Browsing Category
ଅପରାଧ
Google, FB, Amazon ଭଳି ବଡ କମ୍ପାନୀରେ ମିଳିବନି ନିଯୁକ୍ତି! ଭାରତରେ ବି ଦେଖାଯାଉଛି ପ୍ରଭାବ…
ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ବେରୋଜଗାରୀ ସବୁଠୁ ବଡ ଚିନ୍ତା ପାଲଟିଛି । ଏବେ ଭାରତରେ FAAMNG (Facebook (Meta), Amazon, Apple, Microsoft, Netflix, Google (Alphabet)) କମ୍ପାନୀର ୪ ହଜାରରୁ କମ୍ ଜବ୍…
ଏକ ତରଫା ପ୍ରେମକୁ ନେଇ ଛୁରାମାଡ ; ଅଳ୍ପକେ ବର୍ତ୍ତିଲା ଇଂଜିନିୟରିଂ ଛାତ୍ରୀଙ୍କ ଜୀବନ
କଟକ: ଆଜିକାଲି ଦେଶ ତଥା ରାଜ୍ୟରେ ଦିନକୁ ଦିନ ଅପରାଧିକ ଘଟଣା ବଢିବାର ଲାଗିଛି । ଖାସ କରି ପ୍ରେମ ବ୍ୟାପାରକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି । କିଏ ପ୍ରେମ ପାଇଁ ନିଜ ଜୀବନ ହାରୁଛି ତ ଆଉ…
ସ୍ୱାମୀକୁ ପ୍ରେମିକ କହିଲା- ‘ତୋ ସ୍ତ୍ରୀକୁ ମୁଁ ଗର୍ଭବତୀ କରିଛି’: କୌଣସି ଫିଲ୍ମ ଷ୍ଟାଇଲରୁ କମ୍ ନୁହେଁ ଏହି କାହାଣୀ
କାନପୁର: ଉତ୍ତରପ୍ରଦେଶର କାନପୁରରେ ରେପର ଅଭିଯୁକ୍ତ ଜଣେ ଯୁବତୀଙ୍କ ସହ ଏପରି ଖେଳ ଖେଳିଛନ୍ତି, ଯାହା କୌଣସି ଫିଲ୍ମ ଷ୍ଟାଇଲରୁ କମ୍ ନୁହେଁ । ସୁରଜ ନାମକ ଅଭିଯୁକ୍ତ ୨ ବର୍ଷ ପୂର୍ବରୁ ପୀଡିତ ଯୁବତୀଙ୍କ ଘରେ ପଶି…
ପୁଲଓ୍ଵାମା ଆକ୍ରମଣରେ ଉତ୍ସବ ମନାଇଥିଲେ ଛାତ୍ର, କୋର୍ଟ ଦେଲେ ୫ ବର୍ଷ ଜେଲଦଣ୍ଡ
ବେଙ୍ଗାଲୁରୁ: ଜାମ୍ମୁ-କାଶ୍ମୀରର ପୁଲଓ୍ଵାମାରରେ ୨୦୧୯ରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିଲା ବଡ ଧରଣର ଆତଙ୍କବାଦୀ ଆକ୍ରମଣ। ତେବେ ଏଥିରେ ସଂପୃକ୍ତ ଆତଙ୍କବାଦୀଙ୍କ ପ୍ରଶଂସା କରି ସହିଦଙ୍କ ବଳିଦାନ ଉପରେ ଖୁସି ବ୍ୟକ୍ତ…
(ଭିଡ଼ିଓ )ତଳ ମହଲାରେ ବାଇକ୍ ଶୋ ରୁମ୍ ଆଉ ଉପରେ ଚାଲିଛି ଦେହ ବ୍ୟାପାର,ପୁଣି ଠାବ ହେଲା ଆଉ ଏକ ସେକ୍ସ ରାକେଟ
ବ୍ରହ୍ମପୁର: ତୁଳସୀ ନାମ ରେ କଳଙ୍କ ଛିଟା । ବ୍ରହ୍ମପୁରରେ ପୁଣି ଠାବ ହୋଇଛି ସେକ୍ସ ରାକେଟ । ସହରର ପ୍ରମୁଖ ଛକ ଟାଟାବେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟାପାର । ଦୀର୍ଘଦିନ ଧରି ଚାଲିଥିବା…
