Browsing Category
Featured
ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି: ଅନଲାଇନରେ ଜିଲ୍ଲା ଓ ସ୍କୁଲ ଚଏସ୍ କରିବେ ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦର…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମାଧ୍ୟମିକ ସ୍କୁଲମାନଙ୍କରେ ନିଯୁକ୍ତି ପାଇଁ ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏନେଇ ଓଡ଼ିଶା…
(Video)ଭାରତ ରତ୍ନ ଘୋଷଣା ପରେ କିପରି ଥିଲା ଲାଲକୃଷ୍ଣ ଆଡଭାନୀଙ୍କ ପ୍ରତିକ୍ରିୟା, ସାମ୍ନାକୁ ଆସିଲା ପ୍ରଥମ ଝଲକ
ନୂଆଦିଲ୍ଲୀ: ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନରେ ସମ୍ମାନୀତ କରାଯିବ । କେନ୍ଦ୍ରର ମୋଦୀ ସରକାର ବିଜେପିର ବରିଷ୍ଠ ନେତା ତଥା ପୂର୍ବ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ…
ବିଜେପି ବିଧାୟକଙ୍କ ଗୁଳିକାଣ୍ଡ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ସରକାର
ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲହାସନଗରର ଏକ ପୋଲିସ ଷ୍ଟେସନରେ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ)ର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ବିଜେପି ବିଧାୟକ ଗଣପତ ଗାଇକୱାଡଙ୍କ ବିରୋଧରେ।…
ମନୀଷ ସିସୋଦିଆଙ୍କୁ ପୁଣି ମିଳିଲାନି ଜାମିନ, ୧୭ ଫେବୃଆରୀ ପର୍ଯ୍ୟନ୍ତ ଜେଲରେ ରହିବେ
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କୋର୍ଟ ଆଉ ଥରେ ଆଶ୍ୱସ୍ତି ଦେବାକୁ ପ୍ରତ୍ୟାଖାନ କରିଛନ୍ତି । ଅଦାଲତ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୧୭ ଫେବୃଆରୀ ପର୍ଯ୍ୟନ୍ତ…
Big Breaking: ଓଲଟିଲା ବସ୍, ୮ ଗୁରୁତର
ଭୁୁବନେଶ୍ୱର: ବାଲୁଗାଁରେ ପୁଣି ଏକ ବଡ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଠାରେ ବସ୍ ଓଲଟି ୮ ଜଣ ଗୁରୁତର ହୋଇଛନ୍ତି । ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକରେ ଏହି ଦୁର୍ଘଟଣା ଘଟିଛି । ପଛରୁ ଏକ ଟ୍ରକ ଧକ୍କା…
ରାମଲାଲାଙ୍କ ଶୋଇବା ଲାଗି କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା, ଆମେରିକା ପଠାଇଲା ସୁନାରେ ତିଆରି ଏହିସବୁ ଦାମୀ ଉପହାର
ଭୋପାଳ: ରାମଲାଲାଙ୍କ ମନ୍ଦିର ନିର୍ମାଣ ହେବା ପରଠାରୁ ଦେଶ ବିଦେଶରୁ ବିଭିନ୍ନ ପ୍ରକାର ଦାନର ସୁଅ ଛୁଟିବାରେ ଲାଗିଛି । ସେହିପରି ପ୍ରଭୁ ଶ୍ରୀରାମଙ୍କ ଶୋଇବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଉଛି । ମଧ୍ୟପ୍ରଦେଶ ଭୋପାଳରୁ…
ରାତିରେ ବନ୍ଦ ରଖନ୍ତୁ Wifi Router, ନଚେତ ହୋଇପାରେ ଏହି ସମସ୍ୟା
ଓଡ଼ିଶା ଭାସ୍କର: ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ Wifi ସୁବିଧା ଦେଖିବାକୁ ମିଳୁଛି । ଏହା ଦ୍ୱାରା ହାଇସ୍ୱୀଡ୍ ଇଣ୍ଟରନେଟ୍ ମିଳିଥାଏ । ଲାଇଭ୍ଷ୍ଟ୍ରୀମ୍ ଭିଡ଼ିଓ, ଭିଡ଼ିଓ କଲିଂ ଏବଂ ଭିଡ଼ିଓ ଡାଉନଲୋଡିଂ ଭଳି କାର୍ଯ୍ୟ ସହଜ…
Paytm ସଂକଟକୁ ନେଇ ସାମ୍ନାକୁ ଆସିଲା ନିର୍ମଳା ସୀତାରମଣଙ୍କର ବିବୃତ୍ତି, ଜାଣନ୍ତୁ କ’ଣ କହିଲେ
ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ନେଇ ନିର୍ମଳା ସୀତାରମଣଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ତାଙ୍କ ସରକାର ଫିନଟେକକୁ ନେଇ ଉତ୍ସୁକ ଏବଂ…
INDvsENG; ଦ୍ବିତୀୟ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ୩୯୬ ରନ୍ରେ ସୀମିତ, ଜୟସ୍ୱାଲଙ୍କ ଦ୍ୱିଶତକ
ନୂଆଦିଲ୍ଲୀ: ଦ୍ବିତୀୟ ଟେଷ୍ଟରେ ଭାରତର ପ୍ରଥମ ଇନିଂସ ୩୯୬ ରନ୍ରେ ସୀମିତ, ଜୟସ୍ୱାଲଙ୍କ ଦ୍ୱିଶତକ । ଓପନର ଯଶସ୍ୱୀ ଜୟସ୍ୱାଲଙ୍କ ଚମତ୍କାର ଦ୍ୱିଶତକ ବଳରେ ଭାରତ ବିଶାଖାପାଟଣା ଟେଷ୍ଟର ପ୍ରଥମ ଇନିଂସରେ ୩୯୬ ରନ୍…
ପୁନମ ପାଣ୍ଡେ ଲୋକଙ୍କ ଭାବନା ସହ ଖେଳୁଛନ୍ତି? ଏହା କେତେଦୂର ସତ, ଇନଷ୍ଟାଗ୍ରାମରେ କାହିଁକି ମୃତ୍ୟୁ ଖବର ପୋଷ୍ଟ କରାଯାଇଥିଲା
ନୂଆଦିଲ୍ଲୀ: ଫେବୃଆରୀ ୨ ତାରିଖରେ ବଲିଉଡ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ମାତ୍ର ୩୨ ବର୍ଷ ବୟସରେ ଗର୍ଭାଶୟ କର୍କଟ ରୋଗରେ ପୀଡ଼ିତ ହୋଇ ଅଭିନେତ୍ରୀ ପ୍ରାଣ ହରାଇଥିବା…