Browsing Category
ମନୋରଞ୍ଜନ
ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଠାରୁ ଅଲଗା ହେଲେ ସୁପରଷ୍ଟାର ଧନୁଷ
ମୁମ୍ବାଇ : ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି…
ଲୋକପ୍ରିୟତାରେ ଭାଇଜାନଙ୍କୁ ଟପିଲେ କମେଡି କିଙ୍ଗ: ଏହି ତାଲିକାରେ ପ୍ରଥମ ସ୍ଥାନରେ କପିଲ ଶର୍ମା
ଲୋକପ୍ରିୟତାରେ ସଲମାନଙ୍କୁ ପଛରେ ପକାଇଲେ କମେଡି କିଙ୍ଗ୍ । ଲୋକପ୍ରିୟତାରେ ସଲମାନଙ୍କୁ ପଛରେ ପକାଇଛନ୍ତି କପିଲ ଶର୍ମା । କାରଣ ସଲମାନ ଖାନ ହିନ୍ଦୀ ଟେଲିଭିଜନ ସବୁଠାରୁ ଲୋକପ୍ରିୟ ସେଲିବ୍ରିଟି ଲିଷ୍ଟରେ ଦ୍ୱିତୀୟ…
Oo Antava ଆଇଟମ୍ ନମ୍ବର ପାଇଁ ସାମନ୍ଥା କେତେ ନେଇଛନ୍ତି ଜାଣିଛନ୍ତି, ଜାଣିଲେ ମୁଣ୍ଡରେ ହାତ ଦେବେ (See Video)
ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ହିଟ୍ ଫିଲ୍ମ ‘ପୁଷ୍ପା’ର ‘ଓ ଅନ୍ତାୱା’ ଗୀତରେ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ତେବେ ଏହା ସାମନ୍ଥାଙ୍କ ପ୍ରଥମ ଆଇଟମ୍…
ପୁଣି ଚର୍ଚ୍ଚାରେ ଦେଶୀ ଗାର୍ଲ, ଫ୍ୟାମିଲି ପ୍ଲାନିଂ କରୁଛନ୍ତି ପ୍ରିୟଙ୍କା-ନିକ୍…
ମୁମ୍ବାଇ (ଭାସ୍କର ନ୍ୟୁଜ୍): ବଲିଉଡ୍ରୁ ଯାଇ ହଲିଉଡ୍କୁ ନିଜର ପରିଚୟ ସୃଷ୍ଟି କରିଥିବା ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ବ୍ୟସ୍ତବହୁଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ପ୍ରିୟଙ୍କା ଅନ୍ୟତମ । ଦେଶୀ ଗାର୍ଲ ଏବେ…
କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କର ପରଲୋକ
ନୂଆଦିଲ୍ଲୀ : ବିଶିଷ୍ଟ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜଙ୍କର ପରଲୋକ ହୋଇଛି । ସେ ୮୩ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ଦିଲ୍ଲୀ ବାସଭବନରେ ରବିବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା…
ତପସ୍ୱିନୀଙ୍କ କମାଲ: ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଆଣିଲେ ସୁନାମ see Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଚମକିଲେ ତପସ୍ୱନୀ । ଓଡିଶା ପାଇଁ ଆଣିଲେ ଗୌରବ । ହାତେଇଲେ ମିସେସ ମହାରାଷ୍ଟ୍ର ଟ୍ର୍ୟାଲେଣ୍ଟ ସମ୍ମାନ । ଝିଅମାନଙ୍କ ବିଭିନ୍ନ ସମସ୍ୟାକୁ ଅଭିନୟମାଧ୍ୟମରେ ପ୍ରଦର୍ଶନ କରି ଗଂଜାମର ଓଡ଼ିଆ…
ବ୍ରେକଅପ୍ ଖବର ପରେ ଅର୍ଜୁନ କପୁରଙ୍କ ସହ ହଟ୍ ଡ୍ରେସରେ ନଜର ଆସିଲେ ମଲାଇକା, ଦେଖନ୍ତୁ ଭିଡ଼ିଓ
ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅର୍ଜୁନ୍ କପୁର ଓ ମଲାଇକା ଅରୋରାଙ୍କ ବ୍ରେକଅପ୍ ଖବର ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଛି । ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ଏକ ଗୁଜବ ବୋଲି କହିଛନ୍ତି ମଲାଇକା ଓ…
ଗୁଡ଼ି ଉଡାଉଥିବା ବେଳେ ପୋଲିସ ହାବୁଡରେ ପଡିଲା ବାଳକ; ତା’ପରେ କଣ ହେଲା ଦେଖନ୍ତୁ ଏହି ମଜାଦାର ଭିଡିଓ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ନିକଟରେ ମାଞ୍ଜା ସୂତା କାରଣରୁ ଜଣଙ୍କର ଜୀବନ ଚାଲି ଯାଇଥିବା ବେଳେ କିଛି ଲୋକ ଆହତ ମଧ୍ୟ ହୋଇଥିଲେ । ଏପରି ସ୍ଥିତିରେ ଗୁଡି ଉଡାଇବା ଉପରେ କଟକଣା ମଧ୍ୟ ରହିଛି । ତେବେ କୋମଳମତି ଶିଶୁଙ୍କ…
ଲୋକଙ୍କୁ ଘାଇଲା କରୁଛି ଏକ ବିଲ୍ଲିର ‘କିଲର କମ୍ ଇମୋସନାଲ ଲୁକ୍’, Video ଥରେ ଦେଖନ୍ତୁ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ବିଲେଇର କିଲର କମ୍ ଇମୋସନାଲ ଲୁକର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ମଜାଦାର ଭିଡିଓକୁ ଅନେକ ଲୋକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଦେଖାଯାଉଛି…
‘ବଚନ ପାଣ୍ଡେ’ ସେଟରେ ଲାଗିଲା ନିଆଁ, ଘଟଣାସ୍ଥଳରେ ଥିଲେ ଅକ୍ଷୟ-କୀର୍ତ୍ତି
ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅପ୍ କମିଂ ଫିଲ୍ମ "ବଚନ ପାଣ୍ଡେ" ଫିଲ୍ମ ଶୁଟିଂ ସମୟରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ଶୁଟିଂ ସେଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଅଘଟଣ ସେତେବେଳେ ହୋଇଥିଲା ଯେତେବେଳେ ଫିଲ୍ମର…