Browsing Category
Featured
୫ ଜଣ ନେତାଙ୍କୁ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଓ ବିଧାନସଭା କ୍ଷେତ୍ରରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କଲା ବିଜେଡି
ଓଡିଶା ଭାସ୍କର: ୨୦୨୪ ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଅଛି। ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଓ କସରତ ଆରମ୍ଭ ହୋଇଗଲାଣି। ଚଳିତ ନିର୍ବାଚନରେ ବିରୋଧୀ ଦଳ ସରକାର ଗଢିବା ଆଶାରେ ରହିଥିବା ବେଳେ…
ନିଜକୁ କରିବାକୁ ଚାହୁଁଛନ୍ତି କି ମାନସିକ ସ୍ତରରେ ମଜବୁତ? ଆପଣାନ୍ତୁ ଏହି ସବୁ ଉପାୟ
ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନରେ ଅନେକ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥାଏ । ଅନେକ କଷ୍ଟ ମଧ୍ୟ ସହିବାକୁ ପଡ଼ିଥାଏ । ତେବେ ଏସବୁକୁ ସାମ୍ନା କରିବା ସମୟରେ ମନୁଷ୍ୟ ମାନସିକ ସ୍ତରରେ ଶକ୍ତ ହେବା ଆବଶ୍ୟକ ।…
(Video) Yes Maam ନୁହେଁ ‘ଜୟ ଶ୍ରୀରାମ’… ସ୍କୁଲ Attendanceରେ ପିଲା ଦେଉଛନ୍ତି ଏଭଳି ଉତ୍ତର
ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଅନୁଷ୍ଠିତ ହେବ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ସାରା ଦେଶ ଏବେ ଶ୍ରୀରାମଙ୍କ ଭକ୍ତିରେ ଲୀନ ହୋଇଯାଇଛି ।…
LG ଲଞ୍ଚ କଲା ବିଶ୍ୱର ପ୍ରଥମ ୱାୟାରଲେସ୍ ଟ୍ରାନ୍ସପାରେଣ୍ଟ ଟିଭି, ଆଗ ଓ ପଛ ଦୁଇ ପଟୁ ଦେଖିପାରିବେ
ନୂଆଦିଲ୍ଲୀ: ଏବେ ଆମେରିକାର ଲସ୍ ଭେଗାସ୍ରେ ଆୟୋଜିତ ହେଉଛି କନଜ୍ୟୁମର ଇଲେକ୍ଟ୍ରୋନିକ୍ ଶୋ’ । ଏହି ଶୋ’ରେ ବହୁ ଆକର୍ଷଣୀୟ ପ୍ରଡକ୍ଟ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ଏପରି ଏକ ପ୍ରଡକ୍ଟ LG Signature OLED T ଲଞ୍ଚ…
(Video) ଜୁଆ ଖେଳିବାର ନଜର ଆସିଲେ ତମନ୍ନା ଭାଟିଆ, ବ୍ୟାନ ହୋଇଥିବା ଏହି ୱେବସାଇଟର କରୁଛନ୍ତି ପ୍ରମୋଶନ
ନୂଆଦିଲ୍ଲୀ: ସାଉଥ ଅଭିନେତ୍ରୀ ତମନ୍ନା ଭାଟିଆ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟ ସହିତ ସେ ନିଜ ଅଭିନୟ ପାଇଁ ମଧ୍ୟ ଲୋକପ୍ରିୟ। ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟାନ ହୋଇଥିବା ଏକ ୱେବସାଇଟ୍…
ଏହି Game ଖେଳିବା ପାଇଁ କ୍ରିକେଟରୁ ଦୂରେଇ ରହିଛନ୍ତି ଇଶାନ୍? ଆଫଗାନିସ୍ତାନ ସିରିଜରେ ମିଳିଲାନି ସୁଯୋଗ
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ରୋହିତ ଏବଂ ବିରାଟ ଏହି ସିରିଜରେ ଟି-୨୦ ଦଳକୁ କମବ୍ୟାକ କରୁଥିବା ବେଳେ ଷ୍ଟାର ୱିକେଟ କିପର ଇଶାନ୍ କିଶାନ୍ ଏହି ଦଳରୁ ବାଦ୍…
ଆପଣଙ୍କର ଏହି ଜାଗାରେ ଅଛି କି କଳାଜାଇ! ହୋଇପାରନ୍ତି ମାଲାମାଲ
ମନୁଷ୍ୟ ଶରୀରରେ ବିଭିନ୍ନ ସ୍ଥାନରେ ତିଳ ବା କଳାଜାଇ ରହିଥାଏ । ତେବେ ଏହି କଳାଜାଇ ସୌନ୍ଦର୍ଯ୍ୟର ଏକ ଚିହ୍ନ ହୋଇଥାଏ । ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସ୍ଥାନରେ କଳାଜାଇ ରହିଥାଏ । ତେବେ ଏହି କଳାଜାଇ ଯେତିକି…
ପ୍ରେମରେ ରକ୍ତଛିଟା, ଯୁବତୀଙ୍କୁ ୧୦ରୁ ଅଧିକ ଥର ଛୁରାମାଡ
ଭୁୁବନେଶ୍ୱର: ଆଜିକାଲି ପ୍ରେମରେ ବିବାଦ ଓ ରକ୍ତପାତ ଘଟଣା ସାଧାରଣ ହୋଇଗଲାଣି । ଏହିପରି ଏକ ଘଟଣା ପୁଣି ଯାଜପୁର ଜିଲ୍ଲାରେ ଘଟିଛିି । କୌଣସି କାରଣକୁ ନେଇ ପ୍ରେମିକାକୁ ୧୦ରୁ ଅଧିକ ଥର ଛୁରା ମାଡ କରିଛି ପ୍ରେମିକ ।…
ଘର ତିଆରି ପାଇଁ ନଦୀପଠାରୁ ଆଣି ପାରିବେନି ବେଆଇନ ବାଲି: ହାଇକୋର୍ଟ ଦେଲେ ଶକ୍ତ ନିର୍ଦ୍ଦେଶ
କଟକ: ଅଧିକାଂଶ ସମୟରେ ବିଭିନ୍ନ କାରଣ ପାଇଁ ନଦୀପଠାରୁ ବେଆଇନ ଭାବରେ ବାଲିଉଠାଣ ହେଉଥିବା ଦେଖାଯାଇଛି । କିନ୍ତୁ ବର୍ତ୍ତମାନ ଏଭଳି କାରନାମା ଉପରେ ଶକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି ମାନ୍ୟବର ହାଇକୋର୍ଟ । ବେଆଇନ ବାଲି…
ଓଲଟିଲା ରାମଲଲାଙ୍କ ଦର୍ଶନ ପାଇଁ ଯାଉଥିବା ପର୍ଯ୍ୟଟନ ବସ୍, ଅନେକ ଆହତ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଠାରେ ଘନ କୁହୁଡ଼ି ଯୋଗୁଁ ପର୍ଯ୍ୟଟକ ଭର୍ତ୍ତି ବସ୍ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୧୫ ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି।…