Browsing Category

Featured

(Video)”ପାହାଡ଼ ଉପରେ ୧୦ ଫୁଟିଆ ଏଲିଅନ”! ଭାଇରାଲ ହେଉଛି ଅଜବ ଦୃଶ୍ୟ

ଅନେକ ସମୟରେ ମହାକାଶରେ ଏଲିଅନଙ୍କ ସତ୍ତା ନେଇ ଅନେକ ଦାବି କରିଥାନ୍ତି । ଅନେକ ମହାକାଶ ଗବେଷଣା ସଂସ୍ଥା ଏବଂ ବୈଜ୍ଞାନିକମାନେ ଏନେଇ ଅଧିକ ଗବେଷଣା ମଧ୍ୟ ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ବ୍ରାଜିଲର ଏକ ପାହାଡ଼ରେ…

ଯାହାକୁ ମିନରଲ ୱାଟର ଭାବି ପିଉଛ, ତାହା ଯୋଗୁଁ ଉପୁଜିପାରେ ବନ୍ଧ୍ୟାକରଣ ସମସ୍ୟା: ରିସର୍ଚ୍ଚ

ଜଳ ବିନା ଜୀବନର କଳ୍ପନା କରାଯାଇପାରିବ ନାହିଁ । ଏକ ସମୟ ଥିଲା ଯେତେବେଳେ ଲୋକମାନେ ପୋଖରୀ, ନଦୀ ଓ କୂଅରୁ ପାଣି ନେଇ ସେମାନଙ୍କର ଶୋଷ ମେଣ୍ଟାଉଥିଲେ । ତା’ପରେ ହ୍ୟାଣ୍ଡ ପମ୍ପର ସମୟ ଆସିଗଲା, ସେପର୍ଯ୍ୟନ୍ତ ମାମଲା…

ଓଡିଶା ଉପକୂଳରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ ମିସାଇଲର ନ୍ୟୁ ଭର୍ସନର ସଫଳ ପରୀକ୍ଷଣ

ବାଲେଶ୍ୱର: ଓଡିଶା ଉପକୂଳରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ ମିସାଇଲର ନ୍ୟୁ ଭର୍ସନ (AKASH-NG)ର ସଫଳ ପରୀକ୍ଷଣ ହୋଇଛି। ସକାଳ ୧୦ ଟା ୩୦ ମିନିଟରେ ହୋଇଛି ଏହି ପରୀକ୍ଷଣ। ସଫଳତାର ସହିତ ଟାର୍ଗେଟ ହିଟ୍ କରିଥିବା…

ମରୁଭୂମି ପାଲଟିଗଲା ପୂରା ବରଫ: ଏଠାରେ ମଧ୍ୟ ଶୀତ ଭାଙ୍ଗିଲା ସବୁ ରେକର୍ଡ଼

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତର ପ୍ରକୋପ ଜାରି ରହିଛି । ଦିଲ୍ଲୀରେ ଶୀତ ଲହର ଗତକାଲି ସମସ୍ତ ରେକର୍ଡ଼ ଭାଙ୍ଗିଛି । କାରଣ ଶୁକ୍ରବାର ଦିନ ଦିଲ୍ଲୀରେ ସବୁଠାରୁ ଥଣ୍ଡା ଦିନ ରହିଥିଲା । ଥଣ୍ଠା ପଦନ ସହିତ ଗତକାଲି ଏଠାରେ…

ଏହିସବୁ ଜିନିଷ ସାଜିପାରେ ମୃତ୍ୟୁର କାରଣ: ଜାଣନ୍ତୁ ଏହାକୁ ନେଇ କ’ଣ କହୁଛି ଗରୁଡ ପୁରାଣ

ସନାତନ ଧର୍ମର ୧୮ ମହାପୁରାଣ ମଧ୍ୟରୁ ଗରୁଡ ପୁରାଣ ଅନ୍ୟତମ, ଯାହାକୁ କାହାର ମୃତ୍ୟୁ ପରେ ପଢ଼ାଯାଇଥାଏ । ଏହି ପୁରାଣରେ ଆପଣଙ୍କୁ ଜୀବନ ଓ ମୃତ୍ୟୁ ସହ ଜଡ଼ିତ ଏପରି କିଛି ବିଷୟରେ ସୂଚନା ମିଳିଯିବ, ଯାହାକୁ ନେଇ ଲୋକମାନେ…

