Browsing Category
ଅପରାଧ
ବ୍ୟାଙ୍କ କାନ୍ଥରେ ସିନ୍ଧି କରି ଚୋରି ଉଦ୍ୟମ, ସାଇରନ୍ ବାଜିବାରୁ ଧରାପଡିଲେ ଯୁବକ
କୋରାପୁଟ, (ଭାସ୍କର ନ୍ୟୁଜ୍): ପ୍ରଥମ ଥର ବ୍ୟାଙ୍କ କାନ୍ଥରେ ସିନ୍ଧି କରି ଚୋରି ଉଦ୍ୟମ ବେଳେ ସାଇରନ୍ ବାଜିବାରୁ ସଫଳ ହୋଇପାରି ନ ଥିଲା ଦୁର୍ବୃତ୍ତ । ତେବେ ଦ୍ୱୀତିୟ ଥର ପୁଣି ସାଇରନ୍ ବାଜିବାରୁ ବିଫଳ ହେଲା ।…
ବିଶିଷ୍ଟ ଲେଖକ ସଲମାନ ରଶିଦଙ୍କୁ ଛୁରାମାଡ଼
ନ୍ୟୁୟର୍କ : ଶୁକ୍ରବାର ସନ୍ଧ୍ୟାରେ ଆମେରିକାର ନ୍ୟୁୟର୍କରେ ବିଶିଷ୍ଟ ଲେଖକ ସଲମାନ ରସିଦଙ୍କୁ ଛୁରାମାଡ଼ ହୋଇଛି । ଏକ ସମାବେଶରେ ସେ ଯୋଗ ଦେଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଛୁରାମାଡ଼ କରିଥିଲା । ତାଙ୍କୁ ଗୁରୁତର…
ଇଏ ବାପା ନ ପିଶାଚ, ପିଲାର କାନ୍ଦରେ ବିରକ୍ତ ହୋଇ ପିଟିପିଟି ମାରିଦେଲା
ନୂଆଦିଲ୍ଲୀ: ନିଦ ଖରାପ୍ ହେବାରୁ ଦେଢ଼ ମାସର ନିଷ୍ପାପ ଶିଶୁକୁ ପିଟିପିଟି ହତ୍ୟା କରିଦେଲା ବାପା। ଏଭଳି ଏକ ବର୍ବର କାଣ୍ଡ ଘଟିଛି ଦିଲ୍ଲୀ ନିକଟସ୍ଥ ହରିୟାଣାର ପୁରୁଣା ଫରିଦାବାଦ୍ ରେ। ଶିଶୁଟିର ମାଆ ଏହି ଅଭିଯୋଗ…
ଲେଖକ ସଲମାନ ରୁଶିଦଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ ସଲମାନ ରୁଶିଦଙ୍କୁ ନ୍ୟୁୟର୍କର ବଫେଲୋ ନିକଟରେ ଚୋଟାଉକ୍ୱା ନିକଟରେ ଛୁରୀ ମାଡ଼ କରାଯାଇଛି । ଲେଖକ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବଳେ ତାଙ୍କୁ ମଞ୍ଚରେ ଛୁରାମାଡ଼ ହୋଇଛି ।…
ଓଃ କି’ ବର୍ବରତା, ନିଜ ପରିବାରର ୪ ସଦସ୍ୟଙ୍କୁ ଖଣ୍ଡାରେ ହାଣି ହତ୍ୟାକଲା ସାନବୋହୂ….
