Browsing Category

Featured

ରାତିସାରା ରୁମ୍ ହିଟର ଲଗାଇ ଶୋଉଛନ୍ତି କି ? ଶରୀର ପାଇଁ ବିପଜ୍ଜନକ, ହୋଇପାରେ ଏହି ରୋଗ

ପାରଦ ଖସିବା ସହ ଶୀତ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଥଣ୍ଡାରୁ ବଞ୍ଚିବା ପାଇଁ ଗରମ ପୋଷାକ ସହିତ ରୁମ୍ ହିଟର ବ୍ୟବହାର ଆରମ୍ଭ କରିଛନ୍ତି । ଖାସ୍ କରି ଯେଉଁ ଘରେ ବୃଦ୍ଧ ଓ ଛୋଟ ପିଲାମାନେ ଅଛନ୍ତି, ସେମାନଙ୍କୁ…

ନିଆଗଲା ବଡ଼ ନିଷ୍ପତ୍ତି: ଏଣିକି କର୍ମଚାରୀମାନେ ସପ୍ତାହକୁ କେବଳ ୪ ଦିନ କାମ କରିବେ, ଫେବୃଆରୀ ୧ରୁ ଲାଗୁ!

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀମାନେ ସପ୍ତାହକୁ ୫ ଦିନ କାମ କରିବେ ଓ ଦୁଇଦିନ ଛୁଟି ପାଇବେ, ଏହି ପ୍ରସ୍ତାବ କାର୍ଯ୍ୟକାରୀ ନେଇ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ ବହୁ ପୂର୍ବରୁ ଦାବି ହୋଇ ଆସୁଛି । ସେହିପରି…

ଭଦ୍ର ବ୍ୟବହାର ଦେଖାଇ ଘରେ କେହି ନ ଥିବା ବେଳେ କଳାକନା ବୁଲାଇଦେଲା ପାଖ ଘର ଭାଉଜ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଶ୍ୱାସରେ ବିଷ ଦେଲା ପଡ଼ୋଶୀ । ନିଜ ପଡ଼ୋଶୀ ଘରୁ ସୁନା ଚୋରୀ କରି ଆଉ ଏକ ଚୋରୀ କେସରେ ଫସିଲା । ଏଭଳି ଘଟଣା ପର୍ଦ୍ଧାଫାଶ କରିଛି ଚନ୍ଦ୍ରଶେଖରପୁର ପୋଲିସ। ଘଟଣାରେ ମୁଖ୍ୟ ଅଭିଯୁକ୍ତ…

ଓସ୍କାର ମନୋନୀତ ନିର୍ମାତାଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ, ବାଲକୋନୀରୁ ଡେଇଁ ଜୀବନ ହାରିଲେ ପତ୍ନୀ

ନୂଆଦିଲ୍ଲୀ: ନିର୍ମାତା ବ୍ରାଡଲି ଥୋମାସଙ୍କୁ ଚଳିତ ବର୍ଷ ଓସ୍କାର ଲାଗି ମନୋନୀତ କରାଯାଇଥିଲା । ତାଙ୍କ ଫିଲ୍ମ ‘କିଲର ଅଫ୍ ଦି ଫ୍ଲାୱାର ମୁନ୍‌’ ବେଶ୍ ଚର୍ଚ୍ଚାରେ ରହିଆସିଛି । କିନ୍ତୁ ଏହାରି ମଧ୍ୟରେ ବ୍ରାଡଲିଙ୍କୁ…

ରାଜନୀତିରେ ପାଦ ଥାପିଲେ ଥାଲାପତି ବିଜୟ, ଘୋଷଣା କଲେ ପାର୍ଟୀର ନାମ

ତାମିଲନାଡୁ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସାଉଥ ଫିଲ୍ମର ସୁପରଷ୍ଟାର ଥାଲାପତି ବିଜୟ ରାଜନୀତିରେ ଯୋଗ ଦେଇଛନ୍ତି । ଥାଲାପତି ବିଜୟ ଶୁକ୍ରବାର ଦିନ ନିଜ ପାର୍ଟୀର ନାମ ଘୋଷଣା କରିଛନ୍ତି । ଯାହାର ନାମ ହେଉଛି…

