Browsing Category

Featured

ଦୁଇ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ନେଇ ଅଡୁଆରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: କେନ୍ଦ୍ରାପଡା ଲୋକସଭାର ବିଜେପି ପ୍ରାର୍ଥୀ ବୈଜନ୍ତ ପଣ୍ଡାଙ୍କର ପାଇଁ ଏବେ ଅଡୁଆ ସୃଷ୍ଟି ହୋଇଛି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ଆସନରୁ ବିଜେପି ବୈଜୟନ୍ତଙ୍କ ଦ୍ୱାରା ୫ଟି ଆସନରୁ…

ଏଣିକି ଓକିଲମାନଙ୍କୁ Whatsapp ରେ ଦିଆଯିବ ମାମଲା ସମ୍ବନ୍ଧୀୟ ସୂଚନା, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତର ମୁଖ୍ୟ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ଗୁରୁବାର ଦିନ ଘୋଷଣା କରିଛନ୍ତି ଯେ, ସୁପ୍ରିମକୋର୍ଟ ହ୍ୱାଟ୍ସଆପ ମେସେଜ ମାଧ୍ୟମରେ ଓକିଲମାନଙ୍କୁ ମାମଲା ଦାଖଲ କରିବା ଏବଂ ତାଲିକାଭୁକ୍ତ କରିବା ସମ୍ବନ୍ଧୀୟ…

୬୭୩ଟି ପଦ ପୂରଣ ପାଇଁ ଆବେଦନ ଆରମ୍ଭ: ଅମିନ, ଆୟୁର୍ବେଦିକ ଆସିଷ୍ଟାଣ୍ଟ, କେୟାର ଟେକରଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ମିଳିତ ଉଚ୍ଚ ମାଧ୍ୟମିକ (ଯୁକ୍ତଦୁଇ) ସ୍ତରୀୟ ବା ସମକକ୍ଷ ନିଯୁକ୍ତି ପରୀକ୍ଷା ପାଇଁ ଓଡ଼ିଶା କର୍ମଚାରୀ ଚୟନ…

ୱେଟିଂ ଟିକେଟ୍ କ୍ୟାନସେଲ କଲେ ଏବେ ଏତିକି ଲାଗିବ ଚାର୍ଜ, ରେଲୱେ ନେଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ:ଭାରତୀୟ ରେଳରେ ପ୍ରତିଦିନ ୩ କୋଟି ପାଖାପାଖି ଲୋକ ଯାତ୍ରା କରିଥାନ୍ତି । ଭାରତୀୟ ରେଳ ବିଭାଗ ବିଶ୍ୱର ୪ର୍ଥ ବୃହତ୍ତ ରେଳ ବ୍ୟବସ୍ଥା । ଗତ କିଛି ବର୍ଷ ଭିତରେ ଭାରତୀୟ ରେଲୱେରେ ବହୁ ପରିବର୍ତ୍ତନ ଆସିଛି ।…

ଶୁଟିଂ ବେଳେ ଅଘଟଣ: ସାଉଥ ସୁପରଷ୍ଟାର ବିଜୟ ଆହତ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆହତ ହୋଇଛନ୍ତି । ଫିଲ୍ମ ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଚୋଟ ଲାଗିଥିବା ଜଣାପଡ଼ିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ…

ଦୁଇ ବିଜେଡି ନେତାଙ୍କ ଉପରୁ ନିଲମ୍ବନ ହଟିଲା: ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପତ୍ତି ନେଲେ ଦଳର ସଭାପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ…

ଶୋଇବାବେଳେ ଅଧିକ ଉଚ୍ଚ ତକିଆ ବ୍ୟବହାର କରୁଛନ୍ତି କି ? ହୋଇପାରେ ଏହି ସମସ୍ୟା

ଉଚ୍ଚା ତକିଆରେ ଶୋଉଛନ୍ତି କି? ଯଦି ହଁ, ତା’ହେଲେ ଆପଣ ଏ ବିଷୟରେ ଚିନ୍ତା କରିବା ସହ ଏହାର କ୍ଷତି ବିଷୟରେ ଜାଣିବା ଉଚିତ। ପ୍ରକୃତରେ ଯଦି ଆପଣ ନିଜର ତକିଆକୁ ଉପରକୁ ଉଠାଇ ଶୋଇବେ ତେବେ ଏହା ଆପଣଙ୍କ ଶରୀରରେ କ୍ଷତି…

ସରିନି ଖରାର ଉତ୍ତାପ: ମେ’ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ରହିବ ତାତି, ସିଝିବ ଓଡ଼ିଶା!

ଭୁବନେଶ୍ୱର: ପ୍ରକୃତିର ତାଣ୍ଡବରେ କଲବଲ ହେଉଛି ସାରା ଓଡ଼ିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଗାମୀ ଦିନକୁ ନେଇ ରେଡ ସିଗନାଲ ଦେଇଛି ହିଟୱେଭ । ଆଗକୁ ତାପମାତ୍ରା ଜାରି…

ବିବାହ ଋତୁରେ ଖୁସିଖବର ! ଶସ୍ତା ହେଲା ସୁନା ଦର, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ବିବାହ ଋତୁରେ ଆସିଛି ଖୁସିଖବର । ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବା ବେଳେ ଆଜି ସୁନା ଦାମରେ ପରିବର୍ତ୍ତନ ରହିଛି । ଆଜି କମିଛି ସୁନା ଦର । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍…

(video)ତିହାର ଜେଲ୍‌ରେ ଛୁରାମାଡ, କେଜ୍ରିୱାଲଙ୍କ ଜୀବନ ବିପଦରେ;ଆପ୍‌ର ବରିଷ୍ଠ ନେତା ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଗୁରୁବାର ତିହାର ଜେଲ୍‌ରେ ଗ୍ୟାଙ୍ଗୱାର ଘଟଣା ସାମ୍ନାକୁ ଆସିବା ପରେ କହିଛନ୍ତି କି ଜେଲ୍‌ରେ ହତ୍ୟା ବି ହୋଇସାରିଛି । ପୂର୍ବରୁ ବି ତିହାର ଜେଲ୍‌ରେ ଏପରି…