
Browsing Category
ଅପରାଧ
Breaking: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ, ଯୁବକଙ୍କ ତଣ୍ଟି କାଟି କଲେ ହତ୍ୟା
ଛତିଶଗଡ଼: ପୁଣି ଏକ ହତ୍ୟାକାଣ୍ଡ। ଯୁବକଙ୍କ ତଣ୍ଟି କାଟିଦେଲେ ମାଓବାଦୀ। ରାତିରେ ଘରେ ପଶିଲେ ଆଉ ଅପହରଣ କରିନେଲେ। ପରେ ଏକ ଧାରୁଆ ଅସ୍ତ୍ରରେ ଗଳା କାଟିଦେଲେ।
ଫଳରେ ମାଓବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଲେ ଯୁବକ।…
ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଫୋନରେ ହତ୍ୟା ଧମକ, ‘୫୦ ଲକ୍ଷ ଟଙ୍କା ନ ଦେଲେ ଜୀବନ ପ୍ରତି ବିପଦ…’
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କୁ ଫୋନରେ ହତ୍ୟା ଧମକ। ୫୦ ଲକ୍ଷ ଟଙ୍କା ନ ଦେଲେ ଜୀବନ ପ୍ରତି ବିପଦ କହିଥିବା କହିଲେ। ଯଦି ଟଙ୍କା ନାହିଁ ୫୦ ହଜାର ଟଙ୍କା ପଠାନ୍ତୁ କହିଲା…
୬ ଆନ୍ତଜିଲ୍ଲା ଡକାୟତ ଗିରଫ, ୩ଟି ପିକଅପ୍ ଭ୍ୟାନ ସହ ଗୋଟିଏ ବୋଲେରୋ ଜବତ
ଧର୍ମଶାଳା: ବାଲିଚନ୍ଦ୍ରପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଛଅ ଜଣ ଆନ୍ତଜିଲ୍ଲା ଡକାୟତଙ୍କୁ ଗିରଫ କରିଛି ପୋଲିସ ।
ତିନୋଟି ପିକଅପ୍ ଭ୍ୟାନ୍ ସହ ଗୋଟିଏ ବୋଲେରୋ ଜବତ କରିଛି ପୋଲିସ । ପୁରୀ, ପିପିଲି ଏବଂ…
ଲୁଟେରାଙ୍କ କବଳରୁ ବାଦ୍ ପଡ଼ିଲେନି ପୋଲିସ, ମହିଳା ଇନ୍ସପେକ୍ଟରଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍
ଭଦ୍ରକ: (ଓଡ଼ିଶା ଭାସ୍କର) ଲୁଟେରାଙ୍କ କବଳରୁ ବାଦ୍ ପଡ଼ିଲେନି ପୋଲିସ ମ୍ୟାଡାମ୍। ମହିଳା ଇନ୍ସପେକ୍ଟରଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ।
ପରିବା କିଣିବା ବେଳେ ଝାମ୍ପିନେଲେ ସୁନା ଚେନ୍। ସୁଚନା…
ଟଙ୍କା ଲୋଭରେ କାଟି ଦେଲେ ମୂଲ୍ୟବାନ ଗଛ, ବେଆଇନ୍ ବିକ୍ରିକୁ ନେଇ ତାତିଲେ ଗ୍ରାମବାସୀ
ବାଲେଶ୍ୱର: ସ୍କୁଲ ପରିସରରେ ଥିବା ଲକ୍ଷାଧିକ ଟଙ୍କାର ଗଛଗୁଡ଼ିକ କାଟି ସଫା କରିଦେଇଛନ୍ତି । ନିଛାଟିଆ ଦିଶୁଛି ସମ୍ପୂର୍ଣ୍ଣ ପରିବେଶ ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ…
