fbpx
Browsing Category

କରୋନା

କୋଭାକ୍ସିନ୍‌ ଅପେକ୍ଷା ଅଧିକ ଆଣ୍ଟିବଡି ତିଆରି କରୁଛି କୋଭିସିଲ୍ଡ: ଅଧ୍ୟୟନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କରୋନା ବିରୁଦ୍ଧ ଲଢେଇ ପାଇଁ ଦେଶରେ ଟିକାକରଣ ଅଭିଯାନ ଜୋରଦାର ହେଉଛି । ଏହି ସମୟରେ, କୋଭିଶିଲ୍ଡ ଏବଂ କୋଭାକ୍ସିନ ମଧ୍ୟରେ କେଉଁ ଟିକା ଅଧିକ ଆଣ୍ଟିବଡି ତିଆରି କରେ ସେ ନେଇ ଅନେକ…

ସୋନୁଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ହୁମା, ଜାଣନ୍ତୁ କ’ଣ କହିଲେ ସୋନୁ…

ମୁମ୍ବାଇ (ଓଡ଼ିଶା ଭାସ୍କର) : ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେଶି ସୋନୁ ସୁଦଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଏହା ଶୁଣି ସୋନୁ ସୁଦ ନିଜେ ଲାଜେଇ ଯାଇଛନ୍ତି । ଏକ ସାକ୍ଷାତକାରରେ ସୋନୁ ସୁଦ କହିଛନ୍ତି,…

ଭୁବନେଶ୍ୱରରୁ ଆଜି ୪୨୪ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୪୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

ଅନଲକ୍ ପ୍ରଥମ ଦିନରେ ଦିଲ୍ଲୀ ଜାମ୍, ଉପୁଜିଲା ଟ୍ରାଫିକ୍ ସମସ୍ୟା

ନୂଆଦିଲ୍ଲୀ: ରାଜଧାନୀରେ ସୋମବାର ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି କଟକଣା ଭିତରେ ତାଲା ଖୋଲିବା ଆରମ୍ଭ ହୋଇଛି । ତେବେ ପ୍ରଥମ ଦିନରୁ ହିଁ ଦେଶର ରାଜଧାନୀ ଦିଲ୍ଲୀରେ…

ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ କରୋନା, ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଏବେ ବି ଜାରି ରହିଛି । ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ନୂଆପଡା ବିଧାୟକ…

ଦୁର୍ଲ୍ଲଭ ECMO ମେସିନ୍ ପାଖରେ ବନ୍ଧା ପଡ଼ିଛି ଓଡ଼ିଶାବାସୀଙ୍କ ଜୀବନ: ଏୟାରଲିଫ୍ଟରେ ରାଜ୍ୟ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ଗୁରୁତର କରୋନା…

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନା ରୋଗୀଙ୍କ ପାଇଁ କାଳ ସାଜିଛି ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ (ଇସିଏମଓ) ମେସିନ୍ । ଇସିଏମଓ ମେସିନ୍ ଅଭାବରୁ ଗୁରୁତର କରୋନା ରୋଗୀମାନେ ରାଜ୍ୟ ବାହାରକୁ…

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଡ ଘୋଷଣା, କହିଲେ – ‘ଯେଉଁଠାରେ ଭୋଟ୍, ସେଠାରେ ଟିକାକରଣ’

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆ ଅଭିଯାନ ଚଳାଇବାକୁ ଘୋଷଣା କରିଛନ୍ତି । ଆଜି ସେ ‘ ଯେଉଁଠାରେ ଭୋଟ୍, ସେଠାରେ ଟିକାକରଣ' ଅଭିଯାନ ଆରମ୍ଭ କରିବା ବିଷୟରେ କହିଛନ୍ତି…

କରୋନା ଚିକିତ୍ସାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଏବେ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ମେ’ ମାସରେ ଦୈନିକ ୪ ଲକ୍ଷ ଲୋକ କରୋନା ପଜିଟିଭ ହେଉଥିବା ବେଳେ ଏବେ ୧ ଲକ୍ଷ ପାଖାପାଖି ଲୋକ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ…

ଗୋଟିଏ ପଟେ ଜୀବନ, ଅନ୍ୟପଟେ ଜୀବିକା: କରୋନା ଆଉ କଟକଣା ମଧ୍ୟରେ ବଢ଼ିଚାଲିଛି ବେକାରି, ଏଥିରୁ କିପରି ମିଳିବ ମୁକ୍ତି

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରାୟ ରାଜ୍ୟରେ କଟକଣା ଜାରି ହୋଇଛି । ତେବେ ଗୋଟିଏ ପଟେ ଜନସାଧାରଣ ଜୀବନ ରକ୍ଷା ପାଇଁ କରୋନା ସହ ଲଢ଼େଇ କରୁଛନ୍ତି । ସେହିପରି ଅନ୍ୟପଟେ ଜୀବିକା ବିପନ୍ନ…

ନୂଆ ଗାଇଡଲାଇନ: ଏବେ ବିନା ଲକ୍ଷଣ ରୋଗୀଙ୍କୁ ଔଷଧ ଖାଇବା ଦରକାର ନାହିଁ, ପୁଷ୍ଟିକର ଖାଦ୍ୟ ଖାଇ ସୁସ୍ଥ ହୋଇ ପାରିବେ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଚିକିତ୍ସାର ଗାଇଡଲାଇନରେ ପରିବର୍ତନ କରିଛନ୍ତି । ଏହା ଅନୁଯାୟୀ, ଯେଉଁ ରୋଗୀଙ୍କଠାରେ କରୋନା ଲକ୍ଷଣ ନାହିଁ କିମ୍ବା ହାଲୁକା ଲକ୍ଷଣ ରହିଛି, ସେମାନଙ୍କୁ କୌଣସି…