Browsing Category

ଅପରାଧ

ଦୁଇ ମହିଳା ଜଣେ ଜଣଙ୍କ ସ୍ୱାମୀଙ୍କ ଉପରେ ଲଗାଇଲେ ବଳତ୍କାର ଅଭିଯୋଗ, ଏଫଆଇଆର ନ ଲେଖିବାରୁ ଦେଲେ ଧମକ

କାନପୁର: ଉତ୍ତରପ୍ରଦେଶର ଦୁଇ ମହିଳା ଜଣେ ଅନ୍ୟଜଣଙ୍କ ସ୍ୱାମୀଙ୍କ ଉପରେ ବଳତ୍କାର ଅଭିଯୋଗ ଆଣିଛନ୍ତି । ଏହି ଦୁଇଜଣ ପଡୋଶୀ ବୋଲି ଜଣା ପଡିଛନ୍ତି । ସେମାନଙ୍କ ସ୍ୱାମୀ କ୍ଷୀର ବ୍ୟବସାୟ କରନ୍ତି । ପୋଲିସ ଏହି ମାମଲାକୁ…

ପୃଥ୍ୱୀ ଶ’ଙ୍କ ସହ ଝଗଡା ମାମଲାରେ ସପନା ଗିଲଙ୍କୁ ମିଳିଲା ଜାମିନ: ଦେବେ ଜରିମାନା

ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ'ଙ୍କ ସହ ହୋଇଥିବା ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସପନା ଗିଲ । ତେବେ ଏହି ମାମଲାରେ ତାଙ୍କ ଜାମିନ ଆବେଦନକୁ ମଞ୍ଜୁରୀ ମିଳିଯାଇଛି । ସପନାଙ୍କ ସହିତ ଅନ୍ୟ ୨ ଅଭିଯୁକ୍ତଙ୍କୁ ମଧ୍ୟ…

ଜଘନ୍ୟ କାଣ୍ଡ : ସ୍ୱାମୀ ଓ ଶାଶୁଙ୍କୁ ମାରି ଫ୍ରିଜ୍ ରେ ରଖିଲେ, ପ୍ରମାଣ ନଷ୍ଟ କରିବାକୁ ରାଜ୍ୟ ବାହାରେ ଫିଙ୍ଗିଲେ

ନୂଆଦିଲ୍ଲୀ : ଶ୍ରଦ୍ଧା ଓ ନିକ୍କି ହତ୍ୟା ପରେ ଅନ୍ୟ ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଫ୍ରିଜ୍ ରେ ରଖିବା ପରେ ତାହାକୁ ଅନ୍ୟ ରାଜ୍ୟରେ ଫିଙ୍ଗଛି । ଏହି ଘଟଣାଟି…

ଘରେ ପଶି ମାଡ କଲେ ଏସିଡ୍: ୪ଗୁରୁତର

ବାଲେଶ୍ୱର: ରାଜ୍ୟରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଘରେ ପଶି ଜଣେ ଯୁବକ ୪ଜଣଙ୍କୁ ଏସିଡ୍ ମାଡ କରିଛନ୍ତି । ଏଥିରେ ଦୁଇ ଶିଶୁ ସମେତ ୪ ଜଣ ଗୁରୁତର ରହିଛନ୍ତି । ଦୁଇ ଭଉଣୀ ଏବଂ ସେମାନଙ୍କ ଦୁଇ ଶିଶୁଙ୍କ ଉପରେ…

ନିକ୍କି ହତ୍ୟାକାଣ୍ଡର ଖୋଲିଲା ବଡ ରହସ୍ୟ, ସାହିଲ ବାପାଙ୍କର ମଧ୍ୟ ରହିଛି କ୍ରିମିନାଲ ରେକର୍ଡ

ନୂଆଦିଲ୍ଲୀ: ନିକ୍କି ଯାଦବ ହତ୍ୟାକାଣ୍ଡର ତଦନ୍ତ ପରେ ଦିନକୁ ଦିନ ନୂଆ ରହସ୍ୟର ପର୍ଦ୍ଧାଫାର୍ସ ଘଟୁଛି । ତେବେ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ସାହିଲଙ୍କ ବାପାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ…

ଯଦି ଆପଣ ଏହି ରେଳଆପ ବ୍ୟବହାର କରୁଛନ୍ତି ତେବେ ସାବଧାନ! ଡାର୍କ ୱେବରେ ଡାଟା ହେଉଛି ବିକ୍ରି, ଆପଣଙ୍କ ନାମ ଏହି ତାଲିକାରେ ନାହିଁ ତ ?

