Browsing Category

ଅପରାଧ

ସାଧୁବେଶରେ ଆସି ଲୁଟିନେଲେ ୨ କୋଟି; ମୁଖ୍ୟମନ୍ତ୍ରୀଙ୍କ ଲିଙ୍କ

ଋଷିକେଶ: ଋଷିକେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସାଧୁବେଶରେ ଆସି ଜଣେ ଯୁବକ ୧.୭୫ କୋଟିର ଗହଣା ଲୁଟି ନେଇଛନ୍ତି । ଜଣେ ଗହଣା ବ୍ୟବସାୟୀଙ୍କ ସ୍ତ୍ରୀକୁ ଫଶାଇ ୧.୭୫ କୋଟି ଟଙ୍କାର ସୁନାଗହଣା ଲୁଟ କରିଥିବା…

ବନ୍ଧଡିହ ସରପଞ୍ଚଙ୍କୁ ଟିକେ ନିଶା ଲୋଡ଼ା… ଖୋଲାଖୋଲି ପିଉଛନ୍ତି, ଭିଡିଓ ଭାଇରାଲ୍

ଯାଜପୁର(ଓଡ଼ିଶା ଭାସ୍କର): ପଞ୍ଚାୟତିରାଜର ସବୁଠୁ ବଳିଷ୍ଠ ପଦବୀ ହେଉଛି ସରପଞ୍ଚ । ଜଣେ ଦକ୍ଷ ସରପଞ୍ଚ ଚାହିଲେ ତାଙ୍କ ପଞ୍ଚାୟତକୁ ବେଶ୍ ସମୃଦ୍ଧ ଆଉ ସୁନ୍ଦର କରି ଗଢ଼ି ତୋଳିପାରିବେ । କିନ୍ତୁ ନିଜେ ସରପଞ୍ଚ ଯଦି ନିଶାରେ…

ଉତ୍ତରପ୍ରଦେଶ ଏଟିଏସ୍‌କୁ ମିଳିଲା ବଡ଼ ସଫଳତା, ଲକ୍ଷ୍ନୌରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ, ରାଜ୍ୟରେ ହାଇଆଲର୍ଟ ଜାରି

ଲକ୍ଷ୍ନୌ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶ ଏଟିଏସ୍‌କୁ ରବିବାର ମିଳିଛି ବଡ଼ ସଫଳତା । ରାଜଧାନୀ ଲକ୍ଷ୍ନୌରେ ଏଟିଏସ୍‌ ଟିମ୍‌ ଚଢ଼ଉ କରି ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି…

ଦୁଷ୍କର୍ମ ମାମଲା; ପୂର୍ବତନ ଅଲିମ୍ପିଆନଙ୍କୁ ଧମକ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲା ଫେରାଇ ନେବା ପାଇଁ ଅଲିମ୍ପିଆନ ମାୟୁଖାଙ୍କୁ ଧମକ । ରବିବାର କେହି ଅଜଣା ଦୁର୍ବୁତ୍ତ ତାଙ୍କୁ ଏକ ଚିଠି ମାଧ୍ୟମରେ ଏଭଳି ଧମକ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ମାୟୁଖା । ଘଟଣା ଅନୁଯାୟୀ…

ଲଭ ଜିହାଦ୍‌ ମାମଲାରେ ଓଡ଼ିଶା ସମେତ ଛତିଶଗଡ ଓ ଜମ୍ମୁ-କାଶ୍ମୀର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌, ୨୩ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ…

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : ଲଭ ଜିହାଦ ମାମଲାରେ ଓଡ଼ିଶା ସମେତ ଛତିଶଗଡ ଓ ଜମ୍ମୁ-କାଶ୍ମୀର ସରକାରଙ୍କୁ ନୋଟିସ୍‌ କରି ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ବ୍ରହ୍ମପୁରର ଏକ ଦମ୍ପତି ନିଜ ଫାର୍ମାସିଷ୍ଟ ଝିଅକୁ ଲଭ୍‌…

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: କୋଚଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ୭ ମହିଳା ଆଥଲେଟ୍

ଚେନ୍ନାଇ: ଗୁରୁ ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ତାମିଲନାଡୁର ଆଥଲେଟିକ୍ସ କୋଚ୍ ପି ନାଗରାଜନଙ୍କ ନାମରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ୭ ମହିଳା ଆଥଲେଟ୍ । ପ୍ରଶିକ୍ଷଣ ନାଁରେ ନାଗରାଜନ…

ରାଜଧାନୀରୁ ୨୫୦୦ କୋଟିର ହେରୋଇନ୍ ସହ ୪ ଗିରଫ; ପାକିସ୍ତାନୀ ଲିଙ୍କ ସନ୍ଦେହ

ନୂଆଦିଲ୍ଳୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ ଧରଣର ଡ୍ରଗ ରାକେଟକୁ ରୋକିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ । ୩୫୪ କିଗ୍ରା ହେରୋଇନ୍ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୫ ଶହ କୋଟି…

‘ପ୍ରେମ ଏକ କୀଳା’ ପାଇଁ ଅଡୁଆରେ ବାପୁ ପଣ୍ଡା, ତେଜିଲା ପ୍ରତିବାଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର କଳା-ସଂସ୍କୃତି-ଐତିହ୍ୟ ଖୁବ୍ ପ୍ରାଚୀନ ଓ ସମୃଦ୍ଧ । ଏଥିପାଇଁ ଓଡ଼ିଆ ଭାଷା ପାଇଛି ଶାସ୍ତ୍ରୀୟ ମାନ୍ୟତା । ଏହାର ଗୀତରୁ ମଧୁ ଝରେ । ଶ୍ରୋତା ବିମୁଗ୍ଧ ହୋଇପଡ଼େ ଆମ ଭାଷାର…

ଘରର ଦେଖାଶୁଣା କରିବା ପାଇଁ ଦେଇଥିଲେ ଚାବି, ୫ କୋଟିର ମାଲ୍ ନେଇ ଫୁର୍ ହୋଇଗଲା ଚାକର

ନୂଆଦିଲ୍ଲୀ: ଦିଲ୍ଲୀରୁ ଏକ ବଡ଼ଧରଣର ଲୁଟ୍ ଖବର ସାମନାକୁ ଆସିଛି । ଜେଲରେ ରହିଥିବା ଜଣେ ବ୍ୟକ୍ତି ନିଜ ଘରର ଦେଖାଶୁଣା କରିବା ପାଇଁ ଚାକରକୁ ଘରର ଚାବି ଦେଇଥିଲେ । ମାତ୍ର ଚାକରଟି ନିଜ ସହଯୋଗୀଙ୍କ ସହ ମିଶି ମାଲିକ ଘରୁ…

ମଦ ରନ୍ଧା ଯାଉଥିବା ଘରେ ଅବକାରୀ ବିଭାଗ ଚଢାଉ; ୯୦ଲିଟର ମଦ ଜବତ, ୨ ଗିରଫ

ନବରଙ୍ଗପୁର (ଓଡ଼ିଶା ଭାସ୍କର) : ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିପ୍ରଚରଣ ମଣ୍ଡଳଙ୍କ…