Browsing Category

Featured

ଅବସର ପରେ ଏକ ଆରାମଦାୟକ ଜୀବନ ଚାହୁଁଛନ୍ତି କି ? ତେବେ ଏହି ଡାକଘର ଯୋଜନାରେ କରନ୍ତୁ ନିବେଶ

ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ ମଧ୍ୟ ବରିଷ୍ଠ ନାଗରିକଙ୍କ ପାଇଁ ବହୁତ ଭଲ ଯୋଜନା ରହିଛି । ଡାକଘରର ଏହି ଉତ୍ତମ ଯୋଜନା ଅବସର ପରେ ସିନିୟର ସିଟିଜେନମାନଙ୍କ ଜୀବନରେ ଥିବା ସମସ୍ୟାକୁ ଦୂର କରିବ, ଯାହାଦ୍ୱାରା ସେମାନଙ୍କୁ…

CAAକୁ ନେଇ ମମତାଙ୍କୁ ଚେତାବନୀ ଦେଲେ ଅମିତ ଶାହା; ଯାହା ବି କର ସିଏଏ ପ୍ରତ୍ୟାହାର କରିବା ଅସମ୍ଭବ

ନୂଆଦିଲ୍ଲୀ: ସିଏଏ କୁ ନେଇ ମମତାଙ୍କୁ ଚେତାବନୀ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଶାହା କହିଛନ୍ତି ଯେ କେହି ଯାହା ବି କରିବେ, ସିଏଏ ଆଇନ କେବେ ବି ପ୍ରତ୍ୟାହାର କରାଯିବ ନାହିଁ। ଆମ ଦେଶରେ ଭାରତୀୟ ନାଗରିକତା…

ଭାରତ ଆପଣାଉଛି ବିଦେଶୀ ରଙ୍ଗ ! ୪୬% ବିବାହିତ ପୁରୁଷଙ୍କର Extra Marital Affair, ଜାଣନ୍ତୁ ସର୍ଭେରେ ମହିଳାଙ୍କ ସ୍କୋର କେତେ ?

ନୂଆଦିଲ୍ଲୀ: ଭାରତୀୟ ସମାଜରେ ‘ବିବାହ' ହେଉଛି ଏକ ପବିତ୍ର ବନ୍ଧନ, ଯାହାକୁ ସ୍ୱାମୀ-ସ୍ତ୍ରୀ ଭକ୍ତି ଓ ନିଷ୍ଠା ସହିତ ମାନନ୍ତି । ସାତ ଫେରର ବନ୍ଧନ ସାତଟି ଜନ୍ମ ପର୍ଯ୍ୟନ୍ତ ଯୋଡି ହୁଏ । ଭାରତୀୟ ସମାଜରେ ବିବାହ ପବିତ୍ର…

କ୍ଷତକୁ ଶୀଘ୍ର repair କରିଥାଏ ଏହି superfood, ଆଜି ହିଁ ଡାଏଟରେ କରନ୍ତୁ ସାମିଲ

ଓଡ଼ିଶା ଭାସ୍କର: ସୁସ୍ଥ ଜୀବନଶୈଳୀ ପାଇଁ ସନ୍ତୁଳିତ ଏବଂ ପୁଷ୍ଟିକର ଆହାର ଜରୁରୀ । ଏହା ସହ ବ୍ୟାୟାମ, ଯୋଗାସନ ଏବଂ ସୁନିଦ୍ରା ଗରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ନିୟମିତ…

BIG BREAKING…ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି କହିଲେ ମନମୋହନ । 'ସବୁ ଠିକ୍ ଚାଲିଛି, ଆମର…

(Video) ଚା’ ଦୋକାନରେ ମଣିଷଙ୍କ ପରି ବାସନ ଧୋଇଲା ମାଙ୍କଡ଼; ଭାଇରାଲ ହୋଲା ଭିଡିଓ

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଏକ ମାଙ୍କଡ଼ ବାସନ ମାଜୁଥିବା ଦେଖିବାକୁ ମିଳିବ । ଏହାକୁ ଦେଖିବା…

ଦିନରେ ଅଧିକ ଥର ମୁହଁ ଧୋଇବା ଠାରୁ ଦୂରେଇ ରୁହନ୍ତୁ, ଫିକା ପଡ଼ିଯିବ ତ୍ୱଚାର ଚମକ

ଓଡ଼ିଶା ଭାସ୍କର: ସକାଳୁ ଉଠିବା ପରେ ପ୍ରଥମେ ମୁହଁ ଧୋଇବା ଏକ ସୁଅଭ୍ୟାସ । ଏହା ଦ୍ୱାରା ଆମେ ସତେଜ ଅନୁଭବ କରିଥାଉ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ତ୍ୱଚା ସହ ଜଡ଼ିତ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ।…

ସନ୍ଦେଶଖାଲି; ବିଭିନ୍ନ ସ୍ଥାନରେ ରେଡ୍ କରୁଛି ED, ଗିରଫ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ

ସନ୍ଦେଶଖାଲି: ପଶ୍ଚିମବଙ୍ଗର ସନ୍ଦେଶଖାଲିର ଏକାଧିକ ସ୍ଥାନରେ ଚଢ଼ାଉ କରିୁଛି ଇଡି। ଗିରଫ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଜମି ଜବରଦଖଲ ମାମଲାରେ ଏହି ଚଢ଼ାଉ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଶାହଜାହାନ…

BIG BREAKING…ବୋମାମାଡ଼ ସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ, ଜଳିଗଲା ପିକଅପ୍

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବୋମାମାଡ଼ । ବୋମାମାଡ଼ ସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ । ସାଇ ବିହାର ଲେନ୍‌ରେ ଏକ ଦୋକାନ ଘର ଗ୍ୟାରେଜରେ ବୋମାମାଡ଼ । ବୋମାମାଡ଼ରେ ପାଖରେ ଥିବା…

ମାର୍ଚ୍ଚ ୧୫ ସୁଦ୍ଧା ପେଟିଏମ୍ ଫାଷ୍ଟାଗ୍ ୟୁଜର୍ସଙ୍କୁ କରିବାକୁ ପଡିବ ଏହି କାମ, ନଚେତ୍ ପରେ ଫସିପାରନ୍ତି ଆପଣ

ନୂଆଦିଲ୍ଲୀ: ଟୋଲ୍ ପ୍ଲାଜାରେ ଅସୁବିଧା ନହେବା ପାଇଁ ଏନଏଚଏଆଇ ପେଟିଏମ୍ ଫାଷ୍ଟାଗ୍ ଉପଭୋକ୍ତାମାନଙ୍କୁ ମାର୍ଚ୍ଚ ୧୫ ପୂର୍ବରୁ ଅନ୍ୟ କୌଣସି ବ୍ୟାଙ୍କରୁ ଏକ ନୂଆ ଫାଷ୍ଟାଗ୍ ନେବାକୁ ପରାମର୍ଶ ଦେଇଛି । ଜାତୀୟ ରାଜପଥରେ…