fbpx
Browsing Category

କରୋନା

ଓଡ଼ିଶାରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି, ଅପରପକ୍ଷେ ସଂକ୍ରମଣ କମୁଛି, କ’ଣ ହୋଇପାରେ ଏହା ପଛର ପ୍ରକୃତ କାରଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ ଲକଡାଉନ୍ ସହ ସପ୍ତାହାନ୍ତ ସଟଡାଉନ୍ ଜାରି ରହିଛି । ତେବେ କିଛିଦିନ ଧରି କରୋନା କଟକଣା ଜାରି ରହିବା ପରେ ରାଜ୍ୟରେ ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ସୁଧୁରିଛି ।…

ବିଏମସି ପକ୍ଷରୁ ହେଲା ସ୍ୱତନ୍ତ୍ର ଟେଷ୍ଟିଂ କ୍ୟାମ୍ପ୍, କୋଉଠି ଜାଣନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପୂରା ଦମ୍ରେ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଏନେଇ ବ୍ୟାପକ ସଚେତନତା କରାଯାଇ ଆସୁଛି । ଏପରିକି ଟିକାକରଣ ଓ…

ଟିକାକରଣ ନେଇ କେନ୍ଦ୍ରର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶରେ କରୋନା ପ୍ରକୋପ ଏବେବି ଜାରି ରହିଛି । ପୂର୍ବ ଅପେକ୍ଷା ଏବେ ସଂକ୍ରମଣ ହାର କମ୍ ଆସୁଥିଲେ ବି ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଟିକାକରଣକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛି…

ରାଜଧାନୀର କେମିତି ଚାଲିଛି ଟିକାକରଣ? ଜାଣନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟଳିନି ସଂକଟ, ହଟନି ସମସ୍ୟା । ଚିନ୍ତାରେ ଡୁବାଇ ରଖିଛି ମହାମାରୀ କରୋନା । ଦ୍ୱିତୀୟ ତରଙ୍ଗରେ ସବୁଠି ଲୋକେ କଲବଲ ହୋଇଗଲେଣି । ଏଥିପାଇଁ କଡ଼ା କଟକଣା ସହ ଲକଡାଉନ୍ ନିୟମ ମଧ୍ୟ ଜାରି ରହିଛି…

ଉହାନ ଲ୍ୟାବ ସମ୍ପର୍କରେ ଚକିତ କଲା ଭଳି ରିପୋର୍ଟ ଦେଲେ ବ୍ରିଟିଶ୍ ସାମ୍ବାଦିକ, ଜାଣନ୍ତୁ କଣ…

ନୂଆଦିଲ୍ଲୀ: ପ୍ରଥମେ ଆମେରିକା ଆଉ ପରେ ପରେ ବ୍ରିଟେନ୍ । ଉଭୟ ଦେଶର ସମାନ ଦାବି ଯେ ଚୀନର ଉହାନ ଲାବ୍ ରେ ହିଁ ତିଆରି କରାଯାଇଛି କରୋନା ଭୂତାଣୁ। କରୋନା ଆରମ୍ଭରୁ ସାରା ବିଶ୍ୱର ସନ୍ଦେହଘେରରେ ରହିଆସିଥିବା ସେହି…

ଦେଶରେ ଦିନକରେ ଏକ ଲକ୍ଷ ତଳକୁ ଖସିଲା କରୋନା ସଂକ୍ରମଣ: ଆଜି ୨୧୨୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୧୨୩ ଜଣଙ୍କ…

ସଂକ୍ରମଣ କମିଲେ ବି ଜାରି ରହିବ ଲକଡାଉନ! ଶୀଘ୍ର କୋଭିଡ୍ କଟକଣା ହଟାଇବା ଭାରତ ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ: ବିଶ୍ୱ ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତ ବର୍ଷରେ କରୋନା ସଂକ୍ରମଣ କ୍ରମଶଃ କମିବାରେ ଲାଗିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ କିଛି ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ ଆଉ କିଛି ରାଜ୍ୟରେ ଧୀରେଧୀରେ…

ଓଡ଼ିଶାରେ ବଢ଼ୁଛି କରୋନା ମୃତ୍ୟୁସଂଖ୍ୟା: ଆଜି ୪୫ଟି ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

ଓଡ଼ିଶାରେ ତଳକୁ ଖସୁଛି କରୋନା ହାର: ଆଜି ଚିହ୍ନଟ ହେଲେ ୫୮୯୬ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୫୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୫୧ ହଜାର ୮୩୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୪୩ ଲକ୍ଷ ୬୬…