Browsing Category

ମନୋରଞ୍ଜନ

(Video) ବାବୁସାନ ତାଙ୍କ ସ୍ତ୍ରୀ ତୃପ୍ତି ଓ ଶ୍ୱଶୁରଙ୍କୁ ଭୁଲ ମାଗିଲେ, ଆଉ ମୁଁ… ମୋର ଇଜ୍ଜତର କ’ଣ କିଛି ମୂଲ୍ୟ ନାହିଁ: ପ୍ରକୃତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଶିଥିଳ ପଡ଼ିଯାଇଥିଲେ ହେଁ ସମ୍ପୂର୍ଣ୍ଣ ସମାଧାନ ହୋଇନାହିଁ । ଏହା ମଧ୍ୟରେ…

‘Sanam Bewafa’ ଫିଲ୍ମର ନିର୍ଦ୍ଦେଶକ ସାୱନ କୁମାରଙ୍କ ପରଲୋକ

ନୂଆଦିଲ୍ଲୀ: ‘ସନମ୍ ବେବଫା’ ଫିଲ୍ମର ନିର୍ଦ୍ଦେଶକ ସାୱନ କୁମାର ଟାକଙ୍କର ପରଲୋକ ଘଟିଛି । ହୃଦ ଜନିତ ସଂକ୍ରମଣ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗମ୍ଭୀର ହୋଇଥିଲା ।…

ମୋତେ ଅଶ୍ଳୀଳ ଫିଲ୍ମ କେସରୁ ମୁକ୍ତ କର: କୋର୍ଟଙ୍କୁ ରାଜ କୁନ୍ଦ୍ରାଙ୍କ ନିବେଦନ

ମୁମ୍ବାଇ: ବିଜନେସ ମ୍ୟାନ ତଥା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା ମୁମ୍ବାଇର ମାଜଷ୍ଟ୍ରେଟ କୋର୍ଟକୁ ଏକ ଆବେଦନ ପତ୍ର ଦେଇଛନ୍ତି । ସେହି ଆବେଦନ ପତ୍ରରେ ରାଜ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ…

ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର;ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା

ମୁମ୍ବାଇଁ : ରାଜୁ ଶ୍ରୀବାସ୍ତବଙ୍କ ସମସ୍ତ ପ୍ରଶଂସକଙ୍କ ପାଇଁ ଏକ ଖବର। ଆଜି ସକାଳେ ରାଜୁ  ଶ୍ରୀବାସ୍ତବଙ୍କ ଚେତା ଫେରି ପାଇଛନ୍ତି। ରାଜୁ ଗତ ୧୫ ଦିନ ପାଇଁ AIIMS ରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଦଳ ତାଙ୍କ ପ୍ରତି…

ଫିଲ୍ମ ପ୍ରମୋସନ ସହ ପେଟ ପୂଜା କରୁଛନ୍ତି ରଣବୀର;ଖାଉଛନ୍ତି ବରା,ଇଡ଼ଲି,ଦୋଷା

ହାଇଦ୍ରାବାଦ: ନିକଟରେ ବଲିଉଡ ଅଭିନେତା ରଣବୀର କପୁର ଏକ କଦଳୀ ପତ୍ରରେ ଦକ୍ଷିଣ ଭାରତୀୟ ଖାଦ୍ୟ ଖାଉଥିବା ନଜର ଆସିଥିଲେ। ପ୍ରକୃତରେ ରଣବୀର କପୁର ମଧ୍ୟାହ୍ନ ଭୋଜନରେ ବ୍ରହ୍ମାସ୍ତ୍ରର ସହ-ତାରକା ନାଗାର୍ଜୁନ ଏବଂ…

