
Browsing Category
ଅପରାଧ
ଉଡାଣରେ ବିଳମ୍ବ ହେବାରୁ କପରେ କରିଦେଲେ ୟୁରିନ, ଏୟାରଲାଇନ ଶିକ୍ଷା ଦେଲା ଏପରି
ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମୟରେ ଅନେକ ଥର ଅପବ୍ୟବହାରର ଏପରି ଖବର ସାମ୍ନାକୁ ଆସେ ଯାହାକୁ ଶୁଣିବା ପରେ ସମସ୍ତେ ରାଗିଯାଆନ୍ତି । ଏପରି ଏକ ଘଟଣା ଅଷ୍ଟ୍ରେଲିଆରେ ସାମ୍ନାକୁ ଆସିଛି । ସେଠାରେ ଜଣେ ବ୍ୟକ୍ତି…
ନିର୍ବାଚନ ପୂର୍ବରୁ କେରଳରେ ବଡ଼ ଧରଣର ବିସ୍ଫୋରଣ, ମୃତକ ଜଣକ ଥିଲେ CPIM ର କାର୍ଯ୍ୟକର୍ତ୍ତା
ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲାର ମୂଲିୟାଥୋଡରେ ଶୁକ୍ରବାର ଦିନ ସକାଳୁ ଏକ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ଏବଂ ଏଥିରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ବୋମା ବିସ୍ଫୋରଣରେ ଶିକାର…
ATM ମେସିନ୍ ନିକଟରେ ଏହି ଗୋଟିଏ ଭୁଲ୍ ଆପଣଙ୍କୁ କରିଦେବ କାଙ୍ଗାଳ, ନିମ୍ନୋକ୍ତ ଘଟଣାରୁ ଜାଣନ୍ତୁ ତାହା କେଉଁ ଭୁଲ୍
ନୂଆଦିଲ୍ଲୀ: ଲୋକଙ୍କୁ ଫସାଇବା ଲାଗି ସ୍କାମର୍ସ ବିଭିନ୍ନ ପ୍ରକାର ଚାଲ୍ ଚଲାଉଛନ୍ତି । ନିକଟରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏପରି ହୋଇଛି । ସ୍କାମର୍ସ ମହିଳାଙ୍କୁ ଏଟିଏମ୍ ଫ୍ରଡ୍ରେ ଫସାଇ ଦେଇଛନ୍ତି । ଘଟଣା ଏହି ମାସ…
ଗାଡ଼ି ଚାଳକଙ୍କୁ ଚେତାବନୀ; ଟ୍ରାଫିକ ଛକରେ ମୋବାଇଲ ନିଷେଧ: ବ୍ୟବହାର କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଟ୍ରାଫିକ ଛକରେ ଠିଆ ହୋଇଥିଲେ ବି ମୋବାଇଲ ବ୍ୟବହାର କରିପାରିବେ ନାହିଁ ୟୁଜର । ଏଥିପାଇଁ ନୂଆ ନିୟମ ଜାରି କରାଯାଇଛି । ନିୟମ ନ ମାନିଲେ ସିଧାସଳଖ ଗାଡ଼ି ଜବତ କରି ଉଠାଇ ନେଇପାରେ ପୋଲିସ । ଏଥିପାଇଁ ଗାଡ଼ି…
ଭଉଣୀକୁ ହତ୍ୟା କରି ନିଜ ଘରେ ପୋତିଦେଲା ଭାଇ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବରେଲୀରେ ଭାଇ-ଭଉଣୀ ସଂପର୍କରେ ରକ୍ତ ଛିଟା ଲାଗିଥିବା କଥା ସାମ୍ନାକୁ ଆସିଛି । ଜଣେ ଭାଇ ନିଜ ଭଉଣୀକୁ ହତ୍ୟା କରି, ତାର ଶବକୁ ଘରେ ହିଁ ଗାତ ଖୋଳି ପୋତିଦେଇଛି । କେବଳ ଏତିକି ନୁହେଁ…