ମୁସଲିମ ପକ୍ଷଙ୍କୁ ଶକ୍ତ ଝଟକା: ‘ପୂଜାରେ ଲାଗିବନି କୌଣସି ପ୍ରତିବନ୍ଧକ..’ , ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମାମଲାକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ବର୍ତ୍ତମାନ ଆଉ ଏକ ଶୁଣାଣି ସାମ୍ନାକୁ ଆସିଛି । ବ୍ୟାସଙ୍କ ତେହଖାନାରେ ପୂଜା ଆରମ୍ଭ କରିବାକୁ ନେଇ ମୁସଲିମ ପକ୍ଷଙ୍କ ପିଟିସନକୁ ଆହ୍ଲାବାଦ ହାଇକୋର୍ଟରେ…

ଏବେ ଟ୍ରେନ୍‌ରେ ୱେଟିଂ ଟିକେଟ୍ ସମସ୍ୟାରୁ ମିଳିବ ମୁକ୍ତି, ଜାଣନ୍ତୁ କ’ଣ ରହିଛି ରେଲୱେର ପୁରା ପ୍ଲାନ

ନୂଆଦିଲ୍ଲୀ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯାତ୍ରୀବାହୀ ଟ୍ରେନରେ ୱେଟିଂ ଲିଷ୍ଟ ସମସ୍ୟାର ଅନ୍ତ ହେବାକୁ ଯାଉଛି ବୋଲି କହିଛନ୍ତି । ସେ କହିଛନ୍ତି ଅନ୍ତରୀଣ ବଜେଟ୍‌ରେ ଘୋଷିତ ୩ ମଲ୍ଟି ମଡେଲ୍ ଇକୋନୋମିକ୍ କରିଡର…

(Video) ରସୁଣ ପରେ ପରେ ଏବେ ଅଦା ବି ଦେଲାଣି ଟେନସନ୍; ଚିକେନ୍ କିଲୋ ଯେତିକି ନୁହେଁ, ଅଦା…

ଭୁବନେଶ୍ୱର: ଅଦା ଖାଇଲେ ନାହିଁ ଛୁଇଁଲେ ଏବେ ରାଗ, ଅଦାକୁ ଦେଖିଲେ ବହୁଛି ଲୁହ। ରସୁଣ ପରେ ପରେ ଏବେ ଅଦା ବି ଟେନସନ ବଢାଇ ଦେଇଛି। କେତେବେଳେ ରସୁଣ ତ କେତେ ବେଳେ ଆଦା ଖାଉଟିଙ୍କ ପକେଟକୁ ଭାରି ବାଧୁଛି। ଚିକେନ୍ କିଲୋ…

ଗୁଗଲ କ୍ରୋମରେ ରହିଛି ଏକ ସିକ୍ରେଟ୍ ସୁଇଚ୍ ଯାହା ତୁରନ୍ତ ବଢାଇ ଦେବ ଆପଣଙ୍କ କମ୍ପ୍ୟୁଟରର ସ୍ପିଡ୍‌, ଜାଣନ୍ତୁ କିପରି ଅନ୍ କରିବେ?

ନୂଆଦିଲ୍ଲୀ: ଗୁଗଲ କ୍ରୋମ ହେଉଛି ସବୁଠାରୁ ଲୋକପ୍ରିୟ ବ୍ରାଉଜର । ଏଣୁ ଅଧିକାଠା ଲୋକ ଲାପଟପ୍ କିମ୍ବା କମ୍ପ୍ୟୁଟରରେ କାମ କରିବା ସମୟରେ ଗୁଗଲ କ୍ରୋମର ବ୍ୟବହାର କରିଥାନ୍ତି । କ୍ରୋମ ବ୍ୟବହାର କରିବା ସମୟରେ ଲୋକମାନେ…

Cervical Cancer ବଡ଼ ଭୟଙ୍କର: ମାତ୍ର ୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମଙ୍କ ବିୟୋଗ ପରେ ଏହି ରୋଗକୁ ନେଇ ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କ ମୃତ୍ୟୁକୁ ନେଇ ଆଜି ମନୋରଞ୍ଜନଧର୍ମୀ ଦୁନିଆରେ ଦୁଃଖର ଲହରୀ ଖେଳିଯାଇଛି । ପୁନମ ସର୍ଭାଇକଲ କ୍ୟାନସର ବା ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ଥାଇ ମାତ୍ର ୩୨…