ବାବୁସାନ-ତୃପ୍ତି-ପ୍ରକୃତି ଷ୍ଟାରକଳି ଘଟଣା: ୫ କୋଟିର ମାନହାନୀ ମାମଲା ରୁଜୁ କଲେ ପ୍ରକୃତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଗତ କିଛି ଦିନ ତଳେ ଭୁବନେଶ୍ୱରର ସତ୍ୟନଗରସ୍ଥିତ ରାଜରାସ୍ତାରେ ଘଟିଥିବା ଷ୍ଟାରକଳି ଘଟଣାରେ ଅଭିନେତ୍ରୀ ପ୍ରକୃତି ମିଶ୍ର ମଙ୍ଗଳବାର ନ୍ୟାୟ ଦାବି କରି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ…

ଗିଟାର ଧରି ବାପା ଗାଇଲେ ଗୀତ: ସୁର ମିଶାଇବାକୁ ସବୁ ତାକତ ଲଗାଇଦେଲା ଝିଅ

ନୂଆଦିଲ୍ଲୀ: ଇଣ୍ଟରନେଟରେ ଛୋଟ ପିଲାମାନଙ୍କ ଭିଡିଓକୁ ଖୁବ ପସନ୍ଦ ହୋଇଥାଏ । ତେବେ ଅନେକ ଲୋକ ଏହି ସୋସିଆଲ ମିଡିଆରେ ଫେମସ ହେବା ପାଇଁ ବିଭିନ୍ନ ପ୍ରକାରର କାରନାମା କରିଥାନ୍ତି । କିନ୍ତୁ ଛୋଟ ପିଲାଙ୍କ ନ୍ୟାଚୁରାଲ…

ଲାଇନ-ମ୍ୟାନଙ୍କ ଚାଲାଣ କାଟିଥିଲେ ପୋଲିସ: ରାଗରେ ଏମିତି କଲେ Electrician

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଶାମଲୀରେ ପୋଲିସ ଏବଂ ବିଜୁଳି ବିଭାଗର ମଧ୍ୟରେ ଦେଖାଯାଇଛି ଏକ ଅଜବ ଲଢେଇ । ବିଜୁଳି ବିଭାଗର ଜଣେ କର୍ମଚାରୀ କିଛି ଏମିତି କାଣ୍ଡ କରିଛନ୍ତି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ…

(video)କୁମ୍ଭୀର Attackର ଭୟଙ୍କର ଦୃଶ୍ୟ: ନିଜ ଆଖିକୁ ବି ବିଶ୍ୱାସ କରିପାରିବେନି ଆପଣ

ନୂଆଦିଲ୍ଲୀ: ଏମିତିରେ କୁମ୍ଭୀର ନାଁ ଶୁଣିଲେ ହିଁ ଭୟ ଲାଗେ । କିନ୍ତୁ ବିଶାଳ ଆକାରର କୁମ୍ଭୀର ଯେତେବେଳେ ଆକ୍ରମଣ କରିବାକୁ ଦୌଡି ଆସେ, ସେ ସମୟର ଦୃଶ୍ୟ ହୁଏତ ଭାବିବା ପାଇଁ ବି ଡର ଲାଗୁଥିବ । କିନ୍ତୁ ଏଭଳି ଏକ ଘଟରାର…

ହ୍ୟାକ୍ ହେଲା କି Facebook? ନ୍ୟୁଜ ଫିଡରେ ଅଜବ ପୋଷ୍ଟକୁ ନେଇ ୟୁଜର Confused

ନୂଆଦିଲ୍ଲୀ: ସମସ୍ତଙ୍କ ମନରେ ଫେସବୁକକୁ ନେଇ ଉଠିଛି ପ୍ରଶ୍ନ । ହ୍ୟାକ ହୋଇଛି କି ଲୋକପ୍ରିୟ ଆପ୍ ଫେସବୁକ ? ଫେସବୁକ ନ୍ୟୁଜ ଫିଡରେ କିଛି ଅଜବ ପୋଷ୍ଟକୁ ଦେଖି ଏମିତି ପ୍ରଶ୍ନ କରିଛନ୍ତି ୟୁଜର । ଫେସବୁକରେ ଆଜି ଗୁଡାଏ…