Browsing Category
ମନୋରଞ୍ଜନ
(Video) “ମୋ ପାଇଁ ଜାଗୃତିଙ୍କୁ ବଦନାମ କରାଗଲା ..ମୋ ପାଇଁ ସେ ବହୁତ କଷ୍ଟ ସହିଛନ୍ତି”; ଅନୁଭବ ମହାନ୍ତି
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଲିଉଡର ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଗତ ୨୧ ତାରିଖରେ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇôଲେ । ତଳ କୋର୍ଟଙ୍କ ରାୟକୁ ଖାରଜ କରି…
୨୦୨୪ ରେ କେତେ ସିଟରେ ଜିତିବାକୁ ଯାଉଛି ବିଜେପି? ନାନା ପାଟେକର କଲେ ଭବିଷ୍ୟବାଣୀ
ନୂଆଦିଲ୍ଲୀ: ନାନା ପାଟେକର ଭାରତୀୟ ସିନେମାର ଜୀବନ୍ତ ଲେଜେଣ୍ଡା । ସେ ଇଣ୍ଡଷ୍ଟ୍ରିରେ ଲିକରେ ଜବରଦସ୍ତ କାମ କରିଛନ୍ତି । ସେ ପ୍ରାୟତଃ ଚଳଚ୍ଚିତ୍ର ଉପରେ କଥାବାର୍ତ୍ତା କରନ୍ତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ…
ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପିଟିସନକୁ ନେଇ କ୍ରୋଧିତ ହେଲେ ସୁକେଶ, ଅଭିନେତ୍ରୀଙ୍କୁ ଦେଲେ ଚ୍ୟାଲେଞ୍ଜ, କହିଲେ- ‘ଦଣ୍ଡ ଭୋଗିବାକୁ…
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର 'EOW' ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ 200 କୋଟି ଟଙ୍କାର ହେରଫେର ତଥା ଚୋରା ଚାଲାଣ ମାମଲାର ତଦନ୍ତ କରୁଛି। ଏହି ମାମଲାରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଜଣେ ସାକ୍ଷୀ ଅଟନ୍ତି।…
Youtube ରେ ନୂଆ ଇତିହାସ ରଚିଲେ ପଧାନମନ୍ତ୍ରୀ ମୋଦୀ: ପ୍ରଥମ ରାଜନେତା ଭାବରେ କଲେ ରେକର୍ଡ
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କେବଳ ଦେଶ ନୁହେଁ, ବିଦେଶରେ ମଧ୍ୟ ଖୁବ ଅଧିକ ରହିଛି । ବିଦେଶର ଅନେକ ରାଜନେତା ମଧ୍ୟ ମୋଦୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ଅନୁସରଣ କରୁଥିବା…
(Video) ସାମ୍ନାକୁ ଆସିଲା ବିଜୟ ସେଥୁପତି-କ୍ୟାଟ୍ରିନାଙ୍କ ‘Merry Christmas’ ଫିଲ୍ମର ପ୍ରଥମ ଗୀତ, ଲିରିକ୍ସରେ ଦିୱାନା ହେଲେ ଫ୍ୟାନ୍ସ
ନୂଆଦିଲ୍ଲୀ: କ୍ୟାଟ୍ରିନା କୈଫ ଆଜିକାଲି ତାଙ୍କ ଆଗାମୀ ଚଳଚ୍ଚିତ୍ର 'Merry Christmas' ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହି ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ବିଜୟ ସେଥୁପତିଙ୍କ ସହ ନଜର ଆସିବେ। ପରଦାରେ ଏହି ନୂଆ…
(Video) କିଛି କହିଲା ବେଳେ ଟିକେ ଭାବ ଅନୁଭବ, ମୁଁ ଗୋଟେ ଝିଅ: ତୁମେ କେତେ ଖୁସି ହେଉଛ ହେଲେ ମୋ କଷ୍ଟ କଥା ଟିକେ ଭାବ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଗତ ୨୧ ତାରିଖରେ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇôଲେ । ତଳ କୋର୍ଟଙ୍କ ରାୟକୁ ଖାରଜ କରି…
ଏହି ଆକ୍ଟର ମନ୍ଦିରରେ କଲେ ୩ୟ ବିବାହ, ପୁଅ ହେଲା ସାମିଲ, ଭିଡ଼ିଓ ଭାଇରାଲ…
ମୁମ୍ବାଇ: ନିକଟରେ ସଲମାନ ଖାନଙ୍କ ସାନ ଭାଇ ଅରବାଜ୍ ଖାନ ଦ୍ୱିତୀୟ ବିବାହ କରିଛନ୍ତି । ଅରବାଜ୍ ନିଜ ସାନ ଭଉଣୀ ଅର୍ପିତା ଖାନଙ୍କ ଘରେ ସୀମିତ ବନ୍ଧୁବାନ୍ଧବଙ୍କ ଗହଣରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିଲା ।…
ଶୀତଋତୁରେ ଆପଣାନ୍ତୁ ବଲିଉଡ଼ ତାରକାମାନଙ୍କର ଏହି ସ୍ୱେଟର ଡିଜାଇନ: ଯେ କେହି ବି ହୋଇଯିବେ ଦିୱାନା
ମୁମ୍ବାଇ: ବର୍ଷ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି । ତେବେ ଏହା ସହିତ ଦିନକୁ ଦିନ ଶୀତଋତୁ ମଧ୍ୟ ଏହାର ଚାଦର ମେଲାଇବାରେ ଲାଗିଛି । ଏପରି ସ୍ଥିତିରେ ଏହା ବୁଝିବା ବେଶ କଷ୍ଟକର ହୋପଡ଼େ ଯେ ଏପରି କ'ଣ ପିନ୍ଧିବା…
ଭୁବନେଶ୍ୱର: ଓଡ଼ିଆ ଧାରାବାହିକର ଅଭିନେତା ଗିରଫ
ଓଡିଶା ଭାସ୍କର: ଓଡ଼ିଆ ଧାରାବାହିକ ତଥା ଓେବ୍ ସିରିଜ୍ ଅଭିନେତା ବିରଞ୍ଚତ୍ ନାରାୟଣ ନାୟକ ଗିରଫ। ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ ସହ ଆକ୍ରମଣ କରିବା ଅଭିଯୋଗରେ ତାଙ୍କୁ ଭରତପୁର ଥାନା ପୋଲିସ ଗିରଫ କରି ସୋମବାର…
କେଆର୍କେ ଗିରଫ; ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ନ୍ୟୁଜ୍ ଚ୍ୟାନେଲକୁ ଟ୍ୟାଗ କରି ଟ୍ୱିଟ୍ରେ କହିଲେ ଜୀବନ ପ୍ରତି ବିପଦ ଅଛି
ନୂଆଦିଲ୍ଲୀ: ଆକ୍ଟର ତଥା ଫିଲ୍ମ ନିର୍ମାତା କମାଲ ରଶିଦ ଖାନ୍(କେଆର୍କେ) ଆଜି ମୁମ୍ବାଇ ବିମାନ ବନ୍ଦରରେ ଗିରଫ ହୋଇଛନ୍ତି । ୨୦୧୬ରେ ତାଙ୍କ ଉପରେ ଏକ କେସ୍ ରୁଜୁ ହୋଇଥିଲା ଯେଉଁ କାରଣରୁ ସେ ଦେଶ ଛାଡି ଯାଇପାରିବେ…