ତୁଚ୍ଛ ହେଲା ସଂପର୍କ... ନିଜ ପରିବାରର ସଦସ୍ୟଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ସାନବୋହୂ । ପଶ୍ଚିମ ବଙ୍ଗ ହାୱଡ଼ାରେ ରାକ୍ଷୀ ପୂର୍ଣ୍ଣିମା ପୂଜାକୁ ନେଇ ଝଗଡ଼ାରେ ଜଣେ ମହିଳା ନିଜ ପରିବାରର ଚାରି ଜଣକୁ ହତ୍ୟା କରିଦେଲେ ।…
ଦିଲ୍ଲୀ ପୋଲିସକୁ ମିଳିଲା ବଡ ସଫଳତା: ଜବତ ହେଲା ୨୦୦୦ ଅଫୁଟା ଗୁଳି
ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ଅଗଷ୍ଟ ୧୫ ପୂବର୍ବରୁ ପୋଲିସକୁ ମିଳିଛି ବଡ ସଫଳତା । ୨୦୦୦ ଅଫୁଟା ଗୁଳି ସହିତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସୂଚନା ଅନୁଯାୟୀ ଦିଲ୍ଲୀର ଇଷ୍ଟ ଡିଷ୍ଟ୍ରକ୍…
ବଢୁଛି ଆତଙ୍କୀ ହମଲା : ଜାମ୍ମୁ କାଶ୍ମୀରରେ ପ୍ରବାସୀ ଶ୍ରମିକ ମୃତ
ଶ୍ରୀନଗର: ବିହାରର ଜଣେ ପ୍ରବାସୀ ଶ୍ରମିକଙ୍କୁ ଜାମ୍ମୁ କାଶ୍ମୀରର ବାନ୍ଦିପୁରରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିବା ପୋଲିସ ଆଜି ସୂଚନା ଦେଇଛି । ବାନ୍ଦିପୁରର ସୋଡନାରା ସୁମ୍ବଲରେ ମଧ୍ୟରାତ୍ରିରେ ଏହି ଆକ୍ରମଣ…
ଅନୈତିକ ସମ୍ପର୍କ ଯୋଗୁଁ ବୋହୂର ମୁଣ୍ଡ କାଟିଲା ଶାଶୁ: କଟା ମୁଣ୍ଡକୁ ଥାନାଗେଟ ଆଗରେ ଫୋପାଡ଼ି କହିଲା- ‘ମୁଁ କାଟିଛି’
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଅନ୍ନାମାୟା ଜିଲ୍ଲା ରାୟାଚୋଟି ସହରର ରାମପୁରମ୍ ଅଞ୍ଚଳରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି, ଯେୁଁଠାରେ ସୁବାମା ନାମକ ଜଣେ ମହିଳା ନିଜ ବୋହୂ ବସୁନ୍ଧରା (୩୫) ଙ୍କ ମୁଣ୍ଡ…
ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା: ଖୁଲମ୍ ଖୁଲା ବୁଲୁଛନ୍ତି ଅଭିଯୁକ୍ତ, ଚୁପ ବସିଛି ପୋଲିସ
ଡେଲାଙ୍ଗ,(ଭାସ୍କର ନ୍ୟୁଜ): ଘରବାଡ଼ିରେ ପଶି ଜୋରଜବରଦସ୍ତ ଗଛରୁ ନଡିଆ ତୋଳିଲେ । ପ୍ରତିବାଦ କରିବାରୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କଲୋଜୀବନରୁ ମାରିଦେବାକୁ ଧମକ ଦେଇ ଘରୁ ଘୋଷାଡି ଆଣି ବଳାତ୍କାର କରିବାକୁ ଉଦ୍ୟମ କଲେ ।…
ଠିିପ ବନ୍ଦ ମଦ ଦୋକାନରୁ ଚୋରି ଘଟଣା: ୭୩୩୦ଟଙ୍କା ଓ ୫ ଗୋଟି ବୋତଲ ଜବତ, ଜଣେ ଗିରଫ
ନବରଙ୍ଗପୁର, (ଭାସ୍କର ନ୍ୟୁଜ୍): ନବରଙ୍ଗପୁର ସହର ଗବରିଏଲଗୁଡା ନିକଟରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ଠିିପି ବନ୍ଦ ମଦ ଦୋକାନରେ ଗତ ଲୁଲାଇ ୩୦ ତାରିଖ ରାତରେ ଚୋରି ଘଟଣାରେ ନବରଙ୍ଗପୁର ପୋଲିସ ଜଣକୁ ଗିରଫ କରି…