ରେଳ ୱାଗନରୁ ବୋମା ଜବତ ମାମଲାରେ ଦୁଇ ଅଧିକାରୀ ନିଲମ୍ବିତ
କଣ୍ଟାବାଞ୍ଜି: ରେଳ ୱାଗନରୁ ବୋମା ଜବତ ଘଟଣାରେ ୨ ଜଣଙ୍କୁ ନିଲମ୍ବିତ କରାଯାଇଛି । ଆଜି ୱାଗନରୁ ୧୨ଟି ବୋମା ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସୂଚନାରୁ ପ୍ରକାଶ ଗୋଲାବାରୁଦ କାରଖାନାର ୨ ଅଧିକାରୀଙ୍କୁ…
(Video) ଜେଲରେ ସ୍ୱାମୀ, ପ୍ରେମିକ ସହ ରହୁଥିଲା ସ୍ତ୍ରୀ… ତାତିଲେ ଗାଁ ମାଇପେ, ମହିଳାଙ୍କ ଶାଢ଼ୀ ଖୋଲି…
ଅହମଦାବାଦ୍: ଗୁଜୁରାଟର ଆଦିବାସୀ ବହୁଳ ହାହୋଦ ଜିଲ୍ଲାରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ ମହିଳା ଅନ୍ୟ ଜଣେ ପୁରୁଷଙ୍କ ପ୍ରେମ ସମ୍ପର୍କରେ ଥିବା ଜାଣିପାରି ଗାଁର କେତେଜଣ ସ୍ତ୍ରୀ ଲୋକ ମହିଳାଙ୍କୁ…
ମୋମୋଜ କିଣିବା ପଡିଲା ମହଙ୍ଗା, ୫ ମିନିଟରେ ହୋଇଗଲା ବଡ଼ ଖେଳ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟବସାୟୀଙ୍କ ସ୍କୁଟି ଡିକିର ଲକ୍ ଭାଙ୍ଗି ଚୋରମାନେ ୨.୫ ଲକ୍ଷ ଟଙ୍କା ଚୋରି କରିନେଇଛନ୍ତି। ଓମପ୍ରକାଶ ଗୁପ୍ତା ଦୋକାନ ବନ୍ଦ କରି…
ମହିଳା କନଷ୍ଟେବଳଙ୍କୁ ମନ୍ଦିରରେ ପ୍ରେମ ବିବାହ କଲେ ଇନ୍ସପେକ୍ଟର, ବିବାହ ସରୁସରୁ ଲାଗିଲେ ଝଗଡ଼ା, ଆଉ ତା’ ପରେ…
ପାଟନା,୩ା୨: କାର୍ଯ୍ୟରତ ଜଣେ ପୋଲିସ ଇନ୍ସପେକ୍ଟର ଆଉ ଜଣେ ମହିଳା କନଷ୍ଟେବଳଙ୍କ ମଧ୍ୟରେ ପ୍ରଥମେ ପ୍ରେମ ହୋଇଗଲା । ତା’ ପରେ ମନ୍ଦିରରେ କରିନେଲେ ବିବାହ । ହେଲେ ବିବାହ ସରୁସରୁ ସେହିଠାରେ ଲାଗିଗଲେ ମାଡ଼ପିଟ୍ । ଯାହାର…
ଏହି ପରି ହ୍ୟାକ୍ ହୋଇଥାଏ ଇନଷ୍ଟାଗ୍ରାମ ଆକାଉଣ୍ଟ, ରୁହନ୍ତୁ ସତର୍କ
ନୂଆଦିଲ୍ଲୀ: ଆଜିକାଲି ଇଣ୍ଟରନେଟ୍ ରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇବା ସମସ୍ତଙ୍କ ପାଇଁ ଏକ ସାଧାରଣ କଥା। ସେଥିପାଇଁ ସମସ୍ତେ ସୋସିଆଲ ମିଡିଆ ଆପ୍ ବ୍ୟବହାର କରିଥାନ୍ତି।
ଇନଷ୍ଟାଗ୍ରାମରେ ଆମେ ଆମର ସାଙ୍ଗ ଏବଂ ପରିବାର…