fbpx
Browsing Category

କରୋନା

କରୋନା ଚିକିତ୍ସାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ୍, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଏବେ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ମେ’ ମାସରେ ଦୈନିକ ୪ ଲକ୍ଷ ଲୋକ କରୋନା ପଜିଟିଭ ହେଉଥିବା ବେଳେ ଏବେ ୧ ଲକ୍ଷ ପାଖାପାଖି ଲୋକ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ…

ଗୋଟିଏ ପଟେ ଜୀବନ, ଅନ୍ୟପଟେ ଜୀବିକା: କରୋନା ଆଉ କଟକଣା ମଧ୍ୟରେ ବଢ଼ିଚାଲିଛି ବେକାରି, ଏଥିରୁ କିପରି ମିଳିବ ମୁକ୍ତି

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ବିରୋଧରେ ଲଢ଼େଇ ପାଇଁ ପ୍ରାୟ ରାଜ୍ୟରେ କଟକଣା ଜାରି ହୋଇଛି । ତେବେ ଗୋଟିଏ ପଟେ ଜନସାଧାରଣ ଜୀବନ ରକ୍ଷା ପାଇଁ କରୋନା ସହ ଲଢ଼େଇ କରୁଛନ୍ତି । ସେହିପରି ଅନ୍ୟପଟେ ଜୀବିକା ବିପନ୍ନ…

ନୂଆ ଗାଇଡଲାଇନ: ଏବେ ବିନା ଲକ୍ଷଣ ରୋଗୀଙ୍କୁ ଔଷଧ ଖାଇବା ଦରକାର ନାହିଁ, ପୁଷ୍ଟିକର ଖାଦ୍ୟ ଖାଇ ସୁସ୍ଥ ହୋଇ ପାରିବେ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଚିକିତ୍ସାର ଗାଇଡଲାଇନରେ ପରିବର୍ତନ କରିଛନ୍ତି । ଏହା ଅନୁଯାୟୀ, ଯେଉଁ ରୋଗୀଙ୍କଠାରେ କରୋନା ଲକ୍ଷଣ ନାହିଁ କିମ୍ବା ହାଲୁକା ଲକ୍ଷଣ ରହିଛି, ସେମାନଙ୍କୁ କୌଣସି…

ରାଜଧାନୀରେ ଆରମ୍ଭ ହେଲା ଅନଲକ୍, ଜାଣନ୍ତୁ କଣ ଖୋଲିବ…

ଭୁବନେଶ୍ୱର: ଦୀର୍ଘ ଦିନ ପରେ ମିଳିଲା ସାମାନ୍ୟ ଆଶ୍ୱସ୍ତି । ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଚାରିଆଡ଼େ ପଡ଼ିଥିବା ତାଲା ଖୋଲିବା ପ୍ରକ୍ରିୟା ହେଲା ଆରମ୍ଭ । ରାଜଧାନୀରୁ ଆରମ୍ଭ ହୋଇଛି ଏହି ଅନଲକ୍ ଉଦ୍ୟମ । ତେବେ…

ଦେଶରେ କରୋନା ସଂକ୍ରମଣ ତଳକୁ ଖସିଲା: ଆଜି ୨୪୨୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୪୨୭ ଜଣଙ୍କ…

ଓଡ଼ିଶାରୁ ୪୧ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

ଓଡ଼ିଶାରେ ନିମ୍ନମୁଖୀ ହେଲା କରୋନା ଗ୍ରାଫ୍: ଆଜି ଚିହ୍ନଟ ହେଲେ ୬୧୧୮ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ମାସ୍କ ପିନ୍ଧିବା ନିହାତି ଜରୁରୀ: ଏବେ କିନ୍ତୁ ମାସ୍କ ପିନ୍ଧିଲେ ଗଣିବେ ଫାଇନ୍, ଜାଣନ୍ତୁ କେଉଁଠି ଓ…

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶବାସୀ କରୋନାର ଦ୍ୱିତୀୟ ଲହରକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି । ଘରେ, ବାହାରେ ମାସ୍କ ପିନ୍ଧିବା ଏକପ୍ରକାର ବାଧ୍ୟତାମୂଳକ କରାଯାଇଛି । ଏପରିକି ସଂକ୍ରମଣକୁ ରକ୍ଷା ପାଇବାକୁ ହେଲେ…

ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ କୋଭୋଭ୍ୟାକ୍ସକୁ ମିଳିଲା ଡିସିଜିଆଇର ମଞ୍ଜୁରୀ

ନୂଆଦିଲ୍ଲୀ (ଓଡିଶା ଭାସ୍କର) : ଡ୍ରଗ୍ସ କଣ୍ଟ୍ରୋଲର ଅଫ୍‌ ଇଣ୍ଡିଆ ତରଫରୁ କରୋନା ଭୂତାଣୁର ସମ୍ଭାବିତ ଟିକା କୋଭୋଭ୍ୟାକ୍ସର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ପରୀକ୍ଷଣ ବିନା…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୪୩ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୪୩ ହଜାର ୬୮୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୪୦ ଲକ୍ଷ ୩୯…