ମେଡିକାଲ୍ରୁ କଏଦୀ ଫେରାର, ହତ୍ୟା ମାମଲାରେ କାଟୁଥିଲା ସଜା
ଭୁବନେଶ୍ୱର: ଜେଲ୍ କର୍ମଚାରୀଙ୍କୁ ଚକ୍ମା ଦେଇ ମେଡିକାଲ୍ରୁ ଜଣେ କଏଦୀ ଫେରାର ହୋଇଯାଇଛି । ଏପରି ଘଟଣା ଘଟିିଛି ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ଅଞ୍ଚଳରେ ।
ବିଳମ୍ବିତ ରାତିରେ ମେଡିକାଲ୍ରୁ ଖସି ପଳାଇ ଯାଇଛି…
ଚାକିରି ଛାଡ଼ିବା ପାଇଁ ବାଧ୍ୟ କରୁଥିଲେ ପୁରଷ ବନ୍ଧୁ, ରାଜି ନହେବାରୁ ହତ୍ୟା କଲେ
ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପ୍ରେମିକାର ଚାକିରିରୁ ଅସନ୍ତୁଷ୍ଟ ଥିବା ଜଣେ ପ୍ରେମିକ ତା’ର ହତ୍ୟା କରିଛି । ମୃତକ ମହିଳା ଜଣଙ୍କ ହେଉଛନ୍ତି କୋଲକାତା ନିବାସୀ…
(Video) Toilet ଉଠାଇନେଲା ପୁରୁଣା ପ୍ରେମିକ: ପ୍ରେମରେ ଧୋକା ଖାଇବା ପରେ ଚୋରେଇ ନେଲା ପାଇଖାନା
ଓଡ଼ିଶା ଭାସ୍କର: କୁହାଯାଏ ଯେ, ପ୍ରେମରେ ସବୁକିଛି ସମ୍ଭବ ହୋଇଥାଏ । ଯେକୌଣସି ବାଧାବିଘ୍ନକୁ ଅତିକ୍ରମ କରି ଜଣେ ନିଜ ପ୍ରେମକ ପାଇବାର ଚେଷ୍ଟା କରେ । କିନ୍ତୁ ପ୍ରେମରେ ଧେକା ଖାଇଥିବା ଜଣେ ପ୍ରେମିକ ତା'ଠାରୁ ଆହୁରି…
ଫୋନ ଚାର୍ଜ ହେଲେ ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ଖାଲି! ଜାଣନ୍ତୁ ଠକେଇର ନୂଆ ଫର୍ମୁଲା, ସରକାର ଜାରି କଲେ ଆଲର୍ଟ
ନୂଆଦିଲ୍ଲୀ: ଆଜିକାଲି ଅନେକ ଉପାୟରେ ହେଉଛି ଠକେଇ । ଏ ନେଇ ଭାରତ ସରକାର ସ୍ମାର୍ଟଫୋନ ବା ଲ୍ୟାପଟପ ୟୁଜର୍ସଙ୍କୁ ୟୁଏସବି ସ୍କାମ ବିଷୟରେ ଚେତାବନୀ ଦେଇଛନ୍ତି । CERT-In ର ଲାଟେଷ୍ଟ ରିପୋର୍ଟ ଅନୁଯାୟୀ, ସାଇବର ଠକେଇକୁ…
ଓଟିପି ବିନା ହ୍ୟାକରମାନେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିପାରିବେ, ଜାଣନ୍ତୁ କିପରି ଓ ଏଥିରୁ ବଞ୍ଚିବାର ଉପାୟ
ନୂଆଦିଲ୍ଲୀ: ଆଜିକାଲି ସାଇବର ଅପରାଧ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଶିବା ପାଇଁ ସାଇବର ଅପରାଧୀମାନେ ଟେକ୍ନୋଲୋଜିର ଅପବ୍ୟବହାର କରନ୍ତି । ଆଜିକାଲି ସାଇବର ଅପରାଧୀମାନେ ଏପରି…