Browsing Category
Featured
ବୀମା ପଲିସିରେ ‘ଫ୍ରି ଲୁକ୍ ପିରିୟଡ୍’ କ’ଣ? ଏଜେଣ୍ଟ ଧୋକା ଦେଲେ ଏହାର ପ୍ରୟୋଗ କରି ପ୍ରିମିୟମ ଫେରିପାଆନ୍ତୁ
ନୂଆଦିଲ୍ଲୀ: କ’ଣ ଆପଣ ଜାଣନ୍ତି କି ବୀମା ପଲିସି କ୍ରୟ କରିବା ପରେ ନିୟମ ଓ ସର୍ତ୍ତ ପସନ୍ଦ ନ ଆସିଲେ ଆପଣ ଏହାକୁ ଫେରାଇ ଦେଇପାରିବେ । ସବୁଠାରୁ ବଡ କଥା ହେଉଛି ଆପଣ ସରେଣ୍ଡର ଚାର୍ଜ ନ ଦେଇ ଏହି ପଲିସି କ୍ୟାନସେଲ…
(Video) ୧୦ ଫୁଟ ତଳେ ଥିଲା ସ୍ୱାମୀ: ଉପରେ ପ୍ରେମିକ ସହ ବାସର ରାତି କରୁଥିଲା ସ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୟାଗଡ଼ର ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗାଁରେ ଘଟିଥିବା ଚାଞ୍ଚଲ୍ୟକର ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଜୋରସୋରରେ ଚର୍ଚ୍ଚା ଚାଲିଛି । ପାଖାପାଖି ୨୦ ଦିନ ହେଲା ସ୍ୱାମୀ ନିଖୋଜ ରହିଥିବା…
କ’ଣ ପଶ୍ଚିମବଙ୍ଗରେ ଲାଗିବ ରାଷ୍ଟ୍ରପତି ଶାସନ ? ଜାଣନ୍ତୁ ଅନୁସୂଚିତ ଆୟୋଗର ରିପୋର୍ଟରେ କ’ଣ ଅଛି
ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ସନ୍ଦେଶଖାଲି ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଛି । ଅନୁସୂଚିତ ଆୟୋଗ ଏହାର ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛି । ଏଥିରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ…
ଜଣାଶୁଣା ଟିଭି ଅଭିନେତ୍ରୀ କବିତା ଚୌଧରୀଙ୍କ ପରଲୋକ: ହାର୍ଟ ଆଟାକରେ ଶେଷ ନିଃଶ୍ୱାସ ତ୍ୟାଗ କଲେ
ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖ ଖବର । ଜଣାଶୁଣା ଟେଲିଭିଜନ ଅଭିନେତ୍ରୀ କବିତା ଚୌଧୁରୀଙ୍କର ହାର୍ଟ ଆଟାକରେ ପରଲୋକ ଘଟିଛି । ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିବାରୁ କବିତାଙ୍କର ଚିକିତ୍ସା…
ରାଜକୋଟରେ ଜାଡେଜା କରିଦେଲେ ବଡ ଖେଳ, ରଚିଲେ ଏହି କୀର୍ତ୍ତି
ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ଆଜି ଦ୍ୱିତୀୟ ଦିନ । ଏହି ଟେଷ୍ଟ ମ୍ୟାଚ୍ରେ ଭାରତର ତ ଦବଦବା ରହିଛି । ଉଭୟ ଟିମ୍ ଏହି ଟେଷ୍ଟ ମ୍ୟାଚ୍ ସିରିଜ୍ରେ ୧-୧ରେ ବରାବର ସ୍ଥିତିରେ…
(Video) ରାଜଭବନ ସାମ୍ନାରେ ୧୦ ଫୁଟ ଉପରକୁ ଉଡ଼ିଲା କାର: ଏହି ଦୃଶ୍ୟ ଦେଖି କାବା ହୋଇଗଲେ ରାଜଧାନୀବାସୀ….
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଯାନବାହାନର ଚଳପ୍ରଚଳ ବଢ଼ିବା ସହିତ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଥିବାର ଦେଖାଯାଉଛି । ତେବେ ଅନେକ ସମୟରେ ଏପରି କିଛି ଦୁର୍ଘଟଣା ଘଟିଥାଏ, ଯେଉଁ ଖବର ବିଷୟରେ ଶୁଣି ସହଜରେ କେହି…
ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍କା, ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରି ଦିଆଯାଇଛି
ନୂଆଦିଲ୍ଲୀ: କଂଗ୍ରେସ ସହ ଜଡିତ ସମସ୍ତ ବ୍ୟାଙ୍କ ଖାତାକୁ ଫ୍ରିଜ୍ କରିଦିଆଯାଇଛି । ଦଳର ବରିଷ୍ଠ ନେତା ଅଜୟ ମାକନ ଦାବୀ କରିଛନ୍ତି କି ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିବାରୁ କର୍ମଚାରୀଙ୍କୁ ଦରମା ଦେଇହେଉ ନାହିଁ କି ନା…
ଓଡ଼ିଶା ହେବ ଦେଶରେ ପ୍ରଥମ: ରାଜ୍ୟରେ ଏକସଙ୍ଗେ ପ୍ରତିଷ୍ଠା ହେବ ୪୧ଟି କ୍ରିକେଟ ଏକାଡେମୀ, ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷ ବର୍ଷ ଧରି ଜାତୀୟ ସ୍ତରୀୟ କ୍ରିକେଟରେ ଓଡ଼ିଶାର କ୍ରିକେଟରଙ୍କ ଅନୁପସ୍ଥିତି ରାଜ୍ୟର କ୍ରୀଡ଼ାପ୍ରେମୀଙ୍କୁ ବଡ଼ ଆଘାତ ଦେଇଛି । ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସଙ୍କ ପରି ହାତ ଗଣତି…
ପେଟିଏମ୍ ୟୁଜର୍ସଙ୍କ ଲାଗି ପୁଣି ଆସିଲା ଖରାପ ଖବର, ଏବେ (NHAI) ନେଲା ବଡ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଦେଶରେ ପେଟିଏମ୍ ଫାଷ୍ଟଟ୍ୟାଗର ୨ କୋଟି ୟୁଜର୍ସଙ୍କୁ ବଡ ଝଟକା ଲାଗିଛି । ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ((NHAI))ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍କୁ ଫାଷ୍ଟଟ୍ୟାଗ ସର୍ଭିସ୍ ଲାଗି…
୫୦୦ ଟଙ୍କା ରିହାତି ସହିତ ମୋଦୀ ସରକାରଙ୍କଠାରୁ ଶସ୍ତା ସୁନା କିଣିବାର ଆଜି ହେଉଛି ଶେଷ ସୁଯୋଗ, ଜାଣନ୍ତୁ କିପରି କିଣିବେ
ନୂଆଦିଲ୍ଲୀ: ଆଜି ମୋଦୀ ସରକାରଙ୍କ ଠାରୁ ୫୦୦ ଟଙ୍କା ରିହାତି ସହିତ 'ଶସ୍ତା' ସୁନା କିଣିବାର ଶେଷ ସୁଯୋଗ । ସାର୍ବଭୌମ ଗୋଲ୍ଡ ବଣ୍ଡ କିଣିବାର ଆଜି ଶେଷ ତାରିଖ । ଏହି ସୁନାର ବିଶେଷତ୍ୱ ହେଉଛି ଚୋର ଏହାକୁ ଚୋରି…