Browsing Category
ଶିକ୍ଷା
ଜୁଲାଇ ୪ରୁ OJEE ପରୀକ୍ଷା: ପ୍ରକାଶ ପାଇଲା ପରୀକ୍ଷା ସୂଚୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): OJEE-୨୦୨୨ ପାଇଁ ଆଜି ପ୍ରକାଶ ପାଇଛି ପରୀକ୍ଷା ସୂଚୀ । ଆସନ୍ତା ଜୁଲାଇ ୪ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ, ଯାହାକି ୮ ତାରିଖରେ ସରିବ । ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ OJEE…
ସିଭିଲ ସର୍ଭିସ୍ ପରୀକ୍ଷା ରେଜଲ୍ଟ ପ୍ରକାଶ: ୬୩ ରାଙ୍କରେ ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ
ନୂଆଦିଲ୍ଲୀ: ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷାରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୧୮୦ ଜଣ ଆଇଏଏସ, ୨୦୦ ଜଣ ଆଇପିଏସ ଓ ୩୭ ଜଣ ଆଇଏଫଏସ ଲାଗି ଯୋଗ୍ୟ ହୋଇଛନ୍ତି । ଏଥିରେ…
ବିନା ପରୀକ୍ଷାରେ CRPF ରେ ଅଫିସର ହେବାର ସୁବର୍ଣ୍ଣ ସୁଯୋଗ, ଦରମା ୭୨,୦୦୦ ରୁ ଅଧିକ
ନୂଆଦିଲ୍ଲୀ: ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ରେ ଚାକିରି ପାଇବାକୁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏଥିପାଇଁ ଡେପୁଟି କମାଣ୍ଡାଣ୍ଟ (ଡିସି) ପଦବୀ ପୂରଣ ପାଇଁ CRPF ଆବେଦନ…
ବଡ଼ ଖବର: ଜୁନ୍ ୨ରୁ ଆରମ୍ଭ ହେବ +୨ ମୂଲ୍ୟାୟନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜୁନ୍ ୨ରୁ ଆରମ୍ଭ ହେବାକୁ ଯାଉଛି +୨ ମୂଲ୍ୟାୟନ । ୬୪ ମୂଲ୍ୟାୟନ କେନ୍ଦ୍ରରେ ଅଫଲାଇନ୍ ଜରିଆରେ ହେବ ମୂଲ୍ୟାୟନ । ସୂଚନା ମୁତାବକ, ୬୪ଟି କେନ୍ଦ୍ରରେ ଅଫଲାଇନ୍ ଓ ୩୭ଟି କେନ୍ଦ୍ରରେ…
୪ବର୍ଷର ସେବା ପରେ ସମସ୍ତ ସୈନିକଙ୍କୁ ଦିଆଯିବ ଅବସର, ଜାଣନ୍ତୁ କ’ଣ ପୂରା ଖବର
ନୁଆଦିଲ୍ଲୀ: ଟୁର୍ ଅଫ ଡ୍ୟୁଟି ଯୋଜନାରେ ତିନି ସେବା(ସ୍ଥଳ ସେନା, ନୌସେନା ଏବଂ ବାୟୁସେନା)ରେ ଭର୍ତ୍ତି ପାଇଁ ନୂଆ ପ୍ରଣାଳୀରେ କିଛି ଅମୁଳଚୂଳ ପରିବର୍ତ୍ତନର ପ୍ରାସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ଅନୁଯାୟୀ ନିଯୁକ୍ତ…
ଦଶମ ଏବଂ ITI ପାସ୍ କରିଛନ୍ତି, ବିନା ପରୀକ୍ଷାରେ ରେଲୱେରେ ମିଳିବ ଚାକିରି, ଆଜିଠୁ ଆରମ୍ଭ ହେଉଛି ଆବେଦନ
ନୁଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗୋଟିଏ ସରକାରୀ ଚାକିରିର ମୂଲ୍ୟ କାହିଁରେ କେତେ। ଜଣେ ବ୍ୟକ୍ତି ଭଲ ଦରମା ସହିତ ଘରୋଇ କମ୍ପାନୀରେ ଚାକିରି କରିଥିଲେ ମଧ୍ୟ କମ୍ ଦରମାରେ ସରକାରୀ ଚାକିରି ଆଗରେ ତାହାର ମୂଲ୍ୟ ତୁଚ୍ଛ…
ଆସିଷ୍ଟାଣ୍ଟ ପ୍ରଫେସର ସାକ୍ଷାତକାର ପରୀକ୍ଷା ବନ୍ଦ କଲା OPSC, UGCର ନିର୍ଦ୍ଦେଶ ପରେ ନିଆଗଲା ପଦକ୍ଷେପ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ସାକ୍ଷାତକାର ପରୀକ୍ଷା ବନ୍ଦ କରାଯାଇଛି । ୟୁନିଭରସିଟି ଗ୍ରାଣ୍ଟସ କମିଶନ (ୟୁଜିସି)ର ତାଗିଦ ପରେ ଓପିଏସସି ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।…
UGC-NET ଅନଲାଇନ୍ ଆବେଦନ ସମୟସୀମା ବଢ଼ିଲା, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ
ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିଶନ- ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ନେଟ) ପରୀକ୍ଷା ଆବେଦନ ସମୟସୀମା ବୃଦ୍ଧି ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୟୁଜିସି…
ICSE, ISC ବୋର୍ଡ ପରୀକ୍ଷା ସିଲାବସ୍ ବଦଳିଲା: ୨୦୨୩ରେ ହେବ ନାହିଁ ଟର୍ମ ପରୀକ୍ଷା
ନୂଆଦିଲ୍ଲୀ: କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗଜାମିନେସନ (ସିଆଇଏସସିଇ) ବୋର୍ଡ ପକ୍ଷରୁ ଆସନ୍ତା ୨୦୨୩ ବର୍ଷ ପାଇଁ ସିଲାବସ୍ ପରିବର୍ତ୍ତନ କରାଯାଇଛି । ଆଇସିଏସଇ, ଆଇଏସସିର ପରୀକ୍ଷାର୍ଥୀ ଏଣିକି ନୂଆ…
ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୁଞ୍ଚିଲା ଦ୍ୱାଦଶ ପରୀକ୍ଷା: ଜାଣନ୍ତୁ ପୁଣି କେବେ ହେବ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉପନିର୍ବାଚନ ପାଇଁ ଘୁଞ୍ଚିଲା ପରୀକ୍ଷା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ଦ୍ୱାଦଶ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ୩୧ ତାରିଖରେ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବା ନେଇ…