CHARIDHAM
Browsing Category

ଅପରାଧ

ମାଆକୁ କଟୁରୀରେ ହାଣି, ହତ୍ୟା କଲା ପୁଅ

ଯାଜପୁର: ରାଗ ମଣିଷର ପ୍ରଧାନ ଶତ୍ରୁ ଅଟେ, କେବେଳେ ସ୍ତ୍ରୀ ସ୍ୱାମୀ ମାରିଦେଉଛି ତ କେତେବେଳେ ମାଆ ଜନ୍ମକଲା ଶିଶୁକୁ ମାରିଦେଉଛି । ସେହିପରି ଆଜି ରାଜ୍ୟରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ପୁଅ ତାର ନିଜ…

ଉମେଶ ପାଲ ହତ୍ୟାକାଣ୍ଡର ବଡ ଖୁଲାସା! ଏହି ଲୋକ ଜମି କବଜା କରି ମାଗିଥିଲା କୋଟିଏ ଟଙ୍କା

ନୂଆଦିଲ୍ଲୀ : ଉମେଶ ପାଲ ମର୍ଡର ଏକ ନୂଆ ମୋଡ ସାମ୍ନାକୁ ଆସିଛି । ମାଫିଆ ଅତିକ୍ ଉମେଶ ପାଲଙ୍କ ଜମିକୁ ନିଜ ଦଖଲକୁ ନେଇଥିଲା ଏବଂ ଜମି ଛାଡିବା ବଦଳରେ ସେ ୧ କୋଟି ଟଙ୍କା ଦାବି କରିଥିଲା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି…

କଳଙ୍କିତ ହେଲା ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟ, କଲେଜ ପରିସରରେ ଯୁବକ ଯୁବତୀଙ୍କ ରଙ୍ଗୀନ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ

କଟକ:ରେଭେନ୍ସା ବିଶ୍ୱବିଦ୍ୟାଳୟ କହିବାକୁ ଗଲେ ଏହି ବିଶ୍ୱବିଦ୍ୟାଳୟ ଯେତେ ପୁରାତନ ଏହାର ଗୌରବ ଏବଂ ମର୍ଯ୍ୟାଦା ମଧ୍ୟ ସେତେ ପୁରୁଣା । କାହିଁ କେତେ ବଡ ବଡ କିମ୍ବଦନ୍ତୀ ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ…

ନିୟମ ଉଲଘଂନ ପାଇଁ ବାତିଲ ହେଲା ୬ଟି କାଶ ସିରପ ନିର୍ମାତାଙ୍କ ଲାଇସେନ୍ସ, ଆହୁରି ଚାଲିଛି ଯାଞ୍ଚ

ନୂଆଦିଲ୍ଲୀ:ମହାରାଷ୍ଟ୍ର ସରକାର କାଶ ସିରପ ଉତ୍ପାଦନକାରୀଙ୍କ ଲାଇସେନ୍ସକୁ ସ୍ଥଗିତ ରଖିଛନ୍ତି।ଏଥିରେ ୬ଟି କାଶ ସିରପ ନିର୍ମାତାଙ୍କ ଲାଇସେନ୍ସରେ ରୋକ ଲଗାଯାଇଛି। ସେମାନେ ଉତ୍ପାଦନ ନିୟମ ଭଙ୍ଗ କରିଥିବାରୁ ଏଭଳି…

ରାକ୍ଷସଙ୍କ ଯୌନଲାଳସାର ଶୀକାର ହେଲା ୧୫ ବର୍ଷର ନାବାଳିକା, ଚାରିଜଣ ଜଗିଲେ ଆଉ ଜଣେ କରିଲା ଦୁଷ୍କର୍ମ

ନୂଆଦିଲ୍ଲୀ: ପୂର୍ବ ରାଜସ୍ଥାନର ଢ଼ୋଲପୁର ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ। ପାଞ୍ଚଜଣ ସାଙ୍ଗ ଏକତ୍ର ଭାବେ ଜଣେ ନାବାଳିକାକୁ ନିର୍ମମ ଭାବେ ଗଣଦୁଷ୍କର୍ମ କରିଥିଲେ।…

SC-ST ଆକ୍ଟରେ ମାମଲା ହୋଇଥିଲା ପଞ୍ଜୀକୃତ, କେଉଁ ଆଧାରରେ ମିଳିଲା କୃଷ୍ଣ ଶାସ୍ତ୍ରୀ ଭାଇଙ୍କୁ ଜାମିନ?

