Browsing Category

Featured

(video)କ୍ରିକେଟ୍ ମ୍ୟାଚ୍‌ରେ ରନ୍ ନେବା ସମୟରେ ହୃଦଘାତରେ ଟଳି ପଡିଲେ ଇଂଜିନିୟର, ଭାଇରାଲ୍ ହେଉଛି ସେହି ସମୟର ଭିଡିଓ

ନୂଆଦିଲ୍ଲୀ: ନୋଏଡାରୁ ଏକ ଆଚମ୍ବିତ କରିଦେବା ପରି ମାମଲା ସାମ୍ନାକୁ ଆସିଛି । ଏଠାରେ କ୍ରିକେଟ୍ ମ୍ୟାଚ୍ ଖେଳୁଥିବା ଜଣେ ଯୁବକ ରନ୍ ନେବା ସମୟରେ ଅଚାନକ ହୃଦଘାତର ଶିକାର ହୋଇଥିଲେ ଓ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ…

Breaking News: ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ଜଙ୍ଗଲ ଭିତରୁ ଜଣେ ଯୁବତୀଙ୍କର ଝୁଲନ୍ତା ମୃତଦେହ ଆଜି ଉଦ୍ଧାର କରାଯାଇଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ଏକ ଜଙ୍ଗଲରେ । ଯୁବତୀଙ୍କ ସହ ଦୁଷ୍କର୍ମ ପରେ ତାଙ୍କୁ ମାରି ଗଛରେ…

କମବ୍ୟାକ ସିରିଜରେ ଇତିହାସ ରଚିବେ ରୋହିତ: ଟାର୍ଗେଟରେ ବିରାଟ-ଧୋନୀଙ୍କ ରେକର୍ଡ

ନୂଆଦିଲ୍ଲୀ: ଦୀର୍ଘ ବର୍ଷେ ପରେ ଟିମ ଇଣ୍ଡିଆକୁ କମବ୍ୟାକ କରିବାକୁ ଯାଉଛନ୍ତି ଅଧିନାୟକ ରୋହତ ଶର୍ମା । ଆଫଗାନିସ୍ତାନ ବିପକ୍ଷ ସିରିଜରେ ଦଳକୁ କମବ୍ୟାକ କରିବା ସହ ଅଧିନାୟକ ପଦ ମଧ୍ୟ ସେ ନିଜ ହାତକୁ ନେଇଛନ୍ତି ।…

ଏହି ଭୁଲ ଯୋଗୁଁ କୁବୁଜା ରହି ଯାଇଥିଲା ମନ୍ଥରା: ରାମ-ଲକ୍ଷ୍ମଣଙ୍କୁ ପଠାଇଥିଲା ବନବାସ

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରଭୁ ଭବ୍ୟ ମନ୍ଦିର ନିର୍ମାଣକୁ ନେଇ ବର୍ତ୍ତମାନ ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଛି । ଏହାସହିତ ରାମାୟଣ ଯୁଗର ଶ୍ରୀରାମଙ୍କ କାହାଣୀକୁ ମଧ୍ୟ ମନେ ପକାଉଛନ୍ତି ଭାରତବାସୀ…

ସବୁ ସମୟରେ ମୋବାଇଲ ଦେଖୁଛନ୍ତି କି? ସାବଧାନ! ମସ୍ତିଷ୍କ ଉପରେ ପଡ଼ିପାରେଏହି ସବୁ ପ୍ରଭାବ

ବର୍ତ୍ତମାନ ସମୟରେ ମୋବାଇଲ ଲୋକମାନଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି । ମୋବାଇଲ ସାହାଯ୍ୟରେ ସାରା ବିଶ୍ୱକୁ ମନୁଷ୍ୟ ହାତ ମୁଠାରେ କଏଦ କରିପାରିବାର ସାମର୍ଥ୍ୟ ରହିଛି । ତେବେ ଏହା ଆମ ଦୈନନ୍ଦିନ ଜୀବନର ଏକ…