ସରକାରଙ୍କ ଚେତାବନୀ: ଭୁଲରେ ବି ଏହି ନମ୍ବର ଡାଏଲ୍ କଲେ ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ ବର୍ତ୍ତିବାର ଉପାୟ

ନୂଆଦିଲ୍ଲୀ: ଦେଶର କୋଟି କୋଟି ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କୁ ସରକାର ଚେତାବନୀ ଦେଇଛନ୍ତି । ଟେଲି ଯୋଗାଯୋଗ ବିଭାଗ ଉପଭୋକ୍ତାମାନଙ୍କୁ ଏପରି କଲ୍ ପ୍ରତି ସାବଧାନ ରହିବାକୁ କହିଛି, ଯେଉଁଥିରେ 'ଷ୍ଟାର ୪୦୧…

‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ପଞ୍ଜିକରଣର ଆଜି ଶେଷ ତାରିଖ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସହ ପୁରସ୍କାର ବି ଜିତିପାରିବେ

ନୂଆଦିଲ୍ଲୀ: ପରୀକ୍ଷା ପେ ଚର୍ଚ୍ଚା ୨୦୨୪ ଲାଗି ରେଜିଷ୍ଟ୍ରେସନ ଆଜି ଅର୍ଥାତ୍ ୧୨ ଜାନୁୟାରୀରେ ବନ୍ଦ ହୋଇଯିବ । ଯେଉଁମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁଁଛନ୍ତି ଓ ଏ ପର୍ଯ୍ୟନ୍ତ ନାମ ପଞ୍ଜିକରଣ…

(Video) ଅପେକ୍ଷାର ଅନ୍ତ… ଅଯୋଧ୍ୟାରୁ ନିମନ୍ତ୍ରଣ ପାଇଲେ ‘ରାମାୟଣ’ର ଲକ୍ଷ୍ମଣ: ଦେଖିବେ ପ୍ରାଣ ପ୍ରତିଷ୍ଠା ଉତ୍ସବ

ନୂଆଦିଲ୍ଲୀ: ବର୍ତ୍ତମାନ ଅଯୋଧ୍ୟା ଶ୍ରରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ଉତ୍ସବ ଖେଳିଯାଇଛି । ଦେଶର ପ୍ରତ୍ୟେକ ଗଳିକନ୍ଦିରେ ଶୁଭୁଛି ‘ଜୟ ଶ୍ରୀରାମ...’ । ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ…

ମହିଳା ନୁହେଁ ପୁରୁଷ ମିତ୍ରଙ୍କୁ ବିବାହ କଲେ ChatGPTର CEO: ଫଟୋ ଭାଇରାଲ

ନୂଆଦିଲ୍ଲୀ: କିଛି ଦିନ ତଳେ ବେଶ ଚର୍ଚ୍ଚାରେ ରହିଥିବା ଚାଟ ଜିପିଟିର ସିଇଓ ସାମ ଅଲ୍ଟମ୍ୟାନ ହାତରୁ ଦି ହାତ ହୋଇଛନ୍ତି । ତେବେ ସେ କେଉଁ ମହିଳାଙ୍କୁ ନୁହେଁ ବରଂ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ବିବାହ କରିଛନ୍ତି ।…

ମକର ସଂକ୍ରାନ୍ତିରେ ବିହାରବାସୀ ସେବନ କରିଥାନ୍ତି ‘ଦହି- ଚୁଡ଼ା’, ଜାଣନ୍ତୁ କାହିଁକି ?

ଓଡ଼ିଶା ଭାସ୍କର: ମକର ସଂକ୍ରାନ୍ତି ଏକ କୃଷି ଭିତ୍ତିକ ପର୍ବ । ଦେଶରେ ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ସହ ଜଡ଼ିତ ପରମ୍ପରା ପ୍ରଚଳିତ । ଅଧିକାଂଶ ଅଂଚଳରେ ମକର ସଂକ୍ରାନ୍ତିକୁ ନୂତନ ବର୍ଷର ଆରମ୍ଭ ଭାବରେ ବିବେଚିତ…