ଛତପୁର: ବାଗେଶ୍ୱର ଧାମର ପୀଠାଧୀଶ୍ୱର ପଣ୍ଡିତ ଧୀରେନ୍ଦ୍ର କୁଷ୍ଣ ଶାସ୍ତ୍ରୀଙ୍କ ସାନ ଭାଇ ଶାଳିଗ୍ରାମ ଗର୍ଗଙ୍କୁ ଜାମିନ ମିଳିଥିବା କଥା ସାମ୍ନାକୁ ଆସିଛି । ଶାଳିଗ୍ରାମ ସମେତ ତାଙ୍କ ସାଙ୍ଗ ରାଜାରାମ ତିୱାରୀଙ୍କୁ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଲେ ମହାଠକ ସୁକେଶ, କହିଲେ ପିଲାଙ୍କ ପାଠ ପଢା ଟଙ୍କାରେ ମଧ୍ୟ ହୋଇଛି ଦୁର୍ନୀତି

ନୂଆଦିଲ୍ଲୀ: ଦିଲ୍ଲୀ ତିହାଡ ଜେଲରେ ଥିବା ୨୦୦ କୋଟି ଠକେଇ କରିଥିବା ସୁକେଶ ଚନ୍ଦ୍ରଶେଖର ଏକ ଚିଠି ଲେଖି ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଉପରେ ଏକ ଗଭୀର ଅଭିଯୋଗ ଆଣିଛନ୍ତି । ସେ ଚିଠିରେ ଲେଖିଛନ୍ତି…

ଶାହରୁଖଙ୍କ ସୁରକ୍ଷା ଉପରେ ଉଠିଲା ବଡ ପ୍ରଶ୍ନ: ‘ମନ୍ନତ’ର ତୃିତୀୟ ମହଲାରେ ପଶିଗଲେ ୨ ଯୁବକ

ମୁମ୍ବାଇ: ଫିଲମ 'ପଠାନ'କୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି ବଲିଉଡର ବାଦଶାହ ଶାହରୁଖ । କିନ୍ତୁ କିଙ୍ଗ ଖାନ ଶାହରୁଖଙ୍କ ସୁରକ୍ଷାକୁ ନେଇ ଏବେ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ମୁମ୍ବାଇର ବାନ୍ଦ୍ରାରେ ଥିବା ଶାହରୁଖଙ୍କ…

ଅଳ୍ପ ବିଦ୍ୟା ଭୟଙ୍କରୀ…ୟୁଟ୍ୟୁବରେ ନିବେଶକଙ୍କୁ ବିଭ୍ରାନ୍ତକରି ଫସିଲେ ଅର୍ଶଦ ୱାର୍ସି, ବର୍ଷେ ଯାଏଁ ଚ୍ୟାନେଲ ବ୍ୟାନ୍, ପତ୍ନୀ ଓ ସଳା…

ନୂଆଦିଲ୍ଲୀ : ଯଦି ଆପଣ ସେୟାର ମାର୍କେଟ ଏବଂ ୟୁଟ୍ୟୁବରେ ଷ୍ଟକ୍ ସହିତ ଜଡିତ ଜ୍ଞାନ ଦେଉଛନ୍ତି, ତେବେ ସାବଧାନ୍ । ଏବେ ଠୁଁ ସତର୍କ ହୋଇଯାଆନ୍ତୁ ନହେଲେ ଆପଣ ଫସି ଯାଇପାରନ୍ତି । ଏଭଳି ଏକ ମାମଲାରେ ବଲିଉଡ ଅଭିନେତା…

ପ୍ରବଚକ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ଗିରଫ , ଦଳିତ ବିବାହରେ କରିଥିଲା ହାଙ୍ଗମା

ଛତ୍ରପୁର : ଟିଭିରେ ପ୍ରବଚନ ଦେଉଥିବା ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିବାଦୀୟ ଭାଇ ଶାଲିଗ୍ରାମ ଗର୍ଗଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ପରେ ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା। ସ୍ ଏକ ଦଲିଳ…