Baby Care Tips: ଶୀତ ଦିନେ ନବଜାତ ଶିଶୁର କିପରି ନେବେ ଯତ୍ନ 

ଓଡ଼ିଶା ଭାସ୍କର: ଋତୁ ବଦଳିବା ସାଙ୍ଗକୁ ସଂକ୍ରମଣ ବି ବୃଦ୍ଧି ପାଇଥାଏ । ବିଶେଷ କରି ନବଜାତ ଶିଶୁଙ୍କ ଉପରେ ଏହାର ପ୍ରଭାବ ଦେଖାଦିଏ । ସେମାନଙ୍କ ତ୍ୱଚା ଅତି ସମ୍ବେଦନଶୀଳ ହେବା ସହ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ।…

(Video) ଫିଲ୍ମ ଷ୍ଟାଇଲରେ ଆକ୍ରମଣ; ଇକ୍ୱେଡରର ଟିଭି ଷ୍ଟୁଡିଓରେ ପସିଲେ ବନ୍ଧୁକଧାରୀ, LIVE ଶୋ’ରେ କଲେ ଯୁଦ୍ଧ ଘୋଷଣା

ନୂଆଦିଲ୍ଲୀ: ଇକ୍ୱେଡରରେ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ଏଥିରେ କିଛି ବନ୍ଧୁକଧାରୀ ଏକ ଟିଭି ଷ୍ଟୁଡିଓରେ ବଳପୂର୍ବକ ପସିଯାଇଛନ୍ତି । ଏହି ଦୁର୍ବୃତ୍ତ ବନ୍ଧୁକଧାରୀମାନେ ସେଠାରେ ଥିବା ସୁରକ୍ଷାକର୍ମୀଙ୍କୁ ଧମକ…

ନାସା ଚନ୍ଦ୍ରକୁ ପଠାଇବନି ‘ମୁନ୍ ମିଶନ୍’… ଜହ୍ନ ରାଇଜକୁ ଯିବେନି କେହି ଅନ୍ତରୀକ୍ଷ ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାର ସ୍ପେସ ଏଜେନ୍ସି ନାସା ନିଜର ମୁନ୍ ମିଶନ୍ କୁ ନେଇ ଏକ ବଡ଼ ଖୁଲାସା କରିଛି । ଭାରତ(ଇସ୍ରୋ)ର ଚନ୍ଦ୍ରଯାନ-୩ ଜହ୍ନ ରାଇଜର ଦକ୍ଷିଣ ମେରୁରେ ପାଦ ଥାପିବା ସହ ଏକ ଇତିହାସ ସୃଷ୍ଟି କରିଛି । କିନ୍ତୁ…

କୋଇଲା ସାଜିଲା କାଳ: ଶୋଇଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ପରିବାରର ୫ ସଦସ୍ୟଙ୍କ ମୃତ୍ୟୁ

ଉତ୍ତର ପ୍ରଦେଶ: ଶୋଇଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ଏକ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହା ସହିତ ପରିବାରର ୨ ଜଣ ସଦସ୍ୟ ଗୁରୁତର ଥିବା ଜଣାପଡ଼ିଛି । ତେବେ ଏଭଳି ଏକ ମର୍ମନ୍ତୁଦ…

ଏହି ୩ଟି ସମସ୍ୟାର ରାମବାଣ ହେଉଛି ହେଙ୍ଗୁ, ସେବନ କାରିବା ମାତ୍ରେ ଭଲ ହୋଇଯାଏ ରୋଗ

ହେଙ୍ଗୁ ହେଉଛି ଏକ ମସଲା ଯାହା ବିଭିନ୍ନ ଭାରତୀୟ ଖାଦ୍ୟରେ ବ୍ୟବହୃତ ହୁଏ। ପେଟ ଏବଂ କ୍ଷୁଦ୍ର ଅନ୍ତନଳୀରେ ହଜମକାରୀ ଏନଜାଇମର କାର୍ଯ୍ୟକଳାପ ବୃଦ୍ଧି କରି ହେଙ୍ଗୁ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରେ।…