Whatsappରେ ମଗାଇଲେ ୩୬୦ ଟଙ୍କାର ବିୟର: କିନ୍ତୁ ଆକାଉଣ୍ଟରୁ କଟିଗଲା ୪୪ ହଜାର ଟଙ୍କା
ନୂଆଦିଲ୍ଲୀ: ଇଣ୍ଟରନେଟ ଏବଂ ସ୍ମାର୍ଟଫୋନ ୟୁଜରଙ୍କୁ ଲୁଟ କରିବା ପାଇଁ ବିଭିନ୍ନ ଉପାୟ ଖୋଜି ବାହାର କରୁଛନ୍ତି । ତେବେ ସେମାନଙ୍କର ସବୁଠୁ ବଡ ପ୍ଲାଟଫର୍ମ ସାଜିଛି ସୋସିଆଲ ମିଡିଆ । ତେବେ ବର୍ତ୍ତମାନ ଲୋକପ୍ରିୟ…
‘ଦୟାଳୁ ଥିଲା, ଦୁଷ୍କର୍ମ ପରେ ନାବାଳିକାକୁ ଜୀବନ୍ତ ଛାଡି ଦେଲା,’ ନିଜର ଭୁଲ୍ ମାନିଲେ ହାଇକୋର୍ଟ
ଭୋପାଳ: ନାବାଳିକାକୁ ଦୁଷ୍କର୍ମ ପରେ ଜୀବନ୍ତ ଛାଡି ଦେବା, ଏହା ଦୁଷ୍କର୍ମକାରୀର ଦୟାଳୁପଣ ଥିଲା। ଏମିତି ଟିପ୍ପଣୀ କୌଣସି ବ୍ୟକ୍ତି କିମ୍ବା ରାଜନୈତିକ ଦଳର ନେତା କରିନଥିଲେ। ଏମିତି ଲଜ୍ଜାଜନକ ଟିପ୍ପଣୀ କରିଥିଲେ…
(Video) ବ୍ରେକଅପ୍ କରିବାକୁ ଚାହୁଁଥିଲା ପ୍ରେମିକା: ଏଥିରେ ରାଜି ନହେବାରୁ ପ୍ରେମିକକୁ ପିଆଇଦେଲା ବିଷ
ଥିରୁଅନନ୍ତପୁରମ : କେରଳରେ ୨୩ ବର୍ଷୀୟ ରେଡିୟଲୋଜି ଛାତ୍ରଙ୍କ ମୃତ୍ୟୁ ମାମଲାରେ ଥିରୁଅନନ୍ତପୁରମ ପୋଲିସ ଆଶ୍ଚର୍ଯ୍ୟକର ଖୁଲାସା କରିଛି । ପୋଲିସ କହିଛି ଯେ, ରୋଶନ ରାଜଙ୍କ ହତ୍ୟ ତାଙ୍କ ପ୍ରେମିକା ଗରିସ୍ମା କରିଛି । ୧୪…
Two Finger Test ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ, କହିଲେ ଏଭଳି କରିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ :ବଳାତ୍କାର ମାମଲାରେ ସୋମବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ଟୁ ଫିଙ୍ଗର ଟେଷ୍ଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସହିତ କୋର୍ଟ ଚେତାବନୀ ଦେଇଛନ୍ତି ଯେ ଯଦି ଜଣେ ବ୍ୟକ୍ତି…
ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍: ୧.୭୫ କୋଟିର କ୍ରିପ୍ଟୋ କରେନ୍ସି ଠାବ
ଭୁବନେଶ୍ୱର: ଭୁବନେଶ୍ୱର ଆରଡବ୍ଲୁଏସଏସ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ କରିଛି ଭିଜିଲାନ୍ସ। ଆରଡବ୍ଲୁଏସଏସ'ର ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ରେଡ ପରେ ୧.୭୫ କୋଟିର କ୍ରିପ୍ଟୋ କରେନ୍ସି ଠାବ ହୋଇଥିବା…