରମ୍ଭ ହେବ +୨ ମୂଲ୍ୟାୟନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜୁନ୍ ୨ରୁ ଆରମ୍ଭ ହେବାକୁ ଯାଉଛି +୨ ମୂଲ୍ୟାୟନ । ୬୪ ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍ ଜରିଆରେ ହେବ ମୂଲ୍ୟାୟନ । ସୂଚନା ମୁତାବକ, ୬୪ଟି କେନ୍ଦ୍ରରେ ଅଫଲାଇନ୍ ଓ ୩୭ଟି କେନ୍ଦ୍ରରେ…
୪ବର୍ଷର ସେବା ପରେ ସମସ୍ତ ସୈନିକଙ୍କୁ ଦିଆଯିବ ଅବସର, ଜାଣନ୍ତୁ କ’ଣ ପୂରା ଖବର
ନୁଆଦିଲ୍ଲୀ: ଟୁର୍ ଅଫ ଡ୍ୟୁଟି ଯୋଜନାରେ ତିନି ସେବା(ସ୍ଥଳ ସେନା, ନୌସେନା ଏବଂ ବାୟୁସେନା)ରେ ଭର୍ତ୍ତି ପାଇଁ ନୂଆ ପ୍ରଣାଳୀରେ କିଛି ଅମୁଳଚୂଳ ପରିବର୍ତ୍ତନର ପ୍ରାସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଅନୁଯାୟୀ ନିଯୁକ୍ତ…