Browsing Category

ଅପରାଧ

ଆପଣଙ୍କୁ ଆସୁଛି କି ଏମିତି ମେସେଜ୍…..; ସତର୍କ କରାଇଲେ ଡିସିପି ଭୁବନେଶ୍ୱର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ମାତିବାରେ ଲାଗିଛନ୍ତି ସାଇବର ଠକ । ସାଇବର ଠକ ମାନେ ନିୟମିତ ଭାବରେ ଠକିବାର ନୂଆ ନୂଆ ଉପାୟ ବାହାର କରିବାରେ ଲାଗିଛନ୍ତି । ପୂର୍ବରୁ ଆକାଉଣ୍ଟ ସୂଚନା ମାଗି…

ଭୋଗିଲେ ୫ ବର୍ଷ, ତାପରେ ପ୍ରେମିକାକୁ ଛାଡ଼ି ଛୁ

କବିସୂର୍ଯ୍ୟନଗର(ଓଡ଼ିଶା ଭାସ୍କର): ଗୁଜରାଟରେ ପ୍ରେମ ହେଲା, ହେଲେ ପରିସ୍ଥିତି ଏଭଳି ହେଲା ଯେ ଗଞ୍ଜାମରେ ମାମଲା ପହଞ୍ଚିଲା । ଏଭଳି ଏକ ଘଟଣା କବିସୂର୍ଯ୍ୟନଗର ଥାନାରେ ପହଞ୍ଚିଛି । ଦୀର୍ଘ ୫ ବର୍ଷ ଧରି ଶାରୀରିକ…

ବଞ୍ଜାରୀ ଘାଟି ନିକଟରୁ ମିଳିଲା ୭ଟି ଆଇଇଡି, ଯବାନ ନେଲେ ତୁରନ୍ତ ଆକ୍ସନ

ଭବାନୀପାଟଣା(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ପୋଖରୀବନ୍ଧଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରୁ ଜବତ ହୋଇଛି ଶକ୍ତିଶାଳୀ ବିସ୍ଫୋରକ ସାମଗ୍ରୀ । କିଡିଙ୍ଗ ଠାରୁ…

ରାଣୀଡୁଡୁମା ପେଟ୍ରୋଲ ପମ୍ପରୁ ୭ ଲକ୍ଷ ଲୁଟ୍, କର୍ମଚାରୀଙ୍କ ଠାରୁ ଝାମ୍ପିନେଲେ

କୋରାପୁଟ(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଥିବା ରାଣୀ ଡୁଡୁମା ପେଟ୍ରୋଲ୍ ପମ୍ପରୁ ୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । କର୍ମଚାରୀଙ୍କଠାରୁ ହଠାତ୍ ଝାମ୍ପି ନେଲେ ୭ ଲକ୍ଷ ଟଙ୍କା ।…

ସ୍ତ୍ରୀ ଡେଇଁ ପଡ଼ିଲେ ୯ ମହଲାରୁ, ସ୍ୱାମୀ ସହ ଝଗଡ଼ାର କରୁଣ ପରିଣତି

ଲକ୍ଷ୍ନୌ: ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା। ହେଲେ ହଠାତ୍ ଏଥିରେ ଉତ୍ତ୍ୟକ୍ତ ହୋଇ କେହି ୯ ମହଲା ଉପରୁ ଡେଇଁପଡ଼ିବ? ହଁ; ଜଣେ ମହିଳା ଡେଇଁପଡ଼ିଲେ। ଉତ୍ତରପ୍ରଦେଶର ଗାଜିଆବାଦରୁ ଏଭଳି ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ…

ଖତ ଖାଇଗଲା ’ମୋ ସାଇକେଲ୍‌’, କବାଡ଼ିଆକୁ ବିକିଦେଲେ, ଶୁଣନ୍ତୁ କଣ କହୁଛନ୍ତି ସୁର ଭାଇ…

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ’ମୋ ସାଇକେଲ୍‌’ ସବୁ ଗଲା କୁଆଡ଼େ? ଏବେ ସବୁରି ମନରେ ସେଇ ଗୋଟିଏ ପ୍ରଶ୍ନ। କୁଆଡ଼ୁ ଭରଣ କରିବ ସେହି ଟଙ୍କା? କ୍ଷତି କାହାର ହେଲା? ସମ୍ଭାଳି ପାରୁନଥିଲ ତ ଯୋଜନା କରୁଥିଲ କାହିଁକି? ଏଭଳି…

ଖବରକାଗଜ ମାଲିକ ଫସିଲେ, ସିବିଆଇ ଧରିଲା ଠକେଇ ପାଇଁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଆଳ ଥିଲା ଖବରକାଗଜ । ଆଉ ସରକାରୀ ବିଜ୍ଞାପନ ପାଇଁ କରୁଥିଲେ ସମସ୍ତ ପ୍ରକାର ଷଡ଼ଯନ୍ତ୍ର । ଏହି ଠକେଇ ପାଇଁ ଧରିନେଲା ସିବିଆଇ ଆଉ ଫସିଲେ ଖବରକାଗଜ ମାଲିକ । ଦୀର୍ଘ ବର୍ଷ ଧରି ଏଭଳି କାଣ୍ଡ…

ସମ୍ପତ୍ତି ଲୋଭରେ ଘୋଷାଡ଼ି ପିଟୁଛି ବୋହୂ, କାନ୍ଦି ନୟାନ୍ତ ହେଲେଣି ଶାଶୂ

ବଲାଙ୍ଗୀର(ଓଡ଼ିଶା ଭାସ୍କର): ସବୁଜ ଶାଢ଼ି ପିନ୍ଧିଥିବା ବୋହୂ କିନ୍ତୁ ମନରେ ରାଗି ପୂରା ଲାଲ୍ । ଶାଶୂକୁ ଦେଉଛନ୍ତି ନିର୍ଯାତନା । ସ୍ୱାମୀଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲୋଭରେ ଶାଶୂକୁ ନାକେଦମ୍ କରିସାରିଲେଣି । ଏଭଳି…

ଗାଧୁଆଘରେ ବୋହୂ ଦେହରେ ନିଆଁ, ୩ ମାସର ସଂସାରକୁ ଭାଙ୍ଗିଲା କିଏ?

କଟକ(ଓଡ଼ିଶା ଭାସ୍କର): ବୋହୂ ହୋଇ ଆସିଥିଲେ, ସ୍ୱପ୍ନ ଦେଖିଥିଲେ ସୁନାର ସଂସାର । ସ୍ୱାମୀ ସହ ସୁଖଦୁଃଖର ସାଥୀ ହୋଇ ଜୀବନ କାଟିବାକୁ କରୁଥିଲେ ଚେଷ୍ଟା । କିନ୍ତୁ ହଠାତ୍ କାଳ ଆସିଗଲା । ଗାଧୁଆଘରେ ପୋଡ଼ି ହୋଇ ମରିଯିବା…

ଗାଁ ଦାଣ୍ଡରେ ହାଣି ମାରିଦେଲେ, ସବୁ ଜଳକା

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଅଶାନ୍ତ ଗଞ୍ଜାମରେ ପୁଣି ଜଣଙ୍କୁ ହତ୍ୟା । ଗାଁ ଦାଣ୍ଡରେ ହାଣି ମାରିଦେଲେ । ଏଭଳି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାହାଡ଼ାରେ । ଜାହାଡ଼ା ଗାଁ…