ନୂଆଦିଲ୍ଲୀ:ବର୍ତ୍ତମାନ ସବୁ ଆପ ସାଇବର ହ୍ୟାକର୍‌ମାନେ ରେଳଯାତ୍ରୀ ଆପ୍ କୁ ଟାର୍ଗେଟ୍ କରିଛନ୍ତି । ହ୍ୟାକର୍‌ମାନେ ରେଳଯାତ୍ରୀ ଆପ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରିଛନ୍ତି। ଏଥିରେ ବ୍ୟବହାରକାରୀଙ୍କ ନାମ, ଇମେଲ ID,…

ନାବାଳିକାକୁ ‘ଆସ ଆସ’ କହିବା ହେଉଛି ଯୌନ ଉତ୍ପୀଡ଼ନ: କୋର୍ଟ

ମୁମ୍ବାଇ: ଜଣେ ନାବାଳିକାକୁ ବାରମ୍ବାର ‘ଆସ ଆସ ’ କହିବା ତା ପ୍ରତି ଏକ ଯୌନ ଉତ୍ପୀଡ଼ନ ବୋଲି ମୁମ୍ବାଇ କୋର୍ଟ କହିଛନ୍ତି । ଏକ ମାମଲାର ଶୁଣାଣି ସମୟରେ ଯୌନ ଅପରାଧ ଅଧିନିୟମର ସୁରକ୍ଷା (POCSO) ଅନୁଯାୟୀ, କୋର୍ଟ ଜଣେ…

ରାକ୍ଷସୀ ପାଲଟିଲା ସାବତ ମାଆ! ପୁଅକୁ ଜୀବନରୁ ମାରିଦେଲା ପିଟିପିଟି

ଦଶପଲ୍ଲା: ସାବତ ମାଆ ୩୫ ବର୍ଷୀୟ ଦିବ୍ୟାଙ୍ଗ ପୁତ୍ରକୁ ପିଟିପିଟି ମାରିଦେଇଥିବା କଥା ସାମ୍ନାକୁ ଆସିଛି । ଏହି ହତ୍ୟା ପଛରେ ବାପାଙ୍କ ମଧ୍ୟ ସହଯୋଗ କରିଥିବା ଅଭିଯୋଗ ରହିଛି । ସୂଚନା ଅନୁଯାୟୀ, ଦଶପଲ୍ଲା ଥାନା…

ଇଓଡବ୍ଲ୍ୟୁ ପଞ୍ଝାରେ କୁଖ୍ୟାତ ଠକ, ୧୭ ରାଜ୍ୟରୁ କୋଟି କୋଟି ଟଙ୍କାର ଠକେଇ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପଞ୍ଝାରେ କୁଖ୍ୟାତ ଠକ ବିହାରର ଗୋପାଳଗଞ୍ଜରୁ ଏହି କୁଖ୍ୟାତ ଠକକୁ ଗିରଫ କରିଛି ଇଓଡବ୍ଲ୍ୟୁ । ଧରାପଡ଼ିଥିବା ଏହି ଠକର ନାମ ଧରମପାଲ ସିଂ । ସେ ଓଡ଼ିଶା ସମେତ ୧୭ଟି…

୨୦୨୦ ମସିହାରେ ବିବାହ କରିଥିଲେ ନିକ୍କି-ସାହିଲ, ପାଞ୍ଚଜଣଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ନିକ୍କି ହତ୍ୟାକାଣ୍ଡର ଗୁମର ଧିରେଧିରେ ଖୋଲିବାକୁ ଲାଗିଛି । ବର୍ତ୍ତମାନ ପୋଲିସ ହାତରେ ନିିକ୍କି ଏବଂ ସାହିଲର ବିବାହ ସାର୍ଟିଫିକେଟ ଧରାପଡିଛି । ଏହି ସଂପୂର୍ଣ୍ଣ ମାମଲାରେ ନିକ୍କିଙ୍କ ବାପା ସୁନୀଲ ଯାଦବ…